ଜିନ୍ଦଲ ପ୍ଲାଣ୍ଟରେ ଦୁର୍ଘଟଣା,  ଜଣେ ମୃତ

.

Published On: Dec 07, 2017 04:20 PM IST |   101

 

ଅନୁଗୁଳ: ଜିନ୍ଦଲ ପ୍ଲାଣ୍ଟ ପରିସରରେ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଆଜି ଦିନ ୧୧ ସମୟରେ ଜିନ୍ଦଲ ଏସଏମଏସ ପ୍ଲାଣ୍ଟ ଭିତରେ ଜଣେ ଶ୍ରମିକ କାମ କରୁଥିବା ସମୟରେ ଉପରୁ ପଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଘର ବାହାର ରାଜ୍ୟର ବୋଲି ଜଣାପଡିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେଫ୍ଟି ସୁରକ୍ଷା ନଥିବା କାରଣରୁ ଏପରି ଦୁର୍ଘଟଣା ହୋଇଛି ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ