କିନ୍ନରଙ୍କ ରାମ୍ପ୍ ଶୋ

ଦେଖନ୍ତୁ ଭିଡିଓ....

Published On: Dec 07, 2017 04:10 PM IST | Updated On: Dec 07, 2017 04:14 PM IST |   188

 

ଭୁବନେଶ୍ବର: ଭୁବନେଶ୍ବର ଭଞ୍ଜ ମଣ୍ଡପରେ କିନ୍ନର ମାନଙ୍କ ରାମ୍ପ୍ ଶୋ ଅନୁଷ୍ଠିତ ହୋଇଯାଇଛି ।  ଓଡିଶା କିନ୍ନର ଆଖାଡାର ପ୍ରମୁଖ ମୀରା ପରିଡାଙ୍କ ତତ୍ତ୍ଵାବଧାନରେ ଏହି ଶୋ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲେ । ଏହି ଶୋ ରେ କିନ୍ନରମାନଙ୍କ ପ୍ରଦର୍ଶନ ଉଚ୍ଚକୋଟି ଥିଲା ବୋଲି ଉପସ୍ଥିତ ଅତିଥି ମତ ରଖିଛନ୍ତି।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ