ଗଞ୍ଜେଇ କାରବାରକୁ ନେଇ ହତ୍ୟାକାଣ୍ଡ, ୪ ଅଭିଯୁକ୍ତଙ୍କୁ ଗିରଫ

.

Published On: Dec 07, 2017 02:36 PM IST | Updated On: Dec 07, 2017 02:40 PM IST |   171

 

ନବରଙ୍ଗପୁର: ବେଆଇନ ଗଞ୍ଜେଇ କାରବାରକୁ ନେଇ ଗତ ୨୮ ତାରିଖରେ ଘଟିଥିବା ହତ୍ୟାକାଣ୍ଡରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହେଉଥିବା ମାରଣାସ୍ତ୍ର ଓ ଗଞ୍ଜେଇ ଚାଲଣ ହେଉଥିବା ଗାଡିକୁ ପୁଲିସ ଜବତ କରିଛି ।


ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ନବରଙ୍ଗପୁର ଥାନା ଅନ୍ତର୍ଗତ ଆର କେ କଲୋନିର ପ୍ରଦୀପ ଅଗ୍ରଓ୍ଵାଲଙ୍କୁ ଘରେ ପଶି କେତେକ ଦୁର୍ବୃତ୍ତ ହତ୍ୟା କରିଥିଲେ। ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ବେଳେ ଗଞ୍ଜେଇ ଚୋରା ବେପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତରୁ ଜଣାପଡିଥିଲା। ବିଭିନ୍ନ ସ୍ଥାନରେ ଚଢଉ କରି ଆଜି ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସେକ୍‌ ସମିମ, ସେକ ସିତାବ, ରାକେଶ ଭଦ୍ରା ଓ ରାଜା ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ