ଶୀତ ପାଇଁ ଉତ୍ତମ ଖୋରାକ

.

Published On: Dec 07, 2017 02:10 PM IST |   1838


ଶୀତଋତୁରେ ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦେଲେ ତ୍ବଚା ଉପରେ ଏହାର ଉତ୍ତମ ପ୍ରଭାବ ପଡ଼ିଥାଏ। ଏହି ଦିନେ ତ୍ବଚା ଶୁଷ୍କ ହୋଇ ଫାଟିବା ସହ ଭାଙ୍ଗ ପଡ଼ିଥାଏ। ଅନେକଙ୍କର ଏହିକାରଣରୁ ତ୍ବଚାରୁ ରକ୍ତସ୍ରାବ ମଧ୍ୟ ହୁଏ। ତେଣୁ ପ୍ରତ୍ୟେକ ବର୍ଗର ମହିଳମାନେ ନିଜ ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ।

- କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ସହ ଲୋ-ଫ୍ୟାଟ୍ ଖିର ପିଇଲେ ଯୁବତୀ ତଥା ମହିଳାଙ୍କୁ ପର୍ୟ୍ୟାପ୍ତ ପରିମାଣର ଶକ୍ତି ମିଳିଥାଏ।

- ନିୟମିତଭାବେ ପେସ୍ତାବାଦାମ ଖାଇବା ମଧ୍ୟ ସ୍ବାସ୍ଥ୍ୟ ଉପଯୋଗୀ। ସପ୍ତାହକୁ ୨ ରୁ ୩ଥର ମହିଳାମାନେ ଚିକେନ୍, ଅଣ୍ଡାର ଧଳାଅଂଶ ଖାଇବାର ଆବଶ୍ୟକତା ଏହିଦିନେ ବଢ଼ିଥାଏ।

- ଓମେଗା ଥ୍ରୀଯୁକ୍ତ ଖାଦ୍ୟ ମଧ୍ୟ ଭୋଜନରେ ସାମିଲ କରିବା ଉପକାରୀ।

- ସୋୟାବିନ୍, ଛତୁ ଭଜା ସହ ବାଦାମ ଭଜା ଖାଇବା ଶୀତଋତୁରେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଏ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ