ଆକ୍ରମଣରେ ଜଣେ ମୃତ

.

Published On: Dec 07, 2017 12:21 PM IST | Updated On: Dec 07, 2017 12:27 PM IST |   96

 

ଅନୁଗୁଳ: ଅନୁଗୁଳ ଜିଲା ଆଠମଲ୍ଲିକ ରେଞ୍ଜ କିଶୋର ନଗର ଠାରେ ଏକ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି ।  ମୃତକ ହେଲେ କିଶୋରନଗର ବ୍ଲକ ରଣିଆ କଟା ପଞ୍ଚାୟତର ବଡ଼ପଦର ଗାଁର ଶୁଶିଳ ବେହେରା । ସେ ଧାନ ଖେତରେ ମଞ୍ଚା କରି ଶୋଇଥିବା ସମୟରେ ହାତୀ ଦଳିଦେଲା ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ