ଅଜଣା ଜନ୍ତୁ ଆତଙ୍କ, ୩ ମେଣ୍ଢା ମୃତ

.

Published On: Dec 07, 2017 12:04 PM IST | Updated On: Dec 07, 2017 12:05 PM IST |   92

 

କଟକ: ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁର ପାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ପ୍ରତିଦିନ ଅଜଣା ଜନ୍ତୁର ଆକ୍ରମଣରେ ମେଣ୍ଢାମାନେ ପ୍ରାଣ ହରାଉଛନ୍ତି । ସେହିପରି ଗତକାଲି ରାତିରେ ମଧ୍ୟ ୩ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଗାଈଆ ସାହିର ପରକ୍ଷୀତ ଦାସଙ୍କ ଗୁହାଳରେ ୩ଟି ମେଣ୍ଢା ରହିଥିବା ବେଳେ ଅଜଣାଜନ୍ତୁ ଆକ୍ରମଣରେ ସେମାନଙ୍କ ମୃତ୍ୟୁ ଘଟିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ମଙ୍ଗଳବାର ରାତିରେ କାଳିଆଘାଇ ଘୋଡ଼ାଟିକିଲି ଗାଁରେ ୩ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା।

Tags:

Like Us

Breaking News

ବରଗଡ: ମନ୍ତ୍ରୀ ସୁଶାନ୍ତ ସିଂହ ଭାଇଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ ଚାନ୍ଦବାଲି: ଧାମରା ବନ୍ଦରର କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ କଟକ: ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ଅନୁଗୁଳ: ଅନୁଗୁଳ ଥାନା ମୁଶାପାପୁଲି ନିକଟରେ ଆଜି ସନ୍ଧ୍ୟା ୬ଟାରେ ଦୁର୍ଘଟଣା ଘଟି ୨ ମୃତ