ଭାରତର ଏନ୍‌ଏସଜି ସଦସ୍ୟତାକୁ ରୁଷ୍‌ର ସମର୍ଥନ

ଭାରତର ଏନ୍‌ଏସଜି ସଦସ୍ୟତାକୁ ରୁଷ୍‌ର ସମର୍ଥନ

Copy Editor AH | Published On: Dec 07, 2017 06:24 AM IST |   291

ନୂଆଦିଲ୍ଲୀ : ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି)ର ସଦସ୍ୟତା ପାଇଁ ଭାରତର ଦାବିକୁ ରୁଷ ଦୃଢ ସମର୍ଥନ ଜଣାଇଛି । ପାକିସ୍ତାନର ଆଳ ଦେଖାଇ ଭାରତର ଏହି ସଦସ୍ୟତାକୁ ଚୀନ ବିରୋଧ କରି ଆସୁଥିବାବେଳେ ରୁଷ୍‌ ଏହାକୁ ଦୃଢ ସମର୍ଥନ କରିଛି । ରୁଷ କହିଛି ଯେ ଭାରତର ସଦସ୍ୟତା ଦାବିକୁ ପାକିସ୍ତାନ ସହ ତୁଳନା କରାଯାଇପାରିବ ନାହିଁ । ଆନ୍ତର୍ଜାତିକ ସ୍ତରରେ ପରମାଣୁ ବ୍ୟବସାୟ ପାଇଁ ଭାରତର ଏହି ସଦସ୍ୟତା ଜରୁରୀ । ୪୮ଟି ରାଷ୍ଟ୍ର ଏହାର ସଦସ୍ୟ ରହିଥିବାବେଳେ ନୂଆ ସଦସ୍ୟତା ପାଇଁ ସମସ୍ତଙ୍କ ସମର୍ଥନ ଜରୁରୀ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ