ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ପଣ୍ଡ

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ପଣ୍ଡ

Copy Editor AH | Published On: Dec 07, 2017 06:21 AM IST |   274

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କୁ ହତ୍ୟା ପାଇଁ ହୋଇଥିବା ଉଦ୍ୟମ ପଣ୍ଡ ହୋଇଛି । ରିପୋର୍ଟ ଅନୁଯାୟୀ ହତ୍ୟା ଯୋଜନାରେ ସମ୍ପୃକ୍ତ ଇସଲାମିକ ଷ୍ଟେଟ (ଆଇଏସ୍‌) ଦୁଇଜଣ ଆତଙ୍କବାଦୀଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଛି । ଏମ୍‌ଆଇ ୫, ବି୍ରଟେନର ଆତଙ୍କବାଦୀ ନିରୋଧ ଏଜେନ୍ସି ଓ ପୁଲିସ ମିଳିତ ଅଭିଯାନରେ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆତଙ୍କବାଦୀମାନେ ଥେରେସାଙ୍କୁ ନିଶାଣ ପୂର୍ବକ ଡାଉନିଂ ଷ୍ଟ୍ରିଟ ଫାଟକ ନିକଟରେ ବିସ୍ଫୋରଣ ଘଟାଇବା ଓ ଛୁରାମାଡ କରିବାର ଯୋଜନା କରିଥିଲେ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ