ଭାଗ୍ୟ ଆମର ସାଥ୍‌ ଦେଲାନି : ଲ୍ୟୁପେର୍ଟ

ଭାଗ୍ୟ ଆମର ସାଥ୍‌ ଦେଲାନି : ଲ୍ୟୁପେର୍ଟ

Copy Editor AH | Published On: Dec 07, 2017 12:12 AM IST |   215

ଭୁବନେଶ୍ୱର : ପ୍ରାରମ୍ଭରୁ ୨ଟି ଗୋଲ ବରଣ କରିବା ପରେ ଦଳ ମ୍ୟାଚକୁ ଫେରିବାକୁ ସଂଘର୍ଷ କରି ସଫଳ ହୋଇଥିଲା । ୪ଟି ପେନାଲ୍‌ଟି କର୍ଣ୍ଣର ହାତଛଡ଼ା କରିବା ପରାଜୟ ପାଇଁ ଦାୟୀ । ମୋଟଉପରେ ଭାଗ୍ୟ ଆମକୁ ସାଥ୍‌ ଦେଲାନି ବୋଲି ବେଲଜିୟମ ଅଧିନାୟକ ଲୋଇକ୍‌ ଲ୍ୟୁପେର୍ଟ କହିଛନ୍ତି । ଲିଗ୍‌ ପଯ୍ୟାୟରେ ଅପରାଜୟ ରହିବା ପରେ ସେମିଫାଇନାଲରେ ଆମେ ଆଶା ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲୁ । ଭାରତ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଛି ବୋଲି ଲ୍ୟୁପେର୍ଟ କହିଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ