ଟ୍ରକ ଧକ୍କାରେ ବାଳକ ମୃତ

ଟ୍ରକ ଧକ୍କାରେ ବାଳକ ମୃତ

Copy Editor RKD | Published On: Dec 06, 2017 09:57 PM IST |   136

ଗୁଣପୁର : ଆଜି ଅପରାହ୍ନରେ ରାମନାଗୁଡା ବ୍ଲକ ସାନମୁନିଗାଁ ଗ୍ରାମ ମୁଖ୍ୟରାସ୍ତାରେ ଟ୍ରକ ଧକ୍କାରେ ଜଣେ ୫ବର୍ଷର ବାଳକର ମୃତ୍ୟୁ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ସାନମୁନିଗାଁ ଗ୍ରାମର ମା’ ଓ ପୁଅ ମିଶି ରାସ୍ତା ପାର ହେଉଥିଲା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବାଳକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ବାଳକଟିର ମୃତ୍ୟୁ ହୋଇଯାଇଥିଲା ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ