ଫସଲହାନୀ ଓ ଋଣଭାର ଯୋଗୁଁ ଜୀବନ ହାରିଲେ ଚାଷୀ

.

Published On: Dec 05, 2017 03:00 PM IST | Updated On: Dec 05, 2017 03:02 PM IST |   280

 

ଯାଜପୁର: ଆଜି ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା ବରି ବ୍ଲକ୍‌ ଅନ୍ତର୍ଗତ ମଧୁସୂଦନ ପୁର ଅଧୀନସ୍ଥ ସୁନ୍ଦରପୁର ଗ୍ରାମର ଜଣେ ଚାଷୀ ଆମ୍ବ ଗଛରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ଜଣଙ୍କ ହେଲେ ସୁରେଶ କୁମାର ସାହୁ( ୪୯ ) । ସୁରେଶ ଚାଷ କାର୍ଯ୍ୟ ପାଇଁ ୮୦ ହଜାର ଟଙ୍କା ହାତ ଉଧାରୀ କରିଥିଲେ । କିନ୍ତୁ ଚକାଡା ପୋକ ଓ ଲଘୁଚାପ ବର୍ଷା କାରଣରୁ ଫସଲ ନଷ୍ଟ ହେବା ଫଳରେ ସେ ଧର୍ଯ୍ୟହରା ହୋଇ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।