ଭୁବନେଶ୍ୱର ପ୍ରଧାନ ହେବେ ବରଗଡ ଧନୁଯାତ୍ରାର କଂସ

.

Published On: Nov 28, 2017 07:02 PM IST | Updated On: Nov 28, 2017 07:04 PM IST |   800

ବରଗଡ: ଭୁବନେଶ୍ୱର ପ୍ରଧାନ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଧନୁଯାତ୍ରାର କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଆସନ୍ତା ମାସ ଡିସେମ୍ବର ୨୩ ତାରିଖରେ ଧନୁଯାତ୍ରା ଅନୁଷ୍ଠିତ ହେବ । ୧୧ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଧନୁଯାତ୍ରା ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ମଙ୍ଗଳବାରରେ ଏଥିପାଇଁ ଚୟନ ପ୍ରକ୍ରିୟା କରାଯାଇଥିଲା। ୩୦ ଜଣ ଏଥିପାଇଁ ଆବେଦନ କରିଥିବାବେଳେ ୨୩ ଜଣ  ନିଜର ଅଭିନୟ ପ୍ରଦର୍ଶନ କରିଥିଲେ। ଅଭିନୟ, ସଂଳାପ  ଓ  ଶାସ୍ତ୍ର ବିଷୟରେ ଜ୍ଞାନକୁ ନେଇ କଂସ ଚୟନ ପ୍ରକ୍ରିୟା କରାଯାଇଥିଲା। ଭୁବନେଶ୍ୱର ପ୍ରଧାନଙ୍କୁ  ଆସନ୍ତା ଧନୁଯାତ୍ରା ପାଇଁ କଂସ ଭାବରେ ଚୟନ କରାଯାଇଛି। ସେ ୧୯୯୯ ଓ ୨୦୦୦ ମସିହାରେ ବରଗଡ ଧନୁଯାତ୍ରାରେ କଂସ ଭାବେ ଅଭିନୟ କରିଥିଲେ ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।