ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁ ଯାତ୍ରାପାଇଁ ଶୁଭଖୁଣ୍ଟି ସ୍ଥାପିତ:  ଡିସେମ୍ବର ୨୩ରୁ ଆରମ୍ଭ ହେବ ଯାତ୍ରା

.

Published On: Nov 26, 2017 09:11 PM IST | Updated On: Nov 26, 2017 09:23 PM IST |   207

 

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ  ଶୁଭଖୁଣ୍ଟି ସ୍ଥାପିତ ହୋଇଛି । ବରଗଡ ସହରର ହାଟପଦା ସଞ୍ଚାଳୀରେ ଏହାକୁ ସ୍ଥାପନ କରାଯାଇଛି।  ଜିଲାପାଳ ଖଗେନ୍ଦ୍ର ପାଢୀ ଓ ଏସପି ଯୁଗଳ କିଶୋର  ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମାପିତ ହୋଇଛି।  ଖୋଲା ଆକାଶ ତଳେ ବିଶ୍ୱର ସର୍ବ ବୃହତ ନାଟକ ପ୍ରଦର୍ଶନର ମାନ୍ୟତା ପାଇଥିବା ଧନୁଯାତ୍ରା ୬୯ ବର୍ଷରେ ପଦାର୍ପଣ କରିଛି ।

 ଚଳିତ ବର୍ଷ ଡିସେମ୍ବର ୨୩ ତାରିଖରୁ ବରଗଡ ଧନୁଯାତ୍ରା ଆରମ୍ଭ ହେବ । ଏହା ଆସନ୍ତା ବର୍ଷ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।