ଏକ ପାର୍କରେ ପ୍ରେମୀଯୁଗଳଙ୍କୁ ଦୁର୍ବୃତ୍ତଙ୍କ ଅଶ୍ଳୀଳ ଆଚରଣ

.

Published On: Nov 15, 2017 01:30 PM IST | Updated On: Nov 15, 2017 01:38 PM IST |   2139

ଭୁବନେଶ୍ୱର: ଏବେ ଦୁର୍ବୃତ୍ତଙ୍କ ଉତ୍ପାତ ବଦ୍ଧି ପାଇବାରେ ଲାଗିଛି। ଏକ ପାର୍କ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ଓ ବିବସ୍ତ୍ର କରିବା ପରେ ସେମାନଙ୍କୁ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ଏହି ଦୁର୍ବୃତ୍ତମାନେ ଭାଇରାଲ କରିଛନ୍ତି । ଏହି ପ୍ରେମୀ ଯୁଗଳ କିଏ ଏବଂ କେଉଁମାନେ ଏପରି ଆଚରଣ କରିଛନ୍ତି ତାହା ଜଣା ପଡି ନାହିଁ. ସୂଚନା ଅନୁସାରେ ଏହି ପ୍ରେମୀ ଯୁଗଳ ଏକ ପାର୍କ ନିକଟ ରାସ୍ତାରେ ରାତି ପ୍ରାୟ ୭ଟା ୩୦ ସମୟରେ ଛିଡା ହୋଇଥିବା ବେଳେ ୩ ଜଣ ଯୁବକ ଏମାନଙ୍କୁ ଟଣା ଓଟାର କରିବା ସହ ଅଶ୍ଲୀଳ ଭିଡିଓ ରେର୍କଡ କରି ଭାଇରାଲ କରିଛନ୍ତି। ତେବେ ପୁଲିସରେ ଅଭିଯୋଗ ହୋଇ ନାହିଁ ।  ଏହି ଭିଡିଓଟି ରାଜଧାନୀ ଭୁବନେଶ୍ୱରର କିମ୍ବା ବାଲେଶ୍ୱରର ବୋଲି  ବୋଲି ଚର୍ଚ୍ଚା ହେଉଛି।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର