ଦାୟିତ୍ୱ ନେଲେ ଆମେରିକା ରାଷ୍ଟ୍ରଦୂତ

ଦାୟିତ୍ୱ ନେଲେ ଆମେରିକା ରାଷ୍ଟ୍ରଦୂତ

Copy Editor RKD | Published On: Nov 14, 2017 10:50 PM IST | Updated On: Nov 14, 2017 10:50 PM IST |   186

ନୂଆଦିଲ୍ଲୀ : ଭାରତ ପାଇଁ ଆମେରିକାର ନବନିଯୁକ୍ତ ରାଷ୍ଟ୍ରଦୂତ କେନିଥ୍‌ ଜଷ୍ଟର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଜଷ୍ଟର ଏଠାରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ନିଜର ପରିଚୟପତ୍ର ପ୍ରଦାନ କରିଛନ୍ତି । ଇତିପୂର୍ବରୁ ରିଚାର୍ଡ ବର୍ମା ଭାରତରେ ଆମେରିକୀୟ ରାଷ୍ଟ୍ରଦୂତଭାବେ କାର୍ଯ୍ୟ କରୁଥିଲେ ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।