ଶିଶୁ ଦିବସରେ ବାଜି ରାଉତଙ୍କ ବଳିଦାନ ଗାଥା ଟ୍ୱିଟ କଲେ କ୍ରିକେଟିୟର ବୀରେନ୍ଦ୍ର ସେହ୍ୱାଗ

.

Published On: Nov 14, 2017 09:41 PM IST | Updated On: Nov 14, 2017 09:59 PM IST |   612

କଟକ:  ଇଂରେଜଙ୍କ ଗୁଳିରେ ସହିଦ ହୋଇଥିଲେ ବାଜି ରାଉତ। ଶିଶୁ ଦିବସରେ ତାଙ୍କର ଏହି ମହାନ ବଳିଦାନକୁ ନିଜ ଟ୍ୱିଟର ପୃଷ୍ଟାରେ କ୍ରିକେଟିୟର ବୀରେନ୍ଦ୍ର ସେହ୍ୱାଗ ଉଲ୍ଲେଖ କରିଛନ୍ତି । ବାଜି ରାଉତ ସାହସର ପ୍ରଦର୍ଶନ ଓ ପ୍ରାଣବଳି ଦେଇ ନିଜ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ବିଷୟରେ ସେ ଏହି ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ଟ୍ୱିଟ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଧନ୍ୟବାଦ ଦେଇଛନ୍ତି । ଏହି ମହାନ ଖେଳାଳୀଙ୍କ ଟ୍ୱିଟ ଯୋଗୁଁ ଅନେକ ଲୋକ ବାଜି ରାଉତଙ୍କ ବିଷୟରେ ଜାଣି ପାରିଛନ୍ତି ।

 

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର