ଵାଇକ୍ ସହ ପୋଲ ତଳକୁ ଖସି ପଡିଲେ ଜଣେ ଚାଷୀ

.

Published On: Nov 14, 2017 01:55 PM IST |   569


ତେଲକୋଇ: ଥାନା ଅନ୍ତର୍ଗତ ଗୋଳାବନ୍ଧ ସୁଵୁଧି ସାହି ସ୍କୁଲ୍ ସମ୍ମୁଖରେ ଥିବା ପୋଲ ତଳକୁ ଵାଇକ୍ ସହିତ ଜଣେ ବ୍ୟକ୍ତି ଖସି ପଡିଛନ୍ତି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଇସୁଆଁ ପଞ୍ଚାୟତ ଝାଟକିପଶି ଗ୍ରାମର ଚାଷୀ ଜର୍ନାଦନ ମହାନ୍ତି । ଆହତ ଚାଷୀ ପରିବା ବିକ୍ରି କରିବାକୁ ଵିଂଝଵାହାଳ ହାଟକୁ ଆସିଥିଲେ । ଘରକୁ ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।