ପୁଣି ମାତିଲେ ମାଓବାଦୀ, ଉଡେଇଲେ ପାଇପ୍ ଲାଇନ

.

Published On: Nov 14, 2017 12:52 PM IST | Updated On: Nov 14, 2017 01:24 PM IST |   336


ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ତାଣ୍ଡବ ଦେଖିବାକୁ ମିଳିଛି । ଆଜି ସକାଳରୁ ଚିତ୍ରକୋଣ୍ଡ ବିଚ୍ଛିନ୍ନାଞ୍ଚଳ ରାଲେଗେଡା ପଞ୍ଚାୟତ ଚିନ୍ତାଡୋଲି ନିକଟରେ ମାଓବାଦୀମାନେ ଏସଆର କମ୍ପାନୀର ପାଇପ୍ ଲାଇନକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି। ଫଳରେ କମ୍ପାନୀର ୫ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ପୁଲିସ ପକ୍ଷରୁ କୁମ୍ବଂ ଅପରେସନକୁ ଜୋରଦାର କରାଯାଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।