ଆଜି ହେଉଛି ‘ଶିଶୁ ଦିବସ’

.

Published On: Nov 14, 2017 11:44 AM IST | Updated On: Nov 14, 2017 11:45 AM IST |   208

 

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ତମ ଜୟନ୍ତୀ ଦିବସ । ତାଙ୍କ ଜନ୍ମତିଥି ୧୪ ନଭେମ୍ବରକୁ ଜାତୀୟସ୍ତରରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଇଥାଏ। ପଣ୍ଡିତ ନେହେରୁ ଛୋଟ ପିଲାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ। ତାଙ୍କ ସ୍ମୃତିରେ ଭାରତର ପ୍ରତ୍ୟେକ ପ୍ରାନ୍ତରେ ବିଦ୍ୟାଳୟଗୁଡ଼ିକରେ ଏହି ଅବସରରେ ମନୋରଞ୍ଜନ କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ଆଧୁନିକ ଜ୍ଞାନକୌଶଳ ଯୁଗରେ ମଧ୍ୟ ଏସବୁ ଦିବସର ମହତ୍ତ୍ବ ଯଥେଷ୍ଟ ରହିଛି। ପିଲାବେଳୁ ଯଥାଭାବେ ଉପଦେଶ ଓ ପରାମର୍ଶ ମିଳିଲେ ଆଗାମୀ ଦିନରେ ସେମାନେ ସୁନାଗରିକ ହୋଇଥାନ୍ତି। 

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର