ଅଧ ଘଣ୍ଟା ରାସ୍ତା ରୋକିଲା ଦନ୍ତା

ଢେଙ୍କାନାଳ- ଅନୁଗୁଳ ୫୫ନଂ ଜାତୀୟ ରାଜପଥ

Copy Editor RKD | Published On: Nov 13, 2017 11:29 PM IST | Updated On: Nov 14, 2017 12:07 AM IST |   519

ଢେଙ୍କାନାଳ : ଢେଙ୍କାନାଳ- ଅନୁଗୁଳ ୫୫ନଂ ଜାତୀୟ ରାଜପଥର ଓଡାପଡା ନିକଟସ୍ଥ ଗୁଣଦେଇଠାରେ ଗୋଟିଏ ଦନ୍ତାହାତୀ ଅଧଘଣ୍ଟା ପର୍ଯ୍ୟନ୍ତ ଉପଦ୍ରବ ଚଳାଇ ଥିଲା । ରାସ୍ତାରେ ଛିଡା ହୋଇ ରହିବାରୁ ରାସ୍ତାର ଉଭୟ ପଟରେ ଗାଡ଼ିମୋଟର ଅଟକି ରହିଥିଲା । ଯାତାୟତ ଅଧ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା । ଅପରାହ୍ନ ପ୍ରାୟ ୪ ଟା ୩୦ରେ ଦନ୍ତାଟି ନିକଟସ୍ଥ ଜଙ୍ଗଲକୁ ଯିବାପରେ ଯାତାୟତ ସ୍ବଭାବିକ ହୋଇଥିଲା।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।