ଛୋଟ ପରଦାକୁ ପୁଣି ଫେରିଲେ ବାଳିକା ବଧୂ

.

Published On: Nov 10, 2017 03:14 PM IST | Updated On: Nov 11, 2017 11:37 AM IST |   932

 

‘ବାଳିକା ବଧୂ’ ଟିଭି ଧାରବାହିକରେ କ୍ୟାରିୟର ଆରମ୍ଭ କରିଥିବା ଅବିକା ଗୌର, କିଛି ଦିନର ବ୍ୟବଧାନ ପରେ ପୁଣି ଛୋଟ ପରଦାକୁ ଫେରିଛନ୍ତି । ଏଥର ଲୋକପ୍ରିୟ ଧାରାବାହିକ ‘ଲାଡୋ’ରେ ଏକ ନିଆରା ଭୂମିକାରେ ନଜର ଆସିଛନ୍ତି । ଏହି ଧାରାବାହିକ ଆରମ୍ଭ ହେବାର ଅଳ୍ପ ଦିନ ହୋଇଥିଲେ ମଧ୍ୟ ଅବିକାକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ଏବେ ସୋସିଆଲ ମିଡିଆରେ ଅବିକାଙ୍କ ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଚର୍ଚା ଜୋର ଧରିଛି। ଗୁରୁଜୁରାଟର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଅବିକା ମୁମ୍ବାଇରେ ଜନ୍ମ ଗ୍ରହଣ କରିଛନ୍ତି। ସେ ଗୀତ, ନୃତ୍ୟ ଓ ଫଟୋ ସୁଟ୍ କରିବାରେ ରୁଚି ରଖନ୍ତି।

 

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର