‘ତୋ ଅଗଣାର ତୁଳସୀ ମୁଁ’

ପ୍ରେମ, ବିଶ୍ୱାସ ଓ ତ୍ୟାଗର କାହାଣୀ

Published On: Oct 28, 2017 06:02 PM IST |   2066

ସାର୍ଥକ୍‌ ଟିଭିରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ‘ତୋ ଅଗଣାର ତୁଳସୀ ମୁଁ’ ଇତିମଧ୍ୟରେ ୧୪୦୦ ଏପିସୋଡ଼ ଅତିକ୍ରମ କରିଛି। ସମ୍ପ୍ରତି ଦ୍ୱିତୀୟ ପିଢ଼ିକୁ ନେଇ ଧାରାବାହିକର କାହାଣୀ ଗତିଶୀଳ ହେଉଛି। ତୁଳସୀର କନ୍ୟା କେଟି ଓ ଆୟୁଷଙ୍କ ମଧ୍ୟରେ ଗୋଟିଏ ପଟେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାବେଳେ ଅନ୍ୟପଟେ ଲିସାର ପୁଅ ବିକ୍ରମ ସହ କେଟିର ବାହାଘର କରିବାକୁ ଚନ୍ଦନ ଇଚ୍ଛା ପ୍ରକଟ କରେ। ଏହାକୁ ନେଇ କାହାଣୀ ଭିନ୍ନ ମୋଡ଼ ନେଇଛି। ମୂଳତଃ ପ୍ରେମ, ବିଶ୍ୱାସ ଓ ତ୍ୟାଗକୁ ନେଇ ଏହି ଧାରାବାହିକର କାହାଣୀ ସମୃଦ୍ଧ ହୋଇଛି। ଏହାର ପ୍ରଯୋଜନାରେ ପ୍ରଦ୍ୟୁମ୍ନ ଲେଙ୍କା ଥିବାବେଳେ ନିର୍ଦେଶନାରେ ଅଛନ୍ତି ବାସୁଦେବ ବରାଡ଼। ସୋମବାରଠାରୁ ଶୁକ୍ରବାର ରାତି ୮.୩୦ରୁ ୯ଟା ପର୍ଯ୍ୟନ୍ତ ଏହି ଧାରାବାହିକ ପ୍ରସାରିତ ହେଉଛି।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର