ଶିଶୁକନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଈଶା ଦେଓଲ, ଦେଖନ୍ତୁ ପ୍ରଥମ ଫଟୋ

ଦେଖନ୍ତୁ ପ୍ରଥମ ଫଟୋ

Published On: Oct 23, 2017 02:54 PM IST | Updated On: Oct 24, 2017 12:59 AM IST |   2854


ଅଭିନେତ୍ରୀ ଈଶା ଦେଓଲ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଈଶା ଦେଓଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ବେଳେ ନବଜାତ ଶିଶୁକନ୍ୟାକୁ ସାଙ୍ଗରେ ଘରକୁ ଫେରିଛନ୍ତି ଈଶା ଦେଓଲ । ନବଜାତ ଶିଶୁକନ୍ୟା ଓ ସ୍ବାମୀ ଭରତଙ୍କ ସହ ଈଶାଙ୍କ ପ୍ରଥମ ଫୋଟ ଏବେ ମିଡିଆରେ ଭାଇରାଲ ହୋଇଛି।

ସୂଚନାଯୋଗ୍ୟ, ୨୦୧୨ ଜୁନ୍ ମାସରେ ଈଶା ଦେଓଲ ଭରତ ତକ୍ଷାନୀଙ୍କୁ ବିବାହ କରିଥିଲେ । ୨୦୧୫ ପରଠୁ ଈଶା ଦେଓଲ ବଡ ପରଦାଠାରୁ ଦୂରରେ ଅଛନ୍ତି ।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର