ଜାତକରେ ଶୁକ୍ରଦୋଷ ଅଛି କି, ତେବେ ଶୁକ୍ରବାର କରନ୍ତୁ ଏହି ଉପାୟ

.

Published On: Oct 13, 2017 05:22 PM IST | Updated On: Oct 13, 2017 05:23 PM IST |   723

 

ଜାତକରେ ଶୁକ୍ର ଅଶୁଭ ସ୍ଥାନରେ ଥିଲେ, ବୈବାହିକ ଜୀବନ ସୁଖମୟ ହୋଇ ନ ଥାଏ। ଯଦି ଜାତକରେ କୌଣସି ପ୍ରକାର ଦୋଷ ଥାଏ ତେବେ ଏଥିରୁ ମୁକ୍ତି ପାଇବାପ ପାଇଁ ଶୁକ୍ରବାର କରନ୍ତୁ ଏହି ଉପାୟ.....ଫଳରେ ଜାତକରୁ ଶୁକ୍ରଦୋଷ ଦୂର ହେବା ସହ ବୈବାହିକ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।

୧. ଶୁକ୍ରବାର ଦିନ ୧୦୮ ଥର ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ।

 

୨. ଚାଉଳ, ସନ୍ଦୁର, ଧଳା ବସ୍ତ୍ର, ଦହି, ଧଳା ଚନ୍ଦନ ଓ ଚାନ୍ଦି ଆଦି କୌଣସି ଦରିଦ୍ର ବ୍ୟକ୍ତି ବା ମନ୍ଦିରରେ ଦାନ କରନ୍ତୁ।

 

୩. ଶୁକ୍ରବାର ଦିନ ଯେକୌଣସି ବିବାହିତ ମହିଳାଙ୍କୁ ଚୁଡି, କୁମକୁମ ଓ ଲାଲ ଶାଢି ଦାନ କରନ୍ତୁ, ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

 

୪. ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପଣ କରିବା ସହ ୧୦୮ ଥର ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି