ଗାଈ ଗୋଠରେ ବଜ୍ରାଘାତ, ୯ଟି ବଳଦ ଓ ୩ଟି ଗାଈ ମୃତ

.

Published On: Oct 13, 2017 04:22 PM IST |   1327


ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଅଞ୍ଚଳରେ ବଜ୍ରାଘାତରେ ୯ଟି ବଳଦ ଓ ୩ଟି ଗାଈ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ପ୍ରତିଭା ପୃଷ୍ଟି ଓ ପଶୁ ଚିକିତ୍ସକ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଗୋଠରେ ଗାଈ ଚରୁଥିବା ବେଳେ ଆଜି ଅପରାହ୍ନରେ ବଜ୍ରାଘାତ ହୋଇଥିଲା। ଏଥିରେ ୩ଟି ଗାଈ ଓ ୯ଟି ବଳଦଙ୍କ ମୃତ୍ୟୁ ଘଟିଛି।

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର