ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ, ୪ କର୍ମଚାରୀ ଆହତ

.

Published On: Oct 13, 2017 04:06 PM IST | Updated On: Oct 13, 2017 04:06 PM IST |   421


ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ନିର୍ଗତ ହୋଇ ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସାଳୟ ଓ ପରେ ଇସ୍ପାତ ଜେନେରେଟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଶିବୁ ଦେ (୨୫), ପଙ୍କଜ ଶର୍ମା (୩୭), ହରିବନ୍ଧୁ ସ୍ବାଇଁ (୪୭) ଏବଂ ଉମାକାନ୍ତ ମହାନ୍ତି (୩୭) ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Tags:

Like Us

Breaking News

ବଲାଙ୍ଗୀର: ଆସନ୍ତା ୨୬ ତାରିଖରେ ଶୁଲିଆ ଯାତ୍ରା: ବଳିପ୍ରଥା ବନ୍ଦ ପାଇଁ ପ୍ରଶାସନର ଆହ୍ୱାନ ବାଲେଶ୍ୱର ଆଲଏଜ୍‌ର  ୨୪୪ କୋଟି ଟଙ୍କାର ସମ୍ପତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦେଶାଳୟ ପୁରୀ : ଶ୍ରୀମନ୍ଦିର ଭିତରେ ସେଲଫି ଉଠାଉଥିବା ୩ ଶ୍ରଦ୍ଧାଳୁ ଅଟକ, ମୋବାଇଲ ଜବତ। ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି