ତରକାରୀରେ ଲୁଣ ଅଧିକ ହେଲେ, କରନ୍ତୁ ଏହି ଉପାୟ

.

Published On: Oct 13, 2017 03:36 PM IST | Updated On: Oct 13, 2017 03:36 PM IST |   5401

 

୧. ତରକାରୀରେ ଲୁଣ ଅଧିକ ହୋଇଗଲେ ସେଥିରେ ଆଳୁ ଚୋପା ଛଡେଇ ପକାଇ ଦିଅନ୍ତୁ। ଖାଦ୍ୟ ପରସିଲା ବେଳେ ଆଳୁକୁ ବାହାର କରି ଦିଅନ୍ତୁ। ଦେଖିବେ ତରକାରୀ ଆଉ ଲୁଣିଆ ଲାଗିବ ନାହିଁ।

୨. ସେହିପରି ଲୁଣିଆ ତରକାରୀରେ ଅଟା ଗୁଲା କରି ପକାଇ ପାରିବେ। ଖାଇଲା ବେଳେ ଏହାକୁ ବାହାର କରି ନେବେ ।

୩. ଯଦି ଆପଣ ଚାହିଁଲେ ଲୁଣିଆ ତରକାରୀରେ ଏକ ବା ଦୁଇ ଚାମଚ ଦହି ପକାଇ ପାରିବେ।

୪. ଡାଲିରେ ଲୁଣ ଲୁଣ ଅଧିକ ହୋଇଗଲେ ସେଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ। ଦେଖିବେ ଲୁଣ ମାତ୍ରା କମିଯିବ।

୫. ଯଦି ତରକାରୀ ଅଧିକ ରାଗ ହୋଇଯାଏ, ତେବେ ସେଥିରେ ଏକ ଚାମଚ ଘିଅ ମିଶାଇ ଦିଅନ୍ତୁ।

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି