କେଶ ଝଡ଼ିବା

.

Published On: Oct 13, 2017 01:58 PM IST |   993

ସହରମାନଙ୍କରେ ଅଧିକ ପରିମାଣର ବ୍ଲିଚିଂ ମିଶା ପାଣିରେ କେଶ ଧୋଇବା, ଅଧିକ ଟେନସନ୍‌, ରାତି ଅନିଦ୍ରା, କେଶ ମୂଳରେ ରୂପି, ବିଭିନ୍ନ ପ୍ରକାର ଶାମ୍ପୂ ଓ ବାସନା ତେଲ ବ୍ୟବହାର କଲେ କେଶ ମାତ୍ରାଧିକ ଝଡ଼ିଥାଏ। ଗାଁ ଗହଳିଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଏବେ ଲୋକେ କେଶ ଝଡ଼ିବା ରୋଗରେ ଆକ୍ରାନ୍ତ ଓ ଚିନ୍ତିତ। ଅଁଳା ଗୁଣ୍ଡକୁ ପାଣିରେ ମିଶାଇ କେଶମୂଳରେ ଲଗାଇଲେ କେଶ ଝଡ଼ା କମ୍‌ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶରେ ଏହି କେଶ ଝଡ଼ାର ଉପଚାର କରିବା ଉଚିତ।

ଡାକ୍ତର ପି.କେ.ଅରୋରା
ଦିଲ୍ଲୀ

Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।