ନାରାୟଣପାଟଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢଉ

.

Published On: Oct 13, 2017 12:33 PM IST | Updated On: Oct 13, 2017 04:46 PM IST |   498


କୋରାପୁଟ: ଆୟ ବହିଭୁର୍ତ୍ତୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲା ନାରାୟଣପାଟଣା ତହସିଲଦାର ଚିତ୍ତରଞ୍ଜନ ବନଗୋଲାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଭିଜିଲାନ୍ସର ୪ଟି ଟିମ୍ ନାରାୟଣପାଟଣା ସ୍ଥିତ କାର୍ୟ୍ୟାଳୟ ସମେତ କୋରାପୁଟରେ ଥିବା ବାସଭବନ ଓ ପୈତୃକ ସମ୍ପତ୍ତି, ଖରିଆର ଓ ଭେଲାସ୍ଥିତ ଥିବା ତାଙ୍କ ସଂମ୍ପକୀୟଙ୍କ ଘରେ ଏକକାଳୀନ ଚଢଉ କରାଯାଇଛି। ଏଯାବତ୍ ଶ୍ରୀ ବନଗୋଲାଙ୍କ ସମ୍ପତ୍ତିର ଆକଳନ ହୋଇପାରି ନାହିଁ।

Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।