ଗୌତମ ବାମ୍ବାୱାଲେ ଚୀନ ପାଇଁ ଭାରତର ନୂଆ ରାଷ୍ଟ୍ରଦୂତ

ଗୌତମ ବାମ୍ବାୱାଲେ ଚୀନ ପାଇଁ ଭାରତର ନୂଆ ରାଷ୍ଟ୍ରଦୂତ

Copy Editor RKD | Published On: Oct 13, 2017 12:50 AM IST |   298

ନୂଆଦିଲ୍ଲୀ : ୧୯୮୪ ବ୍ୟାଚର ଆଇଏଫଏସ୍‌ ଅଫିସର ଗୌତମ ବାମ୍ବାୱାଲେ ଚୀନ ପାଇଁ ନୂଆ ରାଷ୍ଟ୍ରଦୂତ ନିଯୁକ୍ତ ହେବାକୁ ଯାଉଛନ୍ତି । ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବର୍ତ୍ତମାନର ରାଷ୍ଟ୍ରଦୂତ ବିଜୟ ଗୋଖେଲଙ୍କ ସ୍ଥାନରେ ଗୌତମଙ୍କୁ ନିଯୁକ୍ତି ଦିଆଯାଇଛି । ଗୌତମ ମାଣ୍ଡାରିନ ଭାଷା ଶିକ୍ଷା ଗ୍ରହଣ କରିବା ସହ ୧୯୮୫ ଏବଂ ୧୯୯୧ ମଧ୍ୟରେ ହଂକଂ ଏବଂ ବେଜିଂରେ କାର୍ଯ୍ୟ କରିଥିଲେ ।
Tags:

Like Us

Breaking News

ବଲାଙ୍ଗୀର: ଆସନ୍ତା ୨୬ ତାରିଖରେ ଶୁଲିଆ ଯାତ୍ରା: ବଳିପ୍ରଥା ବନ୍ଦ ପାଇଁ ପ୍ରଶାସନର ଆହ୍ୱାନ ବାଲେଶ୍ୱର ଆଲଏଜ୍‌ର  ୨୪୪ କୋଟି ଟଙ୍କାର ସମ୍ପତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦେଶାଳୟ ପୁରୀ : ଶ୍ରୀମନ୍ଦିର ଭିତରେ ସେଲଫି ଉଠାଉଥିବା ୩ ଶ୍ରଦ୍ଧାଳୁ ଅଟକ, ମୋବାଇଲ ଜବତ। ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି