ଭିଏତନାମ ବନ୍ୟାରେ ୩୭ ମୃତ

ଭିଏତନାମ ବନ୍ୟାରେ ୩୭ ମୃତ

Copy Editor | Published On: Oct 12, 2017 11:43 PM IST |   105

ହାନୋଇ : ଭିଏତନାମରେ ପ୍ରବଳ ବର୍ଷା ଓ ମାଟିଅତଡା ଖସି ୩୭ ଜଣ ପ୍ରାଣ ହରାଇଥିବାବେଳେ ୪୦ରୁ ଊଦ୍ଧ୍ୱର୍ ଲୋକ ନିଖୋଜ ହୋଇଛନ୍ତି । ଦେଶର ଉତ୍ତର ଓ କେନ୍ଦ୍ର ଅଞ୍ଚଳରେ ବିଗତ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଥିବାବେଳେ ୧୮,୦୦୦ ବାସଗୃହ ଜଳମଗ୍ନ ହୋଇଯାଇଛି । ବନ୍ୟା ବିତ୍ପାତରେ ୨୦୦ଟି ଘର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇପଡିଥିବାବେଳେ ମାଟିଅତଡା ଖସି ୨୧ ଜଣ ଆହତ ହୋଇଛନ୍ତି । ବନ୍ୟାରେ ପ୍ରାୟ ୪୦,୦୦୦ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।