ଉପବାସରେ ସ୍ୱାସ୍ଥ୍ୟ ଲାଭ

.

Published On: Oct 12, 2017 05:43 PM IST |   473

ଭାରତୀୟ ସଂସ୍କୃତିରେ ବ୍ରତ ଓ ଉପବାସର ବିଶେଷ ସ୍ଥାନ ରହିଛି। ଏହା ଦ୍ୱାରା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଲାଭ ହୋଇଥାଏ। ସପ୍ତାହକୁ ଗୋଟିଏ ଦିନ ମାତ୍ର ଉପବାସ ଦ୍ୱାରା ପାଚନ ଯନ୍ତ୍ରକୁ ବିଶ୍ରାମ ମିଳିଥାଏ ତଥା ଶ୍ୱାସ, ମେଦବୃଦ୍ଧି, ଅଜୀର୍ଣ୍ଣ, ଅରୁଚି ଇତ୍ୟାଦି ଅନେକ ରୋଗରୁ ଉପଶମ ମିଳିଥାଏ। ଉପବାସ ସମୟରେ ଅଧିକ ଜଳପାନ, ଫଳାହାର କରିବା ଉତ୍ତମ। ଉପବାସ କଲେ ହଜମ ଶକ୍ତି ବୃଦ୍ଧି ହେବା ସହ ଇନ୍ଦ୍ରିୟ ଶୁଦ୍ଧି ତଥା ଶରୀରର ହାଲୁକାପଣ ପ୍ରାପ୍ତ ହୋଇଥାଏ।

ଡାକ୍ତର ପ୍ରଣବ ଝା
ମୁମ୍ବଇ

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ