ଭାରତ ସହ ଆମେ ଶାନ୍ତି ଚାହୁଁ: ପାକ୍‌ ସେନାମୁଖ୍ୟ

ଭାରତ ସହ ଆମେ ଶାନ୍ତି ଚାହୁଁ: ପାକ୍‌ ସେନାମୁଖ୍ୟ

Copy Editor | Published On: Oct 12, 2017 01:31 AM IST |   1171

କରାଚି : ଭାରତ ସହିତ ଶାନ୍ତି ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାନ କରିବାକୁ ପାକିସ୍ତାନ ଆଗ୍ରହୀ । ଶାନ୍ତିପୂର୍ଣ୍ଣ ସମ୍ପର୍କ ଲାଗି ପାକିସ୍ତାନ ନିଜର ଆଗ୍ରହ ପ୍ରକାଶ କରିଆସୁଛି ବୋଲି ଏହାର ସେନାମୁଖ୍ୟ କ୍ୱାମାର ଜାଭେଦ ବାଜୱା କହିଛନ୍ତି । ବୁଧବାର ଇଣ୍ଟରପ୍ଲେ ଅଫ ଇକୋନୋମି ଆଣ୍ଡ ସିକୁ୍ୟରିଟି ନାମକ ସମ୍ମିଳନୀରେ ଯୋଗ ଦେଇ ବାଜୱା କହିଛନ୍ତି ପାକିସ୍ତାନ ନିଜର ବିପଦକୁ ପ୍ରତିହତ କରିବା ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ଦରକାର ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।