ବାର୍ଦ୍ଧକ୍ୟରେ ଗଣ୍ଠିବାତ ରୋଗ

.

Published On: Oct 11, 2017 01:27 PM IST | Updated On: Oct 11, 2017 02:41 PM IST |   256

ବାର୍ଦ୍ଧକ୍ୟରେ ଗଣ୍ଠିବାତ ରୋଗ

ବୟସ ହେଲେ ଆଣ୍ଠୁଗଣ୍ଠିଜନିତ ରୋଗ ହେବା ସ୍ୱାଭାବିକ । ଏହି ରୋଗ ପ୍ରାୟ ୫୦ ବର୍ଷ ହେଲେ ଆରମ୍ଭ ହୁଏ । ନିୟମିତ ବ୍ୟାୟାମ କରିବା ଏହି ରୋଗର ଅନ୍ୟତମ ଉପଶମ । ଔଷଧ ଏହି ରୋଗ ପାଇଁ ଯଦିଓ ଅଛି, କିନ୍ତୁ ସମ୍ପୂର୍ଣ୍ଣ ଆଣ୍ଠୁ ଯନ୍ତ୍ରଣାରୁ ରକ୍ଷା ପାଇବା ଏତେଟା ସହଜ ନୁହେଁ। ଅଧିକ ବିନ୍ଧା ହେଲେ ପ୍ରତିରୋପଣ ଅସ୍ତ୍ରୋପଚାରର ଆବଶ୍ୟକତା ହୋଇଥାଏ । ତେବେ, ଏହି ରୋଗର ଆରମ୍ଭରୁ ହିଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ।

ଡାକ୍ତର ଶ୍ରୀଧର ଅର୍ଚ୍ଚିକ
ମୁମ୍ବଇ

Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।