ଶରୀର ପାଇଁ ପୋଷକତତ୍ୱ

.

Published On: Oct 10, 2017 09:43 PM IST |   296

ଶୀତଋତୁରେ ପ୍ରତ୍ୟେକ ବର୍ଗର ଲୋକେ ନିଜ ଖାଦ୍ୟପେୟ ବାବଦରେ ସଚେତନ ରହିବା ଆବଶ୍ୟକ । କାରଣ ଏହିଦିନେ ତ୍ୱଚା ଶୁଷ୍କ ହେବା ସହ ଅନ୍ୟାନ୍ୟ ଅସୁବିଧା ଉପୁଜିବାର ସମ୍ଭାବନା ଥାଏ । ସେଥିପାଇଁ ସକାଳୁ ଉଠିବା ପରେ ପ୍ରଥମେ ପରିବା କିମ୍ବା ଫଳ ରସ ପିଇ ଦିନର ଆରମ୍ଭ କରନ୍ତୁ । ଶୀତଦିନେ କଫି ନ ପିଇ ବରଂ ନାଲି ଚା’ କିମ୍ବା ଗ୍ରୀନ୍ ଟି ପିଇବା ହିତକାରୀ । ଛଣାଛଣି କିମ୍ବା ବାସି ଖାଦ୍ୟ ଅଭ୍ୟାସ ଏହିଦିନେ ବନ୍ଦ ରକନ୍ତୁ । କାରଣ ତାହା ସହଜରେ ହଜମ ହୋଇନଥାଏ । ଆମିଷ ଖାଦ୍ୟ ଦ୍ୱିପହର  ଭୋଜନରେ ଖାଇବା ଭଲ । ରାତିରେ ସାଲାଡ୍ ସହ ରୁଟି ଓ ସିଝା ପରିବା ଖାଇଲେ ଏହିଦିନେ ସ୍ୱାସ୍ଥ୍ୟ ଭଲ ରହେ ।

ଡାକ୍ତର ଚିନୁ ଅମ୍ବାଲ

ହାଇଦ୍ରାବାଦ

Tags:

Like Us

Breaking News

ବରଗଡ: ମନ୍ତ୍ରୀ ସୁଶାନ୍ତ ସିଂହ ଭାଇଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ ଚାନ୍ଦବାଲି: ଧାମରା ବନ୍ଦରର କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ କଟକ: ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ଅନୁଗୁଳ: ଅନୁଗୁଳ ଥାନା ମୁଶାପାପୁଲି ନିକଟରେ ଆଜି ସନ୍ଧ୍ୟା ୬ଟାରେ ଦୁର୍ଘଟଣା ଘଟି ୨ ମୃତ