• କ୍ରୀଡ଼ାAug 16, 2017

    ଦିନିକିଆ ସିରିଜ୍‌ ପାଇଁ ଶ୍ରୀଲଙ୍କା ଦଳ; ତରଙ୍ଗା ଅଧିନାୟକ

    କଲମ୍ବୋ:  ଭାରତ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ ଲାଗି ଘରୋଇ ଶ୍ରୀଲଙ୍କା ଦଳ ମଙ୍ଗଳବାର ଘୋଷଣା କରାଯାଇଛି । ବାମହାତି ଓପ୍‌ନର ଉପୁଲ ତରଙ୍ଗା ଏହି ଦଳର ନେତୃତ୍ୱ ନେବେ । ଆସନ୍ତା ୨୦ରୁ ଉଭୟ ଦଳଙ୍କ ମଧ୍ୟରେ ୫...

  • କ୍ରୀଡ଼ାAug 16, 2017

    ରାଜ୍ୟ ବନ୍ଧୁକଚାଳନା ପ୍ରତିଯୋଗିତା ଆସନ୍ତାକାଲିଠାରୁ

    ଭୁବନେଶ୍ୱର  : ରାଜ୍ୟ ବନ୍ଧୁକ ଚାଳନା ସଂଘ ଆନୁକୂଲ୍ୟରେ ସପ୍ତମ ରାଜ୍ୟ ବନ୍ଧୁକଚାଳନା ପ୍ରତିଯୋଗିତା ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ଉକ୍ରଳ କରାଟେ ସ୍କୁଲରେ ଅନୁଷ୍ଠିତ ହେବ । ୧୭ ଓ ୧୮ରେ କଳିଙ୍ଗ ଷ୍ଟାଡିୟମ...

  • କ୍ରୀଡ଼ାAug 16, 2017

    ଧୋନିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି ତାଙ୍କର ଆଗାମୀ ଭବିଷ୍ୟତ

     ମୁମ୍ବାଇ :ଆସନ୍ତା ୨୦ ତାରିଖରୁ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୫ ଟିକିଆ ଦିନିକିଆ ମ୍ୟାଚରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଟିମରେ ସାମିଲ କରାଯାଇ ନାହିଁ। ପ୍ରଦର୍ଶନ ଉପରେ ତାଙ୍କର କ୍ରିକେଟିଂ କ୍ୟାରିଅର ନିର୍ଭର କରୁଛି, ଧୋନିଙ୍କ...

  • କ୍ରୀଡ଼ାAug 15, 2017

    ରେକର୍ଡ ବୁକ୍‌ରେ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌

    ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟିଏ ଦିନ  ପୂର୍ବରୁ  ଶ୍ରୀଲଙ୍କା ବିପକ୍ଷରେ ୩-୦ରେ ଟେଷ୍ଟ ସିରିଜ ବିଜୟୀ ହୋଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଉତ୍ସାହକୁ ବହୁଗୁଣିତ କରି ଦେଇଛି ଟିମ୍‌ ଇଣ୍ଡିଆ । ଦେଶବାସୀଙ୍କ  ପାଇଁ ଏହା ସ୍ୱାଧୀନତା ଦିବସର ଭେଟି କହିଲେ...

  • କ୍ରୀଡ଼ାAug 14, 2017

    ଭାରତର ଐତିହାସିକ ବିଜୟ

    ପାଲକେଲ : ତୃତୀୟ ଟେଷ୍ଟରେ ଶ୍ରୀଲଙ୍କାକୁ ଗୋଟିଏ ପାଳି ଏବଂ ୧୭୧ ରନରେ ହରାଇ ଭାରତ ୩-୦ରେ ଟେଷ୍ଟ ଶୃଙ୍ଖଳାକୁ ପୋଛି ନେଇ ଇତିହାସ ରଚିଛି  । ପ୍ରଥମ ଥର ଭାରତ ବାହାରେ ଭାରତୀୟ କ୍ରିକେଟ ଦଳ ୩ ମ୍ୟାଚ ବିଶିଷ୍ଟ...

  • କ୍ରୀଡ଼ାAug 13, 2017

    ୩୩୩ ରନ ପଛରେ ଶ୍ରୀଲଙ୍କା

    କାଣ୍ଡି : କାଣ୍ଡିର ପାଲ୍ଲେକେଲେ ନେସନାଲ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ  ଚାଳିଥିବା ଚଳିତ ଟେଷ୍ଟ ସିରିଜ୍‌ର ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି  । ବିଗତ ଦୁଇଟି ଟେଷ୍ଟ ଭଳି ଏହି ଟେଷ୍ଟ ମ୍ୟାଚରେ ମଧ୍ୟ...

  • କ୍ରୀଡ଼ାAug 13, 2017

    ୨୦୦ମି. ସ୍ୱର୍ଣ୍ଣ ବଜାୟ ରଖିଲେ ସ୍କିପର୍ସ

    ଲଣ୍ଡନ: ବର୍ଷ ତଳେ ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ଜିତିଥିବା ସ୍ୱର୍ଣ୍ଣପଦକ ବଜାୟ ରଖିଛନ୍ତି ଡାଫ୍‌ନେ ସ୍କିପର୍ସ । ଫ୍ଲାଇଙ୍ଗ୍‌ ଡଚ୍‌ୱମ୍ୟାନ୍‌ ଭାବେ ପରିଚିତ ନେଦରଲାଣ୍ଡ୍‌ସର ସ୍କିପର୍ସ ମହିଳା ୨୦୦ ମିଟରରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଚଳିତ ଚମ୍ପିଆନ୍‌ସିପ୍‌ରେ ଏହା ସ୍କିପର୍ସଙ୍କ ୨ୟ...

  • କ୍ରୀଡ଼ାAug 12, 2017

    ଧ୍ୱାୱନଙ୍କ ଶତକ, ଭାରତ ୩୨୯/୬

    ପାଲ୍ଲେକେଲେ : ବିଗତ ଦୁଇଟି ଟେଷ୍ଟ ଭଳି ଭାରତ ଶେଷ ଟେଷ୍ଟରେ କିଛି କମାଲ କରିପାରି ନାହିଁ।  ଶିଖର ଧାୱନଙ୍କ ୧୧୯ ଏବଂ କେ.ଏଲ ରାହୁଲଙ୍କ ୮୫ ରନ କରିବା ପରେ ମଧ୍ୟ ଭାରତ ନିଜର ସ୍ଥିତି ସୁଦୃଢ କରିବାରେ ବିଫଳ...

  • କ୍ରୀଡ଼ାAug 11, 2017

    କ୍ଲିନ୍ ସୁଇପ୍‌ ଲକ୍ଷ୍ୟରେ ଭାରତ

    ପାଲ୍ଲେକେଲେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ତୃତୀୟ ତଥା ଶେଷ ଟେଷ୍ଟ ଆସନ୍ତାକାଲି ଠାରୁ ପାଲ୍ଲେକେଲେ  ନେସନାଲ ଷ୍ଟାଡିୟମରେ ଆରମ୍ଭ ହେଉଛି  । ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇ ୨-୦ରେ ଆଗୁଆ...

  • କ୍ରୀଡ଼ାAug 11, 2017

    ଜାଭେଲିନ୍‌ ଥ୍ରୋ ଫାଇନାଲରେ ପହଞ୍ଚିଲେ ଦେବେନ୍ଦର

    ଲଣ୍ଡନ : ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତ ପାଇଁ ଏକ ଖୁସିର ଖବର । ଜାଭେଲିନ ଥ୍ରୋରେ ଭାରତର ଦେବେନ୍ଦର ସିଂହ କଙ୍ଗ ପ୍ରଥମ ଭାରତୀୟ ଭାବରେ ଫାଇନାଲରେ ପହଞ୍ଚିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଭାରତର ଷ୍ଟାର ଖେଳାଳୀ ନୀରଜ...

  • କ୍ରୀଡ଼ାAug 11, 2017

    ଫ୍ରାନ୍‌ସିସ୍‌ଙ୍କୁ ମହିଳା ୪୦୦ ମିଟର ସ୍ୱର୍ଣ୍ଣ

    ଲଣ୍ଡନ:ବୁଧବାର ଚଳିତ ବିଶ୍ୱ ଚମ୍ପିଆନ୍‌ସିପ୍‌ରେ ଅନ୍ତିମ ଇଭେଣ୍ଟ ମହିଳା ୪୦୦ ମିଟର ଦୌଡ଼ ଉପରେ ସମସ୍ତଙ୍କ ନଜର ରହିଥିଲା । କାରଣ ସମସ୍ତେ ଆଶା ରଖିଥିଲେ ଯେ ରିଓ ଅଲିମ୍ପିକ୍‌ସରେ ସ୍ୱର୍ଣ୍ଣ ଜିତିଥିବା ବାହାମାଜ୍‌ର ସନ୍‌ ମିଲର-ୱିବୋ ଏବଂ ୬ଟି ଅଲିମ୍ପିକ୍‌...

  • କ୍ରୀଡ଼ାAug 11, 2017

    ୪ର୍ଥ ପ୍ରୟାସରେ ସ୍ୱର୍ଣ୍ଣଜିତିଲେ ଲିଜିଆଓ

    ଲଣ୍ଡନ:ପୂର୍ବରୁ ୩ଟି ବିଶ୍ୱ ଚମ୍ପିଆନ୍‌ସିପ୍‌ ଏବଂ ଲଣ୍ଡନ ଅଲିମ୍ପିକ୍‌ସରେ ମହିଳା ସଟ୍‌ପୁଟର ଚୀନ୍‌ର ଗଙ୍ଗ୍‌ ଲିଜିଆଓ ପଦକ ଜିତିଥିଲେ । ପୁଣି ୨୦୧୪ ବିଶ୍ୱ ଇନ୍‌ଡୋର ଚମ୍ପିଆନ୍‌ସିପ୍‌ରେ ଗଙ୍ଗ୍‌ ବ୍ର୍ରୋଞ୍ଜ୍‌ ପଦକ ଜିତିଥିଲେ । ତେବେ ଏକ ଦଶନ୍ଧିରୁ ଅଧିକ ତାଙ୍କ...

  • କ୍ରୀଡ଼ାAug 10, 2017

    ବିଶ୍ୱ ଦୌଡକୁଦ ପ୍ରତିଯୋଗିତା: ୪୦୦ ମିଟରରେ ଅପରାଜେୟ ଭାନ୍‌ ନିକର୍କ

    ଲଣ୍ଡନ:ଦୌଡ଼କୁଦରେ ବିଶ୍ୱରେ ଜଣେ କିମ୍ବଦନ୍ତୀ ପାଲଟିବାକୁ ଯାଉଛନ୍ତି ଦକ୍ଷିଣ ଆଫ୍ରିକାର ଧାବକ ୱେଡ୍‌ ଭାନ୍‌ ନିକର୍କ । ମଙ୍ଗଳବାର ଅତି ସହଜରେ ଭାନ୍‌ ନିକର୍କ ୪୦୦ ମିଟର ଦୌଡ଼ରେ ବିଶ୍ୱ ଚମ୍ପିଆନ୍‌ସିପ୍‌ ଟାଇଟଲ ବଜାୟ ରଖିଛନ୍ତି । ୨୦୧୫ ବେଜିଂ ବିଶ୍ୱ...

  • କ୍ରୀଡ଼ାAug 09, 2017

    ଦକ୍ଷିଣ ଆଫ୍ରିକା ‘ଏ’କୁ ହରାଇ ଭାରତ ‘ଏ’ ଚମ୍ପିଆନ

    ପ୍ରିଟୋରିଆ: ଶ୍ରେୟାସ ଆୟରଙ୍କ ଅପରାଜିତ ଶତକ ଓ ବିଜୟ ଶଙ୍କରଙ୍କ ଅର୍ଦ୍ଧଶତକ ବଳରେ ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତ ‘ଏ’ ଚମ୍ପିଆନ୍‌ ହୋଇଛି । ମଙ୍ଗଳବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ‘ଏ’କୁ ୭...

  • କ୍ରୀଡ଼ାAug 08, 2017

    ୪ର୍ଥ ଟେଷ୍ଟ: ମୋଇନ୍‌ଙ୍କୁ ୫ ୱିକେଟ; ଦକ୍ଷିଣ ଆଫ୍ରିକା ୧୭୭ ରନ୍‌ରେ ପରାସ୍ତ

    ମାଞ୍ଚେଷ୍ଟର: ଅଫ୍‌ସ୍ପିନର ମୋଇନ୍‌ ଅଲୀଙ୍କ ୫ ୱିକେଟ ଦଖଲ ବଳରେ ସୋମବାର ସମାପ୍ତ ହୋଇଥିବା ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭୭ ରନ୍‌ର ବିପୁଳ ବ୍ୟବଧାନରେ ପରାସ୍ତ କରିଛି ଘରୋଇ ଇଂଲଣ୍ଡ । ଦକ୍ଷିଣ ଆଫ୍ରିକାକୁ ୨ୟ ଇନିଂସରେ...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |