• ମନୋରଞ୍ଜନAug 16, 2017

    ହସ୍ପିଟାଲରୁ ଫେରିବା ପରେ ଦିଲ୍ଲୀପ କୁମାରଙ୍କୁ ଭେଟିଲେ ଶାହାରୁଖ

    ନିକଟରେ ବଲିଉଡର ବର୍ଷିୟାନ ଅଭିନେତା ତଥା ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କୁ ଘରେ ଭେଟିଛନ୍ତି  ଅଭିନେତା ଶାହାରୁଖ ଖାନ । ଦିଲ୍ଲୀପ କୁମାରଙ୍କ ପୁଅ ବୋଲାଉଥିବା ଶାହାରୁଖ , ତାଙ୍କୁ ତାଙ୍କ...

  • ମନୋରଞ୍ଜନAug 15, 2017

    ଓଡ଼ିଆ ସିନେମା ‘ଜଷ୍ଟ ମୋହବତ’ର ମ୍ୟୁଜିକ ମୁକ୍ତିଲାଭ

  • ମନୋରଞ୍ଜନAug 15, 2017

    ଆୟକର ବିଭାଗ ନଜରରେ ଅମିତାଭ

    ନୂଆଦିଲ୍ଲୀ : ପାନାମା ପେପର୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଏବେ ଆୟକର ବିଭାଗର ସନ୍ଦେହଘେରକୁ ଆସିଛନ୍ତି । ଏହି ମାମଲାର ତଦନ୍ତକୁ ନେଇ ଆୟକର ବିଭାଗ ଏବେ ତତ୍ପର ହୋଇପଡିଛି । ବିଭାଗ ମାମଲା ସମ୍ପର୍କରେ ସବିଶେଷ ତଥ୍ୟ...

  • ମନୋରଞ୍ଜନAug 14, 2017

    ଟିଭି ଶୋ’ ବଦଳାଇ ଦେଲା ଫଳ ବିକ୍ରେତା ଝିଅର ଭାଗ୍ୟ

        ଟିଭି ସିରିୟଲ ’କୁଛ୍ ରଙ୍ଗ ପ୍ୟାର କେ ଐସେ ଭି’ରେ ଦେବ ଓ ସୋନାକ୍ଷୀଙ୍କ ଝିଅ ସୁହାନା ଭୂମିକାରେ ଅଭିନୟ କରୁଥିବା ଆଲିୟାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। କମ୍ ବୟସରେ ଟେଲି ଜଗତରେ ପାଦ ରଖିବାକୁ ଆଲିୟାଙ୍କୁ କିଛି କମ୍...

  • ମନୋରଞ୍ଜନAug 14, 2017

    ତୁମକୁ ପାରୁନି ତ ଭୁଲି ..

    ସମ୍ବଲପୁର: ରବିବାର ପୂର୍ବାହ୍ନରେ ସମ୍ବଲପୁର ସାଂସ୍କୃତିକ ସମାଜ ଭବନରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ ‘ତୁମକୁ ପାରୁନି ତ ଭୁଲି’ । ସାଂସ୍କୃତିକ ଅନୁଷ୍ଠାନ ‘ସମ୍ବର୍ଦ୍ଧନା’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ସୁନାମଧନ୍ୟ କଳାକାର ତଥା ଅଭିନେତା ସ୍ୱର୍ଗତଃ ଶରତ ପୂଜାରୀଙ୍କୁ ସଂଗୀତ...

  • ମନୋରଞ୍ଜନAug 13, 2017

    ସୁଟିଂ ସମୟରେ ବିଗ ବି ଅମିତାଭ ବଚ୍ଚନ ଆହତ

    ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ ‘ଥଗ୍ସ ଅଫ ହିନ୍ଦୁସ୍ଥାନ’ର ସୁଟିଂ ସମୟରେ ଅଭିନେତା ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ବଲିଉଡ୍‌ ଡଟ୍‌ କମ୍‌ର ରିପୋର୍ଟ ଅନୁଯାୟୀ ଅମିତାଭଙ୍କ ପଞ୍ଜରାହାଡ ଭାଙ୍ଗିଛି । ପଞ୍ଜରାହାଡ ଭାଙ୍ଗିବା ସତ୍ତ୍ୱେ ଅମିତାଭ ତାଙ୍କର ସୁଟିଂ ଜାରି...

  • ମନୋରଞ୍ଜନAug 12, 2017

    ସୁଟିଂ ସେଟରେ ଅମିତାଭ ଆହତ

    ନୂଆଦିଲ୍ଲୀ : ବଲିଉଡ ଚଳଚ୍ଚିତ୍ର ‘ଠଗ୍‌ସ  ଅଫ ହିନ୍ଦୋସ୍ଥାନ’ର ସୁଟିଂ ସମୟରେ ଅଭିନେତା ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ବଲିଉଡ୍‌ ଡଟ୍‌ କମ୍‌ର ରିପୋର୍ଟ ଅନୁଯାୟୀ ଅମିତାଭଙ୍କ ପଞ୍ଜରା ହାଡ ଭାଙ୍ଗିଛି । ପଞ୍ଜରାହାଡ ଭାଙ୍ଗିବା ସତ୍ତ୍ୱେ ଅମିତାଭ ତାଙ୍କର...

  • ମନୋରଞ୍ଜନAug 12, 2017

    ପ୍ରିୟଙ୍କା ଚୋପ୍ରା ଏବେ ଲଗାଉଛନ୍ତି ୭୦ ହଜାର ଟଙ୍କିଆ ଆଣ୍ଟି ଏଜିଂ କ୍ରିମ

    ବଲିଉଡରେ ବରେଲୀ ଝିଅ ଭାବେ ଜଣାଯାଉଥିବା ପ୍ରିୟଙ୍କା ଚୋପ୍ରା ଆଜିକାଲି ହଲିଉଡରେ ଖୁବ୍ ବ୍ୟସ୍ତ। ୩୫ ବର୍ଷୀୟା ପ୍ରିୟଙ୍କା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିବା ପରେ ତାଙ୍କ ଜୀବନଶୈଳୀ କିଛିଟା ପରିବର୍ତ୍ତିତ ହୋଇଥିଲା। ହେଲେ ବଲିଉଡରେ...

  • ମନୋରଞ୍ଜନAug 11, 2017

    ପ୍ରସୂନ ଜୋଷୀ ସେନସର ବୋର୍ଡର ନୂଆ ଅଧ୍ୟକ୍ଷ

    ନୂଆଦିଲ୍ଲୀ : ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (ସିବିଏଫସି) ବା ସେନସର ବୋର୍ଡର ଅଧ୍ୟକ୍ଷ ପଦରୁ ପହଲାଜ ନିହାଲାନିଙ୍କୁ ଶୁକ୍ରବାର ବହିଷ୍କାର କରାଯାଇଛି । ତାଙ୍କ ସ୍ଥାନରେ ପ୍ରତିଷ୍ଠିତ ଗୀତିକାର ତଥା କବି ପ୍ରସୂନ ଜୋଷୀଙ୍କୁ ନୂଆ ଅଧ୍ୟକ୍ଷ ଭାବେ...

  • ମନୋରଞ୍ଜନAug 11, 2017

    'ଫୁକରେ'ର ଦ୍ୱିତୀୟ ଭାଗ ଡିସେମ୍ବରରେ ରିଲିଜ ହେବ

    ଫରହାନ୍ ଅଖତର ପ୍ରଯୋଜିତ ‘ଫୁକରେ’ ଚଳଚ୍ଚିତ୍ର ୨୦୧୩ରେ ମୁକ୍ତିଲାଭ କରିଥିଲା। ସ୍ବଳ୍ପ ବଜେଟରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଚମତ୍କାର ବ୍ୟବସାୟ କରିଥିଲା। ପ୍ରତ୍ୟେକ ପିଢ଼ିର ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଥିବା ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ଡିସେମ୍ବରରେ ମୁକ୍ତିଲାଭ ହେବାର...

  • ମନୋରଞ୍ଜନAug 10, 2017

    ବଲିଉଡ ଚଳଚ୍ଚିତ୍ରରେ ନଜର ଆସିବେ ଯୋଗଗୁରୁ ବାବା ରାମଦେବ

    ଡ୍ୟାନ୍ସ ବେଷ୍ଟ ରିଅଲିଟି ସୋରେ ଅତିଥୀ ଭାବେ ବାବା ରାମଦେବ ଦେଖାଦେଲା ପରେ  ଏବେ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ ରାମଦେବ ।ମିଳିଥିବା ସୂଚନା ଅନୁଯାୟୀ ଦେଶଭକ୍ତି ଉପରେ ଆଧାରିତ ଚଳଚ୍ଚିତ୍ର ‘ୟେ ହେ ଇଣ୍ଡିଆ’ରେ ବାବା ରାମଦେବଙ୍କ ଅଭିନୟ...

  • ମନୋରଞ୍ଜନAug 09, 2017

    ପରବର୍ତ୍ତୀ ଚଳଚିତ୍ର 'ରେସ-୩' ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସଲମାନ

    ବଲିଉଡର ସୁଲତାନ୍ ଭାବେ ଜଣାଯାଉଥିବା ସଲମାନ୍ ଖାନ୍ ଚଳଚ୍ଚିତ୍ର ଟ୍ୟୁବଲାଇଟର ଅସଫଳତାକୁ ନେଇ ବିଶେଷ କିଛି କହିବାକୁ ଚାହୁଁନାହାନ୍ତି। ତାଙ୍କ ମତରେ ଜୀବନର ଗତିପଥରେ ଏଭଳି ସମୟ ଆସିଥାଏ। ଏବେ ଆଗାମୀ ଚଳଚ୍ଚିତ୍ର ରେସ୍-୩ ପାଇଁ ସଲମାନ୍ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ...

  • ମନୋରଞ୍ଜନAug 09, 2017

    ଶାହରୁଖଙ୍କ ସହ କାମ କରିବା ଅନୁଷ୍କାଙ୍କର ସବୁଠୁ ବଡ଼ ଆତ୍ମସନ୍ତୋଷ

    ନିକଟରେ କିଙ୍ଗ ଖାନ୍ ଶାହରୁଖ ଓ ଅନୁଷ୍କା ଶର୍ମା ଅଭିନୀତ ‘ଜବ୍ ହ୍ୟାରି ମେଟ୍ ସେଜଲ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରଟି ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଛି। ଏକ ସାକ୍ଷାତକାର ଦେଉଥିବା ଅବସରରେ ଅନୁଷ୍କା ଏହି ଚଳଚ୍ଚିତ୍ରରେ କାମ କରିବାର...

  • ମନୋରଞ୍ଜନAug 09, 2017

    ଉତ୍ତର ପ୍ରଦେଶରେ ୫୦%ରୁ ଅଧିକା ସୁଟିଂ ହୋଇଥିବା ଫିଲ୍ମରୁ ଜିଏସଟି ଆଦାୟ ବନ୍ଦ

    ଚଳଚ୍ଚିତ୍ର ଶିଳ୍ପର ଉନ୍ନତି ଲାଗି ଉତ୍ତର ପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ୫୦%ରୁ ଅଧିକ ସୁଟିଂ କରାଯାଇଥିବା ଚଳଚ୍ଚିତ୍ର ଉପରେ ଜିଏସଟି ଆଦାୟ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି...

  • ମନୋରଞ୍ଜନAug 08, 2017

    ହାଏ ମଦଭରି ଆଖି..ଗଲା ଇଶାରାରେ ଡାକି

    ଓଡିଆ ଚଳଚ୍ଚିତ୍ରରେ ଏକ ସ୍ୱତନ୍ତ୍ର ଧାରା ଏବଂ ପରମ୍ପରାର ଆରମ୍ଭ କରିଥିଲେ ଶରତ ପୂଜାରୀ । ଓଡିଆ ଫିଲ୍ମ ଜଗତ ରୋମାଣ୍ଟିକ ହିରୋ ଶରତ ପୂଜାରୀ ତାଙ୍କ ଅନନ୍ୟ ଅଭିନୟ କଳା ବଳରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |