• ନିଉଜ ଆଲର୍ଟJul 09, 2017

    ପଞ୍ଚାୟତର ଅଜବ ଫଇସଲା, ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତଙ୍କୁ ୫ଟି ଜୋତା ମାଡ

    ଉତ୍ତରପ୍ରଦେଶ: ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଜୋତାରେ ମାତ୍ର ପାଞ୍ଚୋଟି ପାହାର । ଉତ୍ତରପ୍ରଦେଶର ଧର୍ମପୁର କୁଡୟା ଗାଁରେ ଏଭଳି ଏକ ଅଜବ ଫଇସଲା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଜଣେ ବୟସ୍କ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ...

  • ନିଉଜ ଆଲର୍ଟJul 09, 2017

    ବିବାଦକୁ ଟାଣିବାକୁ ସୋନା କିଏ: ଜିତେନ୍ଦ୍ରୀୟ ହରିପାଲ

    ଭୁବନେଶ୍ୱର: ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗାଇ ଦର୍ଶକଙ୍କ ମନ ଜିଣିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍‌ । ତାଙ୍କ ସହ ମଞ୍ଚରେ ଉପସ୍ଥିତ ମୂଳ ଗୀତର କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ.ଜିତେନ୍ଦ୍ରୀୟ ହରିପାଲ, ଡ.କ୍ରିଷ୍ଣା...

  • ନିଉଜ ଆଲର୍ଟJul 08, 2017

    ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି

    ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ଭୁବନେଶ୍ୱର : ଏସୀୟ ଦୌଡକୁଦ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ  ରବିବାର ଅନୁଷ୍ଠିତ ହେବ ।  ଏଥିରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ସରଣ ଯୋଗ...

  • ନିଉଜ ଆଲର୍ଟJul 08, 2017

    ଜାତିସଂଘରେ ଅଣୁ ଅସ୍ତ୍ର ନିରସ୍ତ୍ରୀକରଣ ଚୁକ୍ତି ଗୃହୀତ

    ନ୍ୟୁୟର୍କ: ଜାତିସଂଘରେ ଶନିବାର ଅଣୁ ଅସ୍ତ୍ର ନିରସ୍ତ୍ରୀକରଣ ସଂକ୍ରାନ୍ତ ବିଶ୍ୱ ଚୁକ୍ତି ଗୃହୀତ ହୋଇଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଉପରେ କଟକଣା ଲାଗୁ କରିବା ଲକ୍ଷ୍ୟରେ ଜାତିସଂଘ ପକ୍ଷରୁ ପ୍ରଥମ ଥର ଏଭଳି ଏକ ଚୁକ୍ତି...

  • ନିଉଜ ଆଲର୍ଟJul 08, 2017

    ସିରିଡି ମନ୍ଦିରକୁ ଦୁଇ କିଲୋ ଓଜନର ସୁନା ପାଦୁକା ଦାନ

    ସିରିଡି: ସିରିଡି ସାଇ ମନ୍ଦିରକୁ ଉତ୍ତର ପ୍ରଦେଶର ଆଗ୍ରା ସହରରେ ବସବାସ କରୁଥିବା ଜଣେ ମହିଳା ଭକ୍ତ ୨ କିଲୋ ଓଜନର ସୁନାରେ ନିର୍ମିତ ପାଦୁକା ଦାନ ସ୍ୱରୂପ ଭେଟି ଦେଇଛନ୍ତି । ସନ୍ଧ୍ୟା ଗୁପ୍ତା ନାମ୍ନୀ ଏହି ଭକ୍ତଙ୍କ ଦ୍ୱାରା...

  • ନିଉଜ ଆଲର୍ଟJul 08, 2017

    ଜୁନୈଦ ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗିରଫ

    ନୂଆଦିଲ୍ଲୀ: ଫରିଦାବାଦ ବଲ୍ଲଭଗଡ ନିକଟରେ ଟ୍ରେନରେ ଜୁନୈଦକୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ରର ଧୁଲେ ଠାରୁ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ସେ ତାର ଦୋଷ ସ୍ୱୀକାର କରିଛି ବୋଲି...

  • ନିଉଜ ଆଲର୍ଟJul 08, 2017

    ଅମରନାଥ ଯାତ୍ରା ସ୍ଥଗିତ

    ଅମରନାଥ ଯାତ୍ରା ସ୍ଥଗିତ ଜାମ୍ମୁ: କାଶ୍ମୀର ଉପତ୍ୟକାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରାକୁ ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । କାଶ୍ମୀରର ତିନିଟି ସହରରେ ସାନ୍ଧ୍ୟ ଆଇନ ଜାରି କରାଯାଇଥିବାରୁ ଅମରନାଥ ଶ୍ରଦ୍ଧାଳୁଙ୍କ...

  • ନିଉଜ ଆଲର୍ଟJul 08, 2017

    ଜିଏସଟି ବିରୋଧରେ ସୁରଟରେ ପ୍ରଦର୍ଶନ

    ସୁରଟ: ସାରା ଦେଶରେ ଜୁଲାଇ ୧ ତାରିଖରୁ ବସ୍ତୁ ଓ ସେବା କର ଲାଗୁ ହୋଇଥିବା ବେଳେ ଗୁଜୁରାଟରେ ଏହାକୁ ନେଇ ବ୍ୟବସାୟୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସୁରଟର କପଡା ବ୍ୟବସାୟୀ ମାନେ ଜିଏସଟି ବିରୋଧରେ ବିଭିନ୍ନ ସ୍ଲୋଗାନ...

  • ନିଉଜ ଆଲର୍ଟJul 08, 2017

    ୩୩ କେଭି ତାର ଟାଣୁଥିବା ବେଳେ ନଦୀରେ ଭାସିଗଲେ ଦୁଇ ଶ୍ରମିକ

      ଭଞ୍ଜନଗର : ଗଂଜାମ ଜଲ୍ଳା ଭଞ୍ଜନଗର ଅନ୍ତର୍ଗତ କଣ୍ଡେଇପଲ୍ଲି ଗ୍ରୀଡ଼ ସବ୍‌ ସେଣ୍ଟରର ୩୩ କେଭି ଲାଇନ୍‌ ସଜାଡୁ ଥିବା ଲୋହରଖଣ୍ଡି ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଦୁଇଜଣ ଶ୍ରମିକ  ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି  । ଶନିବାର ଅପରାହ୍ନରେ ରଜକୁଣ୍ଡ...

  • ନିଉଜ ଆଲର୍ଟJul 08, 2017

    ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ଥେରେସାଙ୍କ ସହଯୋଗ ଲୋଡିଲେ ମୋଦୀ

      ହମବର୍ଗ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ  ସହିତ ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗରେ ଆଲୋଚନା  କରିଛନ୍ତି  ।  ଜି-୨୦ ସମ୍ମିଳନୀ ଅବସରରେ ଶ୍ରୀ ମୋଦୀ ତାଙ୍କର ବ୍ରିଟେନ ପ୍ରତିପକ୍ଷ ଥେରେସା...

  • ନିଉଜ ଆଲର୍ଟJul 08, 2017

    ଉଗ୍ରବାଦୀ କାର୍ଯ୍ୟକଳାପ ପାଇଁ ମିଳୁଥିବା ଅର୍ଥ ସହାୟତାକୁ ବନ୍ଦ୍ ପାଇଁ କଠୋର ନିଷ୍ପତ୍ତି

    ହମବର୍ଗ : ଉଗ୍ରବାଦ ଏବଂ ଏହାକୁ ମିଳୁଥିବା ଅର୍ଥକ ସହାୟତା ସମ୍ପର୍କରେ ତୁରନ୍ତ ସୂଚନା ଆଦାନ ପ୍ରଦାନପାଇଁ ଜି.-୨୦ ରାଷ୍ଟ୍ରର ନେତାମାନେ ସହମତ ହୋଇଛନ୍ତି । ଗତକାଲି ଜର୍ମାନୀର ହମବର୍ଗଠାରେ ଦ୍ୱାଦଶ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିବସର ଶେଷ ପରେ...

  • ନିଉଜ ଆଲର୍ଟJul 08, 2017

    କଣ୍ଡେଇରେ ପ୍ରେମ ଖୋଜୁଛନ୍ତି ଜାପାନି ପୁରୁଷ

    ନିଜର ଯୌନ ଜୀବନ ତଥା ସେକ୍ସ ଲାଇଫକୁ ସଜାଡିବା ତଥା ସୁସଂଗଠିତ କରିବା ପାଇଁ ଆଧୁନିକ ଯୁଗରେ ବହୁ ଲୋକ ସେକ୍ସ ଡଲକୁ ଏକ ମାଧ୍ୟମ ଭାବେ ଗ୍ରହଣ କରି ଥାଆନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଜାପାନର...

  • ନିଉଜ ଆଲର୍ଟJul 08, 2017

    ଆତ୍ମହତ୍ୟା କଲେ ପଞ୍ଚାୟତ ଅଧିକାରୀ

    ଝାରସୁଗୁଡା: ଶନିବାର ରେଳ ଧାରଣାରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ଝାରସୁଗୁଡା ବ୍ଳକ ଅନ୍ତର୍ଗତ ଜମେରା ପଞ୍ଚାୟତ ଅଧିକାରୀ ଦିଲ୍ଲୀପ ସେନାପତି । ସେ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତାଙ୍କ...

  • ନିଉଜ ଆଲର୍ଟJul 08, 2017

    ଧାମରା ଏଲଏନଜି ଭୂମି ପୂଜନକୁ ନେଇ ବିଜେପି-ବିଜେଡି ରାଜନୀତି

    ଧାମରା:ଶନିବାର ଧାମରାଠାରେ ଏଲଏନଜି ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମ କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲେ...

  • ନିଉଜ ଆଲର୍ଟJul 08, 2017

    ପୁଞ୍ଚ୍‌ ରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ

    କାଶ୍ମୀର : ଜମ୍ମୁ-କାଶ୍ମୀରର ପୁଂଚ୍ ଜିଲ୍ଲାରେ ଆଜି ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ ହେବାଦ୍ୱାରା ଗୋଟିଏ ପରିବାରର ସ୍ୱାମୀ ଓ ସ୍ତ୍ରୀଙ୍କ ମୃତୁ୍ୟ ହେବା ସହ ସେମାନଙ୍କର ତିନିଜଣ ପିଲା ଗୁରୁତର ଆହତ ହୋଇଛନ୍ତି  । ସେହିଭଳି ଅନ୍ୟ ଏକ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |