• ନିଉଜ ଆଲର୍ଟJul 10, 2017

    ମୋସୁଲ: ୩୯ ଜଣ ଭାରତୀୟଙ୍କୁ ଠାବ କରିବାକୁ କାର୍ଯ୍ୟ ଆରମ୍ଭ

    ମୋସୁଲ: ମୋସୁଲ ସହର ଆଇଏସ୍ଆଇଏସ୍ କବଳରୁ ମୁକ୍ତ ହେବା ପରେ ଇରାକ୍ରେ ନିଖୋଜ ହୋଇଥିବା ୩୯ ଜଣ ଭାରତୀୟଙ୍କୁ ଠାବ କରିବାକୁ ଭାରତ ବିଭିନ୍ନ ମାଧ୍ୟମ ଦେଇ କାର୍ଯ୍ୟ ଆରମ୍ଭ କରିଦେଇଛି  । ସେହି ଲୋକମାନେ ମୋସୁଲରେ ଥିଲେ ବୋଲି ପୂର୍ବରୁ...

  • ନିଉଜ ଆଲର୍ଟJul 10, 2017

    ମାଲେସିଆ ଯାତ୍ରୀଙ୍କ ଠାରୁ ମିଳିଲା ସୁନା ବିସ୍କୁଟ୍‌

    ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମାଲେସିଆରୁ ଆସିଥିବା ଦୁଇଜଣ ଯାତ୍ରୀଙ୍କ ନିକଟରୁ ସୁନା ବିସ୍କୁଟ୍‌ ମିଳିଛି । ଏହି ଦୁଇଜଣ ଯାତ୍ରୀଙ୍କ ନିକଟରୁ ରେଭିନ୍ୟୁ  ଇଣ୍ଟେଲିଜେନ୍ସ ବିଭାଗ ପ୍ରାୟ ୧.୬୦୦ କେଜି ଓଜର ୧୦ଟି ସୁନା ବିସ୍କୁଟ୍‌ ଜବତ...

  • ନିଉଜ ଆଲର୍ଟJul 10, 2017

    କ୍ରିକେଟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ସାକ୍ଷାତକାର ଶେଷ

    ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ ପ୍ରଶିକ୍ଷକ କିଏ ହେବେ ସେନେଇ ଚୁଡାନ୍ତ ନିଷ୍ପତି ହୋଇପାରି ନାହିଁ  । ସୋମବାର ବିସିସିଆଇର ୩ ଜଣିଆ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଆଶାୟୀ ପ୍ରଶିକ୍ଷକଙ୍କର ସାକ୍ଷାତକାର ପ୍ରକ୍ରିୟା ସମାପ୍ତ କରିଥିଲେ ହେଁ ଚୂଡ଼ାନ୍ତ...

  • ନିଉଜ ଆଲର୍ଟJul 10, 2017

    ବିନାନୁମତିରେ ନାମ ଲେଖାଇଲେ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ୱର : ଜୁନିୟର କଲେଜରେ ଏଣିକି ବିନାନୁମତିରେ ନାମ ଲେଖାଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇଥିଲେ କଲେଜର ସ୍ୱୀକୃତି ପ୍ରତ୍ୟାହାର କରିନିଆଯିବ ।  ଏଥିସହିତ ଜାଲିଆତି ତଥା ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ...

  • ନିଉଜ ଆଲର୍ଟJul 10, 2017

    ୪ ଯବାନଙ୍କୁ ହତ୍ୟା ନେଇ ପାକିସ୍ତାନ ଦାବିକୁ ଖଣ୍ଡନ କଲା ଭାରତ

    ଇସଲାମାବାଦ/ନୂଆଦିଲ୍ଲୀ : ୪ ଜଣ ଭାରତୀୟ ଯବାନଙ୍କୁ ହତ୍ୟା କରିଥିବା ଭଳି ପାକିସ୍ତାନ ସେନାର ଦାବିକୁ ଭାରତୀୟ ସେନା ଖଣ୍ଡନ କରିଛି  । ସୀମା ପାର ଗୁଳିବିନିମୟରେ ୪ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ସେନା ଦର୍ଶାଇଥିଲା  । ତେବେ...

  • ନିଉଜ ଆଲର୍ଟJul 10, 2017

    ମିସା ଭାରତୀଙ୍କୁ ଇଡି ପକ୍ଷରୁ ସମନ

      ନୂଆଦିଲ୍ଳୀ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ସାଂସଦ ମିସା ଭାରତୀଙ୍କୁ ପ୍ରବର୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି  । ୮୦୦୦କୋଟି ଟଙ୍କାର ବେଆଇନ ଅର୍ଥ କାରବାର ନେଇ ଏହି ସମନ ଜାରି କରାଯାଇଛି  ।...

  • ନିଉଜ ଆଲର୍ଟJul 10, 2017

    ପଶ୍ଚିମବଙ୍ଗରେ ହିଂସା ପାଇଁ କେନ୍ଦ୍ରକୁ ଦାୟୀ କଲେ ମମତା

    କୋଲକାତା : ପଶ୍ଚିମବଙ୍ଗରେ ହିଂସା ପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହିଂସାକାଣ୍ଡ ଭିଆଇବା ପାଇଁ କେନ୍ଦ୍ର ସରକାର ବିଦେଶ ନାଗରିକଙ୍କୁ ପଶ୍ଚିମବଙ୍ଗରେ ଅନୁପ୍ରବେଶ କରିବାକୁ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି  । ମମତା...

  • ନିଉଜ ଆଲର୍ଟJul 10, 2017

    ତେଜସ୍ୱୀ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି: ଆରଜେଡି

    ପାଟନା : ଜେତସ୍ୱୀଙ୍କ ଇସ୍ତଫା ପ୍ରଦାନ ଦାବିକୁ ଆରଜେଡି ନେତୃବୃନ୍ଦ ଅଗ୍ରାହ୍ୟ କରିଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ମନ୍ତ୍ରୀ ଉମା ଭାରତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲେ ସୁଦ୍ଧା ସେ କ’ଣ ଇସ୍ତଫା ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି...

  • ନିଉଜ ଆଲର୍ଟJul 10, 2017

    କୁଳଭୂଷଣଙ୍କ ମା’ଙ୍କୁ ଭିସା ଦେବା ଅନୁରୋଧକୁ ଉପେକ୍ଷା

    ନୂଆଦିଲ୍ଲୀ : କୁଳଭୂଷଣ ଯାଦବଙ୍କ ମା’ଙ୍କୁ ଭିସା ପ୍ରଦାନ କରିବା ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅନୁରୋଧକୁ ତାଙ୍କ ପାକ୍‌ ପ୍ରତିପକ୍ଷ ସରତାଜ୍‌ ଅଜିଜ ଉପେକ୍ଷା କରିଛନ୍ତି । ଅଜିଜଙ୍କ ଏପରି ଆଚରଣ ପାଇଁ ସୁଷମା ତାଙ୍କ ଉପରେ କ୍ଷୁବ୍ଧ...

  • ନିଉଜ ଆଲର୍ଟJul 10, 2017

    ବିଦେଶୀ ଅନୁଦାନ ହରାଇବେ ୬୦୦୦ ଏନଜିଓ !

    ନୂଆଦିଲ୍ଲୀ : ଦେଶର ପ୍ରାୟ ୬୦୦୦ ଏନଜିଓ (ସ୍ୱେଚ୍ଛାସେବୀ ସଂଗଠନ) ବିଦେଶୀ ଅନୁଦାନ ହରାଇବାର ଆଶଙ୍କା ଉପୁଜିଛି । ବିଗତ ପାଞ୍ଚବର୍ଷର ଆୟବ୍ୟୟ ହିସାବ ଦାଖଲ କରିନଥିବାରୁ ଜୁଲାଇ ୮ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱେଚ୍ଛାସେବୀ ସଂଗଠନଗୁଡିକୁ କାରଣ...

  • ନିଉଜ ଆଲର୍ଟJul 10, 2017

    ଭାରତ-ପାକ୍‌ ବସ୍‌ ସେବା ଏକ ସପ୍ତାହ ବାତିଲ

    ନୂଆଦିଲ୍ଲୀ : ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ ନିୟମିତଭାବେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଥିବା ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ପାକିସ୍ତାନକୁ ଯାଉଥିବା ବସ ସେବାକୁ ଏକ ସପ୍ତାହ ପାଇଁ ବାତିଲ କରାଯାଇଛି । ଦ୍ୱିପାକ୍ଷିକ ବୁଝାମଣା ଅନୁଯାୟୀ ଭାରତ ପକ୍ଷରୁ ପୁଞ୍ଚ୍‌ରୁ ପାକିସ୍ତାନର...

  • ନିଉଜ ଆଲର୍ଟJul 10, 2017

    ଅନୁପ୍ରବେଶ ଉଦ୍ୟମ ପଣ୍ଡ : ୩ ଆତଙ୍କବାଦୀ ନିହତ

    ଶ୍ରୀନଗର : ଜାମ୍ମୁ କାଶ୍ମୀର ନୌଗାମ ସେକ୍ଟରରେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଛନ୍ତି  । ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି  । ଗତକାଲି ବିଳମ୍ବିତ...

  • ନିଉଜ ଆଲର୍ଟJul 10, 2017

    ରେଭେନ୍‌ସାରେ ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଅଭିଯୋଗ : ଦେଖନ୍ତୁ ଭିଡିଓ

    ରେଭେନସାରେ ଛାତ୍ରଙ୍କୁ ମାଡ ଅଭିଯୋଗ ସୋସିଆଲ ମଡିଆରେ ଭିଡିଓ ଭାଇରାଲ  

  • ନିଉଜ ଆଲର୍ଟJul 10, 2017

    ଶ୍ରାବଣ ସୋମବାର.....ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ପୁରୀର ଶ୍ରୀଲୋକନାଥ

      କଟକ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର  । ରାଜ୍ୟର ସମସ୍ତ ଶୈବପୀଠ ଏଥିପାଇଁ ଶ୍ରଦ୍ଧାଳୁଙ୍କ  ଭିଡ  । ଦେବ ଦେବ ମହାଦେବଙ୍କ ପାଖରେ ଜଳଲାଗି କରିବା ପାଇଁ କାଉଡିଆମାନଙ୍କ ଭିଡ଼ ଲାଗି ରହିଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ...

  • ନିଉଜ ଆଲର୍ଟJul 10, 2017

    ଜିପରେ ବନ୍ଧା ହୋଇଥିବା ମହମ୍ମଦ ଦାରକୁ ୧୦ ଲକ୍ଷ କ୍ଷତିପୂରଣ

    ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପଥର ଫିଙ୍ଗାଳିଙ୍କ ମୁକାବିଲା ପାଇଁ ସେନାବାହିନୀ ଜିପ୍‌ ଆଗରେ ଜଣେ ଯୁବକଙ୍କୁ ବାନ୍ଧି ଦେଇଥିଲେ । ଏହି ଚିତ୍ର ଭାଇରାଲ ଏବଂ ଖବର ପ୍ରସାର ହେବା ପରେ ଏହାକୁ ନେଇ ଅନେକ ଆଲୋଚନା ଓ ତର୍କବିତର୍କ ହୋଇଥିଲା...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |