• ନିଉଜ ଆଲର୍ଟJul 11, 2017

    ୫୧ ଯାତ୍ରୀଙ୍କ ପ୍ରାଣ ରକ୍ଷାକାରୀ ଡ୍ରାଇଭର ସଲିମଙ୍କୁ ଉଚ୍ଚପ୍ରଶଂସା

    ନୂଆଦିଲ୍ଲୀ : ଅନନ୍ତନାଗ ଜିଲାରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ପ୍ରାୟ ୫୧ ଯାତ୍ରୀଙ୍କ ପ୍ରାଣ ରକ୍ଷା କରିବାରେ ସଫଳ ହୋଇଥିବା ବସ୍‌ ଡ୍ରାଇଭର ସଲିମ ମିର୍ଜାଙ୍କ ସାହସକୁ ଦେଶବ୍ୟାପୀ ଉଚ୍ଚପ୍ରଶଂସା କରାଯାଇଛି । ଆକ୍ରମଣରେ ୭ ଜଣ...

  • ନିଉଜ ଆଲର୍ଟJul 11, 2017

    ଗୋଖାଦ୍ୟ ଦୁର୍ନୀତି: ଲାଲୁଙ୍କ ବୟାନ ରେକର୍ଡ

    ରାଞ୍ଚô : ଗୋଖାଦ୍ୟ ଦୁର୍ନୀତି ଅଭିଯୁକ୍ତ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବୟାନ ରେକର୍ଡ କରାଯାଇଛି । ମଙ୍ଗଳବାର ରାଞ୍ଚôସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଲାଲୁଙ୍କ ବୟାନ ରେକର୍ଡ କରାଯାଇଛି । ଲାଲୁଙ୍କ ଓକିଲଙ୍କ...

  • ନିଉଜ ଆଲର୍ଟJul 11, 2017

    ଦିଲ୍ଲୀ ସମେତ ୪ଟି ରାଜ୍ୟରେ ହାଇ ଆଲର୍ଟ

    ନୂଆଦିଲ୍ଲୀ : ଅମରନାଥ ଯାତ୍ରୀଙ୍କ ଉପରେ ସୋମବାର ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ଏହି ସବୁ ରାଜ୍ୟ ସୀମାରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି...

  • ନିଉଜ ଆଲର୍ଟJul 11, 2017

    ଭୂ-ସ୍ଖଳନରେ ୧୪ ମୃତ

    ଇଟାନଗର : ପ୍ରବଳ ବର୍ଷା ଯୋଗୁଁ ଅରୁଣାଚଳ ପ୍ରଦେଶର ପାପୁମପାରେ ଜିଲାରେ ଭୂ-ସ୍ଖଳନ ଘଟି ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି  । ଅତିରିକ୍ତ ଡେପୁଟି କମିଶନର ଜାଲାସ ପିର୍ଟିନଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଦିନ...

  • ନିଉଜ ଆଲର୍ଟJul 11, 2017

    ଆତଙ୍କବାଦକୁ ନିନ୍ଦା କରୁଥିବା କାଶ୍ମୀରବାସୀଙ୍କୁ ରାଜନାଥଙ୍କ ସାଲ୍ୟୁଟ

    ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଅନନ୍ତନାଗରେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିବା କାଶ୍ମୀରବାସୀଙ୍କୁ ସାଲ୍ୟୁଟ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ  । ଏହାସହ ଆତଙ୍କବାଦୀ ଅକ୍ରମଣକୁ ନିନ୍ଦା କରି ସେମାନେ କାଶ୍ମୀରୀପଣିଆକୁ ଜୀବିତ ରଖିଛନ୍ତି ବୋଲି...

  • ନିଉଜ ଆଲର୍ଟJul 11, 2017

    ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଆସ୍ଥା ଭୋଟ ପାଇଁ ନିର୍ଦେଶ

    ଗୌହାଟି : ନାଗାଲାଣ୍ଡରେ ରାଜନୈତିକ ସଂକଟ ଦେଖାଦେଇଛି  । ଜୁଲାଇ ୧୫ ମଧ୍ୟରେ ଅସ୍ଥା ଭୋଟରେ ସଂଖ୍ୟଗରିଷ୍ଠତା ପ୍ରଦର୍ଶନ କରିବା ପାଇଁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ସୁରୋଜୁଲ ଲେଇଜାସୁଙ୍କୁ ରାଜ୍ୟପାଳ ନିର୍ଦେଶ ଦେଇଛନ୍ତି  । ସୁରୋଜୁଲ ଲେଇଜାସୁ ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିବାର...

  • ନିଉଜ ଆଲର୍ଟJul 11, 2017

    ଜେଡିୟୁ ବିଧାୟକ ଦଳର ବୈଠକ ଶେଷ

    ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର ହେବା ପରେ ବିଜେପି ସମେତ ବିଭିନ୍ନ ବିରୋଧୀ ଦଳ ତେଜସ୍ୱୀଙ୍କ ଇସ୍ତଫା ଦାବି କରିଆସୁଛନ୍ତି  । ସେପଟେ ତେଜସ୍ୱୀ...

  • ନିଉଜ ଆଲର୍ଟJul 11, 2017

    ମୃତ ଓ ଆହତ ଅମରନାଥ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ

    ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ମୃତ ଏବଂ ଆହତ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଆଜି ଗୁଜରାଟର ସୁରାଟରେ ପହଞ୍ଚିଛି  । ଏହି ସ୍ୱତନ୍ତ୍ର ବିମାନ  ସୁରାଟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ...

  • ନିଉଜ ଆଲର୍ଟJul 11, 2017

    ଫେଲ ମାରିଲା ଡକାୟତି ଯୋଜନା, ୯ ଗିରଫ

    ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ୯ ଜଣଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ବିଶୋଇପୁଟ ଅଞ୍ଚଳରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିରୁ କାଜୁ ଓ ନଗତ ଟଙ୍କା ଚୋରି କରିବା ଯୋଜନ...

  • ନିଉଜ ଆଲର୍ଟJul 11, 2017

    କୁଆଡେ ଗଲା ୫୬ ଇଞ୍ଚ ଛାତି : ସଞ୍ଜୟ ରାଉତ

    ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି ଶିବସେନା । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଏବେ କୁଆଡେ ଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫୬ ଇଞ୍ଚର ଛାତି...

  • ନିଉଜ ଆଲର୍ଟJul 11, 2017

    ଜାଣନ୍ତୁ ତ୍ୱଚାର ଚମକ ପାଇଁ ବେକିଙ୍ଗ୍‌ ସୋଡାର ବ୍ୟବହାର

    ବେକିଙ୍ଗ୍‌ ସୋଡା ବା ଖାଇବା ସୋଡା କେବଳ କେକ୍‌ ବା ଢେକାଲ ପ୍ରସ୍ତୁତ ପାଇଁ ବ୍ୟବହାର କରୁ ତାହା ନୁହେଁ । ଏହାକୁ ବ୍ୟବହାର କରି ଆପଣ ନିଜ ତ୍ୱଚାର ଯତ୍ନ ନେଇ ପାରିବେ । ବେକିଙ୍ଗ୍‌ ସୋଡା ତ୍ୱଚାରେ ଚମକ...

  • ନିଉଜ ଆଲର୍ଟJul 11, 2017

    ସ୍ୱାମିଜୀଙ୍କର ଗିନିଜ୍ ରେକର୍ଡସ ବୁକ ବିଶ୍ୱ ରେକର୍ଡ

    ମହୀଶୂର ନିବାସୀ ୭୫ ବର୍ଷୀୟ ଡକ୍ଟର ଗଣପତି ସଚ୍ଚିଦାନନ୍ଦ ସ୍ବାମିଜୀଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡସରେ ସ୍ଥାନ ପାଇଛି। ବିଶ୍ବସ୍ତରରେ ସେ ଏକମାତ୍ର ବ୍ୟକ୍ତି ଯିଏ ଏତେ ସଂଖ୍ୟାରେ ଚଢ଼େଇ ପାଳିଛନ୍ତି। ସେଥିପାଇ ବିଶ୍ବ ରେକର୍ଡ କରିବାରେ ସକ୍ଷମ...

  • ନିଉଜ ଆଲର୍ଟJul 11, 2017

    ସିନେମାର ଚରିତ୍ର ଅନୁସାରେ ନୂଆ ପ୍ରଜାତି ବୁଢ଼ିଆଣୀର ନାମ କରଣ

    ଅନେକ ପୁରାତନ କାହାଣୀର ଚରିତ୍ର ଅନୁସାରେ ଚଳଚ୍ଚିତ୍ରର ପୃଷ୍ଠଭୂମି ଗଢ଼ିଉଠୁଥିବାବେଳେ ବର୍ତ୍ତମାନ କିନ୍ତୁ ସେହି କ୍ଷେତ୍ରରେ ଏକ ବ୍ୟତିକ୍ରମ ଦେଖାଦେଇଛି। ଲୋକପ୍ରିୟ ହଲିଉଡ ଚଳଚ୍ଚିତ୍ର ‘ହ୍ୟାରିପୋଟର’ ସିରିଜରେ ଦେଖାଦେଇଥିବା କଥାକୁହା ବୁଢ଼ିଆଣୀ ‘ଆରାଗୋଗ୍’ର ନାମ ଅନୁସାରେ ଏକ ନୂତନ ପ୍ରଜାତିର ବୁଢ଼ିଆଣୀର...

  • ନିଉଜ ଆଲର୍ଟJul 11, 2017

    ଟି-ଟ୍ୱେଣ୍ଟି ମ୍ୟାଚର ୭୧ ବଲ୍‌ରେ ୨୧୪ ରନ୍‌

     ନୂଆଦିଲ୍ଲୀ: ଏକଦିବସୀୟ ମ୍ୟାଚରେ ଦ୍ୱିଶତକ ହାସଲ ରେକର୍ଡ ଅନେକ ଥର ହୋଇଥିଲେ ମଧ୍ୟ ଟି-ଟ୍ୱେଣ୍ଟି ମ୍ୟାଚରେ ଦ୍ୱିଶତକ ହାସଲ ନିଶ୍ଚିତ ଭାବରେ ଏକ ବଡ ଉପଲବ୍ଧି । ଏହା ସମ୍ଭବ କରିଛନ୍ତି ଆଫାଗାନିସ୍ଥାନ କ୍ରିକେଟର ସଫିକୁଲ୍ଲା ସଫାକ ମାତ୍ର ୭୧ ବଲରେ...

  • ନିଉଜ ଆଲର୍ଟJul 11, 2017

    ପ୍ରେମିକର ଜଘନ୍ୟ କାଣ୍ଡ, ପ୍ରେମିକାକୁ ମରଣାନ୍ତକ ଆକ୍ରମଣ କଲା ପ୍ରେମିକ

    ରାଇରଙ୍ଗପୁର: ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଅନ୍ତର୍ଗତ ଜମଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଫୋନ କଲ୍‌ ରିସିଭ ନ କରିବାରୁ ପ୍ରେମିକାକୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲା ପ୍ରେମିକ । ଏହି ଘଟଣାରେ ଉଭୟ ଆହତ ହୋଇଥିବା...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |