• ନିଉଜ ଆଲର୍ଟAug 14, 2017

    ଓଡ଼ିଶାର ବିକାଶ ପାଇଁ ଚିନ୍ତା କରିବାର ସମୟ ଆସିଛି

     ସ୍ୱାଧୀନତା ଦିବସ ଅବସରରେ ଆପଣଙ୍କ ସହ ଦୁଇ ପଦ କଥା ହେବାର ସୁଯୋଗ ମିଳିଛି । ଏକ ନୂତନ ଶକ୍ତି, ନୂଆ ସଂକଳ୍ପ ସହ ଆମର କ୍ରାନ୍ତିକାରୀ, ବୀର ଏବଂ ସ୍ୱତନ୍ତ୍ରତା ସେନାନୀଙ୍କ ବଳିଦାନକୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି...

  • ନିଉଜ ଆଲର୍ଟAug 14, 2017

    ବିହାର ଓ ଆସାମର ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

    ନୂଆଦିଲ୍ଲୀ :ଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବିହାରର କେତେକ ଭାଗରେ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ସହ କଥାବାର୍ତ୍ତା କରିଛନ୍ତି  । ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ କହିଛନ୍ତି ଯେ ବନ୍ୟା ପରିସ୍ଥିତି ସମ୍ଭାଳିବା ପାଇଁ ବିହାରକୁ ସମସ୍ତ ପ୍ରକାର ସହାୟତା...

  • ନିଉଜ ଆଲର୍ଟAug 14, 2017

    ‘ନିଉ ଇଣ୍ଡିଆ’ ଆମର ‘ରାଷ୍ଟ୍ରୀୟ ସଂକଳ୍ପ’

    ରାଷ୍ଟ୍ର ନିର୍ମାଣ କାର୍ୟ୍ୟରେ ଲାଗିଥିବା ମୋର ପ୍ରିୟ ଦେଶବାସୀ, ସ୍ୱାଧୀନତାର ୭୦ ବର୍ଷ ପୂରଣ ହେବା ଅବସରରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା  । ଆସନ୍ତାକାଲି ୭୧ତମ ସ୍ୱାଧୀନତା ଦିବସ ପାଳିତ ହେବାକୁ ଯାଉଛି  । ଏହି ମହାନ ଦିବସର ପୂର୍ବ ସନ୍ଧ୍ୟାରେ ମୁଁ...

  • ନିଉଜ ଆଲର୍ଟAug 14, 2017

    ୩ ଜଣଙ୍କୁ କୀର୍ତ୍ତୀ ଚକ୍ର, ୧୩ଜଣଙ୍କୁ ସୌର୍ଯ୍ୟ ଚକ୍ର

    ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ ଦେଶ ଲାଗି ଉଲ୍ଲେଖନୀୟ ଅବଦାନ କରିଥିବା ସେନା କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗର ସାହସିକତା ପୁରସ୍କାର ମଧ୍ୟରୁ ୩ଜଣଙ୍କୁ କୀର୍ତ୍ତୀ ଚକ୍ର , ୧୩ଜଣଙ୍କୁ ସୌର୍ଯ୍ୟ...

  • ନିଉଜ ଆଲର୍ଟAug 14, 2017

    କାଶ୍ମୀରରେ ଖୋଲିବ ପତଞ୍ଜଳି କାରଖାନା

    ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ପତଞ୍ଜଳିର ବିଭିନ୍ନ ଉତ୍ପାଦନର କାରଖାନା ଖୋଲିବା ଲାଗି ଯୋଜନା ଚାଲିଥିବା ଯୋଗଗୁରୁ ରାମ ଦେବ କହିଛନ୍ତି । କାରଖାନା ଖୋଲିବା ଲାଗି ପତଞ୍ଜଳି ୧୫୦ ଏକର ଜମି ଅଧିଗ୍ରହଣ ପ୍ରକି୍ରୟା ଆରମ୍ଭ କରିଛି । ଜମି ଅଧିଗ୍ରହଣ...

  • ନିଉଜ ଆଲର୍ଟAug 14, 2017

    ବୁର୍କିନା ଫାସୋ ରେସ୍ତୋରାଁ ଗୁଳିକାଣ୍ଡରେ ୧୭ ମୃତ

    ୱାଗାଡୌଗୌ : ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋର ରାଜଧାନୀ ୱାଗାଡୌଗୌସ୍ଥିତ ଏକ ରେସ୍ତୋରାଁରେ ରବିବାର ରାତିରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୭ ଜଣ ପ୍ରାଣ ହରାଇଥିବାବେଳେ ଆଠଜଣ ଆହତ ହୋଇଛନ୍ତି । କେତେକ ସଶସ୍ତ୍ର ଆତଙ୍କବାଦୀ ରବିବାର ରାତିରେ ଅଜିଜ ଇସ୍ତାନବୁଲ...

  • ନିଉଜ ଆଲର୍ଟAug 14, 2017

    ପ୍ରସିଦ୍ଧ ବିଗ୍‌ ବେନ୍‌ ଘଣ୍ଟାକୁ ବିଶ୍ରାମ

    ଲଣ୍ଡନ : ଶତାଧିକ ବର୍ଷ ଧରି ବ୍ରିଟିଶ ପାର୍ଲାମେଣ୍ଟ ପରିସରରେ ବାଜୁଥିବା ପ୍ରସିଦ୍ଧ ବିଗ୍‌ ବେନ୍‌ ଘଣ୍ଟା ବିଶ୍ରାମ ନେବ! ତେବେ ସବୁଦିନ ନୁହେଁ; ମାତ୍ର ୪ବର୍ଷ ପାଇଁ । ଲଣ୍ଡନର ବିଗ୍‌ ବେନ୍‌ କ୍ଳକ୍‌ ଟାୱାରରେ ଥିବା ଏହି ୧୩.୭ଟନ୍‌...

  • ନିଉଜ ଆଲର୍ଟAug 14, 2017

    ଭାରତ-ଚୀନ ଯୁଦ୍ଧରୁ ଦୂରେଇ ରହିବା ଦରକାର : ଦଲାଇଲାମା

    ମୁମ୍ବାଇ : ସାମରିକ ଦୃଷ୍ଟିରୁ ଭାରତ ଓ ଚୀନ ଉଭୟ ବେଶ ଶକ୍ତିଶାଳୀ । ସୀମା ବିବାଦକୁ ନେଇ ଯୁଦ୍ଧ ହେଲେ କେହି କାହାକୁ ପରାସ୍ତ କରିପାରିବେ ନାହିଁ । ଏହା ଦ୍ୱାରା ସମଗ୍ର ବିଶ୍ୱ ବିଶେଷ ପ୍ରଭାବିତ ହେବେ ।...

  • ନିଉଜ ଆଲର୍ଟAug 14, 2017

    ବନ୍ଦ ହେବ ୨୦ ଇଞ୍ଜିନିୟରିଂ କଲେଜ !

    ରାଜ୍ୟର ୨୦ଟି ଇଞ୍ଜିନିୟରିଂ କଲେଜ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପକ୍ଷରୁ ନିର୍ଦେଶନାମା ଜାରି ହେବା ପରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ନିର୍ଦେଶନାମା ମୁତାବକ ଗତ ପାଞ୍ଚ ବର୍ଷ ଭିତରେ...

  • ନିଉଜ ଆଲର୍ଟAug 14, 2017

    ମହମ୍ମଦ ବିନ କାସିମ ନୂଆ ହିଜବୁଲ କମାଣ୍ଡର

    ଶ୍ରୀନଗର : ହିଜବୁଲ ମୁଜାଉଦ୍ଦିନ ଆତଙ୍କବାଦୀ ସଂଗଠନ ପକ୍ଷରୁ ମହମ୍ମଦ ବିନ୍‌ କାସିମକୁ ଜାମ୍ମୁ କାଶ୍ମୀର ପାଇଁ ନୂଆ କମାଣ୍ଡର ନିଯୁକ୍ତ କରାଯାଇଛି । ପାକ୍‌ ଅଧିକୃତ କାଶ୍ମୀର ରାଜଧାନୀ ମୁଜାଫରାବାଦରେ ଅନୁଷ୍ଠିତ ବୈଠକରେ ହିଜବୁଲ ମୁଖଫ୍ୟ ସୟଦ ସଲାଉଦ୍ଦିନ ଏ...

  • ନିଉଜ ଆଲର୍ଟAug 14, 2017

    ବିହାର ବନ୍ୟାରେ ୧୦ ମୃତ, ୨୦ ଲକ୍ଷ ପ୍ରଭାବିତ

    ପାଟନା : ଲଗାଣ ବର୍ଷା ଯୋଗୁଁ ବିହାରରେ ବନ୍ୟା ପରିସ୍ଥିତି ଉକ୍ରଟ ରୂପ ଧାରଣ କରିଛି । ଏଥିରେ ୧୦ ଜଣ ପ୍ରାଣ ହରାଇବା ସହ ପ୍ରାୟ କୋଡିଏ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ସ୍ଥିତି...

  • ନିଉଜ ଆଲର୍ଟAug 14, 2017

    ଓଡିଶାର ଜାଲିୱାନାବାଲା ବାଗ 'ଆମକୋ ସିମକୋ': ୭୮ ବର୍ଷ ପରେ ତିଆରି ହେଉଛି ସହିଦ ସ୍ମାରକ

    କଟକ: ସୁନ୍ଦରଗଡ ଜିଲ୍ଲାରେ ଥିବା 'ଆମକୋ ସିମକୋ'କୁ ଓଡିଶାର ଜାଲିୱାନାବାଲା ବାଗ କୁହାଯାଏ ।  ଇତିହାସରେ ଜାଲିୱାନାବାଗ ଠାରୁ ଏହାର ମହତ୍ତ୍ୱ କୌଣସି ଗୁଣରେ କମ ନୁହେଁ ।  ପାଇକ ବିଦ୍ରୋହକୁ ମୋଦି ସରକାର ରାଷ୍ଟ୍ରବ୍ୟାପୀ ପ୍ରଚାର ପ୍ରସାର କରିବା ପାଇଁ...

  • ନିଉଜ ଆଲର୍ଟAug 14, 2017

    ଜାମ୍ମୁ କାଶ୍ମୀରରେ ଧାରା ୩୫(କ) ହଟାଇବାକୁ ଆବେଦନ

    ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପାଇଁ ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ଧାରା ୩୫(କ)କୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି  । ଏହି ଆବେଦନକୁ ବିଚାରକୁ ନେଇ ଧାରା ୩୫(କ)ର ବୈଧତା ଓ ପ୍ରାସଙ୍ଗିକତା ନେଇ ଉପୁଜିଥିବା ବିବାଦର...

  • ନିଉଜ ଆଲର୍ଟAug 14, 2017

    ଫେସ୍‌ବୁକ୍‌ ଜରିଆରେ ୨ କୋଟି ଠକେଇ

    ମୁମ୍ବାଇ : ମୁମ୍ବାଇ ପୁଲିସ୍‌ର ସାଇବର କ୍ରାଇମ ଦଳ ଫେସ୍‌ବୁକ୍‌ ଜରିଆରେ ଲୋକଙ୍କଠାରୁ ବହୁ ଟଙ୍କା ଠକି ନେଇଥିବା ଏକ ନାଇଜେରିଆ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି  । ଏହି ଗ୍ୟାଙ୍ଗ ନାମରେ ବାନ୍ଦ୍ରାରେ ରହୁଥିବା ଜଣେ ବରିଷ୍ଠ ନାଗରିକଙ୍କଠାରୁ ୧.୯୭ କୋଟି...

  • ନିଉଜ ଆଲର୍ଟAug 14, 2017

    ପ୍ରଥମେ ମୁସଲମାନ ତାପରେ ଭାରତୀୟ : ମାଭିୟା ଅଲ୍ଲୀ

    ନୂଆଦିଲ୍ଲୀ : ବନ୍ଦେମାତରମ ଗୀତ ଓ ସ୍ୱାଧୀନତା ଦିବସ ପାଳନନକୁ ନେଇ ଲାଗିରହିଥିବା ବିବାଦର ନିଅାଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିଛନ୍ତି ସମାଜବାଦୀ ପାର୍ଟି ନେତା ମାଭିୟା ଅଲ୍ଲୀ  । ଉତ୍ତରପ୍ରଦେଶର ସମସ୍ତ ମାଦ୍ରାସାରେ ସ୍ୱାଧୀନତା ଦିବସ ପାଳନର ଭିଡ଼ିଓ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |