• ନିଉଜ ଆଲର୍ଟJul 12, 2017

    ମହିଳାମାନଙ୍କ ପାଇଁ ଜାତୀୟ ଚିଠା ନୀତି

      ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନେତୃତ୍ୱରେ ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ମହିଳାମାନଙ୍କ ପାଇଁ ଏକ ଜାତୀୟ ଚିଠା ନୀତିକୁ ଅନୁମୋଦନ କରିଛନ୍ତି  । ଏହି ଚିଠା ନୀତିରେ ମହିଳାଙ୍କ ପାଇଁ  ସ୍ୱାସ୍ଥ୍ୟକାର୍ଡ ଓ ଗରିବ ପରିବାରର ବାଳିକାମାନଙ୍କ ନିମନ୍ତେ...

  • ନିଉଜ ଆଲର୍ଟJul 12, 2017

    ପ୍ରେମ ପ୍ରତାରଣା ଓ ହତ୍ୟା: ପ୍ରେମିକାର ଗଳିତ ଶବ ଉଦ୍ଧାର

    ଫୁଲବାଣୀ: ପ୍ରଥମେ ପ୍ରେମ ତା ପରେ ଶାରିରୀକ ସମ୍ପର୍କ ସ୍ଥାପନ ଓ ବିବାହ କରିବାକୁ ଜିଦ ଧରିବାରୁ ନାବାଳିକାକୁ ହତ୍ୟା କରିଛି ତାର ପ୍ରତାରକ ପ୍ରେମିକା ଏପରି ଘଟଣା କନ୍ଧମାଳ ଜିଲା ଟିକାବାଲି ଅଞ୍ଚଳରେ ଘଟିଛିା ପାନବାଡି ଗାଁର ତିଳକ ସାହିର...

  • ନିଉଜ ଆଲର୍ଟJul 12, 2017

    ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର : ୧୫ ଲକ୍ଷ ଲୋକ ପ୍ରଭାବିତ

     ଗୌହାଟୀ : ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି  । ରାଜ୍ୟର ୨୩ଟି ଜିଲ୍ଲାର ୧୫ଲକ୍ଷରୁ ଅଧିକ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହେବା ସହିତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି  । ଅଢ଼େଇ ହଜାରରୁ...

  • ନିଉଜ ଆଲର୍ଟJul 12, 2017

    ଆଧାର ଓ ବ୍ୟକ୍ତିଗତ ଗୋପନୀୟତା ଅଧିକାର : ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି

      ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଏକ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଧାର ଓ ବ୍ୟକ୍ତିଗତ ଗୋପନୀୟତା ଅଧିକାର ସମ୍ବନ୍ଧୀୟ ବିଷୟ ଗୁଡ଼ିକର ଶୁଣାଣି କରିବେ । ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଇବାକୁ ଆଧାର ନମ୍ବର ବାଧ୍ୟତାମୂଳକ କରିବା ସଂକ୍ରାନ୍ତ ସରକାରଙ୍କ ପଦକ୍ଷେପକୁ...

  • ନିଉଜ ଆଲର୍ଟJul 12, 2017

    ସିବିଆଇ ମାମଲା ଏକ ରାଜନୈତିକ ଷଡ଼ଯନ୍ତ୍ର : ତେଜସ୍ୱୀ

    ପାଟନା : ଦୁର୍ନୀତି ଅଭିଯୋଗ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ତାଙ୍କ ବିରୋଧରେ ରୁଜୁ କରାଯାଇଥିବା ସିବିଆଇ ମାମଲା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି  । ଏଭଳି କରି ବିାହାର...

  • ନିଉଜ ଆଲର୍ଟJul 12, 2017

    ସାମ୍ବାଦିକଙ୍କୁ ପିଟିଲେ ତେଜସ୍ୱୀଙ୍କ ସୁରକ୍ଷା କର୍ମୀ

    ପାଟନା : ବିହାର ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିବାଦ ଘେରରେ ଛନ୍ଦି ହୋଇପଡ଼ିଛନ୍ତି  । ଦୁର୍ନୀତି ଅଭିଯୋଗ ପରେ ଏବେ ତେଜସ୍ୱୀଙ୍କ ସୁରକ୍ଷା କର୍ମୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଭଳି ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି  । ଦୁର୍ନୀତି ଅଭିଯୋଗ...

  • ନିଉଜ ଆଲର୍ଟJul 12, 2017

    ଅମରନାଥ ଯାତ୍ରା ;୫୭ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କ ବରଫ ଶିବ ଲିଙ୍ଗ ଦର୍ଶନ

    ଶ୍ରୀନଗର : ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ ପରେ ମଧ୍ୟ ଏହାକୁ ଭୃକ୍ଷେପ ନ କରି ତୀର୍ଥଯାତ୍ରୀ ଅମରନାଥ ଦର୍ଶନ ପାଇଁ ଯାତ୍ରା ଜାରି ରଖିଛନ୍ତି  । ଆଜି ଭୋରରୁ ୭୨୧ ଜଣ ମହିଳାଙ୍କ ସମେତ ପ୍ରାୟ ୩,୮୦୦ ଜଣ ତୀର୍ଥଯାତ୍ରୀ ଜାମ୍ମୁସ୍ଥିତ...

  • ନିଉଜ ଆଲର୍ଟJul 12, 2017

    ଲାଲୁଙ୍କ ଜ୍ୱାଇଁ ଶୈଲେଶ କୁମାରଙ୍କୁ ଇଡିର ସମନ

      ନୂଆଦିଲ୍ଳୀ : ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ସଦସ୍ୟଙ୍କ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରୁ ମୁକ୍ତି ପାଇପାରୁ ନାହାନ୍ତି । ଲାଲୁ ପ୍ରସାଦ ଯାଦବଙ୍କ ଜ୍ୱାଇଁ ଶୈଲେଶ କୁମାରଙ୍କୁ ଇଡି ସମନ ଜାରି କରିଛି ।...

  • ନିଉଜ ଆଲର୍ଟJul 12, 2017

    ଡାଳିମ୍ବ ଉପକାରିତା: କମିବ ଓଜନ ଦୂର ହେବ ରୋଗ

    ଡାଳିମ୍ବ ପରି ଫଳ ପ୍ରତ୍ୟେକ ବର୍ଗର ଲୋକେ ଖାଇବା ଉପକାରୀ। ଏଥିରେ ମୂଳତଃ ଭିଟାମିନ୍ ଏ, ସି, ଇ, ଫୋଲିକ୍ ଏସିଡ୍ ଓ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥିବାରୁ ତାହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। Ø ଓଜନ ନିୟନ୍ତ୍ରଣ- ଓଜନକୁ...

  • ନିଉଜ ଆଲର୍ଟJul 12, 2017

    ପୁଲିସ ଡିଜିଙ୍କୁ ଭେଟିଲେ ଏନଏସଜି ଆଇଜି

     ଭୁବନେଶ୍ୱର: ରାଜଧାନୀରେ ଥିବା କମିଶନରେଟ ପଲିସର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ସୁରକ୍ଷା ଗାର୍ଡର ଆଇଜି ଶଶାଙ୍କ ଶେଖର ମିଶ୍ର ଓଡିଶା ପୁଲିସର ଡିଜି କେବି ସିଂ ଓ ପୁଲିସ କମିଶନର ଓ୍ୱାଇ ବି ଖୁରାନିଆଙ୍କୁ ଭେଟିଛନ୍ତି। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସହ...

  • ନିଉଜ ଆଲର୍ଟJul 12, 2017

    ସୈନ୍ୟ ଶକ୍ତି ହ୍ରାସ କରିବ ଚୀନ

    ବେଜିଂ: ବିଶ୍ୱର ସର୍ବବୃହତ୍‌ ସେନା କ୍ଷମତା ଥିବା ଚୀନ ବର୍ତ୍ତମାନ ତାର ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ସ୍ଥିର କରିଛି । ବର୍ତ୍ତମାନ ଚୀନର ସୈନ୍ୟ ସଂଖ୍ୟା ୨୩ ଲକ୍ଷ ଥିବାବେଳେ ଏହାକୁ ୧୦ ଲକ୍ଷ ଭିତରେ ରଖିବା ନେଇ ଯୋଜନା...

  • ନିଉଜ ଆଲର୍ଟJul 12, 2017

    ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେବେ ନୀତିଶ

    ପାଟନା: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କଥାବାର୍ତ୍ତା କରିବା ପରେ ନୀତିଶ କୁମାର ଉପ-ରାଷ୍ଟ୍ରପତି ପଦ ପାଇଁ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ  ତାଙ୍କ ଆଭିମୁଖ୍ୟ ଭିନ୍ନ ରଖିଥିଲେ...

  • ନିଉଜ ଆଲର୍ଟJul 12, 2017

    ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀ ଗିରଫ

    ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିର ନାମ ଶାହାଜାହାଁ ବେଲୁଆ କଣ୍ଡି ଏବଂ ସେ ତୁର୍କୀରୁ ଏଠାକୁ ଆସିଥିବା ଜଣାପଡିଛି । ଶାହାଜାହାଁ କେରଳରେ କିଛି ଲୋକଙ୍କ ସହ...

  • ନିଉଜ ଆଲର୍ଟJul 12, 2017

    ସଫଳ ବୈବାହିକ ଜୀବନର ୬ଟି ମୂଳ ମନ୍ତ୍ର

    ବେଳେ ବେଳେ ସବୁ କିଛି ଠିକ ଥାଇ ମଧ୍ୟ ଆପଣଙ୍କ ବୈବାହିକ ଜୀବନ ଭାଙ୍ଗିବାକୁ ବସିଥାଏ ।ପ୍ରତ୍ୟକ ପତି-ପତ୍ନୀ ଚାହିଁ ଥାଆନ୍ତି ତାଙ୍କ ଦାମ୍ପତ୍ୟ ଜୀବନରେ ସୁଖ ଆସିବା ସହ ବୈବାହିକ ଜୀବନ ସଫଳ ହେଉ ।ତେବେ ଅତି ଛୋଟ ଛୋଟ...

  • ନିଉଜ ଆଲର୍ଟJul 12, 2017

    ଆପଣଙ୍କ ଚାକିରୀ ଚାଲିଯାଇଛି କି ? କରନ୍ତୁ ଏହି ୫ଟି କାମ !

    ଆଜିକାଲି ବହୁ କମ୍ପାନୀ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟ କ୍ଷେତ୍ରରୁ କର୍ମଚାରୀଙ୍କ ଛଟେଇ କରୁଛନ୍ତି ।ଚାକିରୀ ଚାଲିଯିବା ଦ୍ୱାରା ଆପଣ ମାନସିକ ଶାନ୍ତି ନଷ୍ଟ ହେବା ସହ ନିଜ ଆତ୍ମ ସମ୍ମାନରେ ମଧ୍ୟ ଘୋର ଆଞ୍ଚ ଆସିଥାଏ । ତେବେ ଧୈର୍ଯ୍ୟର...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |