• ନିଉଜ ଆଲର୍ଟJul 13, 2017

    ବାହା ହେବେ ଇରୋମ ଶର୍ମିଲା

    ଇମ୍ଫାଲ : ମଣିପୁରର ମାନବାଧିକାର କର୍ମୀ ଇରୋମ ଶର୍ମିଲା ଇତିମଧ୍ୟରେ ତାଙ୍କର ବ୍ରିଟିଶ ବନ୍ଧୁ ଡେସମଣ୍ଡ କୁଟିନୋଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶର୍ମିଲା ଓ ଡେସମଣ୍ଡ ବୁଧବାର ସ୍ଥାନୀୟ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଯାଇ ବିବାହ ପଞ୍ଜୀକରଣ ପାଇଁ ଆବଶ୍ୟକ...

  • ନିଉଜ ଆଲର୍ଟJul 13, 2017

    ଗଙ୍ଗାରେ ଆବର୍ଜନା ପକାଇଲେ ୫୦,୦୦୦ ଟଙ୍କା ଜରିମାନା

    ନୂଆଦିଲ୍ଲୀ:ପବିତ୍ର ଗଙ୍ଗା ନଦୀକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ କେନ୍ଦ୍ର ସରକାର ଯୋଜନା କାର୍ଯ୍ୟକାରୀ କରିଥିଲେ ସୁଦ୍ଧା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଘଟୁନଥିବାରୁ ସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ବିପନ୍ନ ହୋଇପଡୁଛି । ଏହି ପରିପ୍ରେକ୍ଷୀରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)...

  • ନିଉଜ ଆଲର୍ଟJul 13, 2017

    ମିରୱାଇଜ ଉମର ଫାରୁକ ଗିରଫ

    ଶ୍ରୀନଗର : ଗୁରୁବାର ଶ୍ରୀନଗର ପୁଲିସ୍‌ ହୁରିୟତ କନପ୍ରେନ୍ସର ନରମପନ୍ଥି ସୂମହର ମୁଖ୍ୟ ମିରୱାଇଜ ଉମର ଫାରୁକଙ୍କୁ ଗିରଫ କରିଛି  । ଗୁରୁବାର ଦିନ ଉମର ଫାରୁକ ନିଜ ସମର୍ଥକଙ୍କ ସହ ସହରର ନକ୍ସବନ୍ଦ ସାହିବ ଅଞ୍ଚଳରେ ଏକ କବରସ୍ଥାନକୁ ଯାଉଥିବାବେଳେ...

  • ନିଉଜ ଆଲର୍ଟJul 13, 2017

    ସୁନାଖଣି ଉପରେ ସହର

    ପେରୁସ୍ଥିତ ଆଣ୍ଡିଜ୍ ପାହାଡ଼ ଉପରେ ଗଢ଼ିଉଠିଛି ଏକ ସହର। ସ୍ଥାନୀୟ ଲୋକଙ୍କ ମତରେ ପ୍ରାୟ ୫୦ ବର୍ଷ ତଳେ ଏହି ପାହାଡ଼ରେ ଥିବା ସୁନା ଖଣି କାରଣରୁ ଏଠାରେ ଜନବସତି ଆରମ୍ଭ ହୋଇଥିଲା। ୫,୧୦୦ ମିଟର ଉପରେ ଥିବା ଆଣ୍ଡିଜ୍ ପାହାଡ଼ରେ...

  • ନିଉଜ ଆଲର୍ଟJul 13, 2017

    ୮ ହିମକୁଣ୍ଡ ତୀର୍ଥଯାତ୍ରୀ ନିଖୋଜ

    ଗୋପେଶ୍ୱର : ଉତ୍ତରାଖଣ୍ଡର ଚମେଲି ଜିଲାସ୍ଥିତ ଶିଖ ତୀର୍ଥସ୍ଥଳୀ ହିମକୁଣ୍ଡ ସାହିବ ଯାତ୍ରାରେ ଆସିଥିବା ୨ ବିଦେଶୀଙ୍କ ସହ ୮ ଶିଖ ତୀର୍ଥଯାତ୍ରୀ ଗତ ସପ୍ତାହରୁ ନିଖୋଜ ଅଛନ୍ତି  । ସେମାନେ ରହସ୍ୟମୟ ପରିସ୍ଥିତିରେ ନିଖୋଜ ହୋଇଯାଇଥିବା କୁହାଯାଉଛି  । ପଞ୍ଜାବ...

  • ନିଉଜ ଆଲର୍ଟJul 13, 2017

    ସିଙ୍ଗଡା ତିଆରି କରିବାକୁ ଛାଡିଲେ ଗୁଗୁଲର ସମ୍ମାନଜନକ ଚାକିରି

    ଗୁଗୁଲ ବିଷୟରେ ସମସ୍ତେ ଜାଣିଛନ୍ତି।। ଏଠାରେ ଚାକିରି ମିଳିବା ଏକ ଭାଗ୍ୟର କଥା ।  ଭାରତୀୟ ଯୁବକ ମୁନାଫ କପାଡ଼ିଆ ଏହି କମ୍ପାନୀର ଚାକିରି ଛାଡି ଦେଇ ମୁମ୍ବାଇ ଆସିଥିଲେ ନିଜ ମନପସନ୍ଦର କାମ କରିବାକୁ। ତାଙ୍କ ଯୋଜନା ଥିଲା ମୁମ୍ବାଇରେ...

  • ନିଉଜ ଆଲର୍ଟJul 13, 2017

    ସାଉଦି ଆରବରେ ଶ୍ୱାସରୁଦ୍ଧ ହୋଇ ୧୧ଜଣ ଭାରତୀୟଙ୍କ ମୃତ

      ଜେଦା/ନୂଆଦିଲ୍ଲୀ:ସାଉଦି ଆରବର ନାଜ୍‌ରାନ ସହରର ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ଶ୍ୱାସରୁଦ୍ଧ ଅବସ୍ଥାରେ ୧୧ ଜଣ ଭାରତୀୟ ପ୍ରାଣ ହରାଇଥିବାବେଳେ ଆଉ ପାଞ୍ଚଜଣ ଗୁରୁତର ହୋଇପଡିଛନ୍ତି । ଏହି ଭାରତୀୟମାନେ ସାଉଦି ଆରବର ଏକ କମ୍ପାନୀରେ ଚାକିରି କରୁଥିବାବେଳେ ଏହି ଘରେ...

  • ନିଉଜ ଆଲର୍ଟJul 13, 2017

    ଯୋଗୀଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ ଦର୍ଶାଇଲା ନ୍ୟୁୟର୍କ ଟାଇମ୍ସ

    ନୂଆଦିଲ୍ଲୀ : ଆମେରିକାର ପ୍ରମୁଖ ଖବରକାଗଜ ‘ନ୍ୟୁୟର୍କ ଟାଇମ୍ସ’ର ଏକ ସ୍ତମ୍ଭରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ ବୋଲି ଦର୍ଶାଯାଇଛି  । ‘ରାଜନୈତିକ ପାହାଞ୍ଚ ଚଢୁଥିବା ଜଣେ ତେଜସ୍ୱୀ ହିନ୍ଦୁ ପୁଜାରୀ’ ଶୀର୍ଷକ ନାମରେ ପ୍ରକାଶିତ ସ୍ତମ୍ଭରେ ଯୋଗୀଙ୍କୁ...

  • ନିଉଜ ଆଲର୍ଟJul 13, 2017

    ଜେଲରେ ଶଶିକଳାଙ୍କୁ ଭିଆଇପି ଅଭ୍ୟର୍ଥନା

    ନୂଆଦିଲ୍ଲୀ : କର୍ଣ୍ଣାଟକ ବେଙ୍ଗାଲୁରର ଏକ କେନ୍ଦ୍ରୀୟ ଜେଲ୍‌ରେ କଏଦୀ ଭାବେ ଥିବା ଏଆଇଏଡିଏମ୍‌କେ ନେତା ଭି.କେ ଶଶିକାଳାଙ୍କୁ ଜେଲରେ ଭିଆଇପି ଅଭ୍ୟର୍ଥନା ମିଳୁଥିବା ଅଭିଯୋଗ ହୋଇଛି  । କର୍ଣ୍ଣାଟକର ଡିଆଇଜି(ଜେଲ) ଡି ରୁପା ଏଭଳି ଅଭିଯୋଗ କରିଛନ୍ତି । ରୁପା...

  • ନିଉଜ ଆଲର୍ଟJul 13, 2017

    କୁଳଭୂଷଣ ମା’ଙ୍କୁ ଭିସା ପ୍ରସଙ୍ଗ : ବିଚାର କରୁଛି ପାକିସ୍ତାନ

    ଇସଲାମାବାଦ : ପାକିସ୍ତାନରେ ବନ୍ଦୀ ଥିବା  ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣଙ୍କ ମା’ଙ୍କୁ ଭିସା ଦେବା ପାଇଁ ଭାରତର ଅନୁରୋଧ ଉପରେ ବିଚାର କରାଯାଉଛି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ପାକିସ୍ତାନୀ ସମ୍ବାଦପତ୍ର ‘ନେସନ ଡେଲି’ ଅନୁସାରେ ପାକିସ୍ତାନ...

  • ନିଉଜ ଆଲର୍ଟJul 13, 2017

    ସମ୍ବଲପୁର ରେଳ ଷ୍ଟେସନରେ ମାଗଣା ଓ୍ଵାଇ-ଫାଇ

      ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ଗୁରୁବାରଠାରୁ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ ହୋଇଛି।  କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ନୂଆଦିଳ୍ଲୀ ସ୍ଥିତ ରେଳ ଭବନରୁ ଏହାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ଉତ୍ସସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର...

  • ନିଉଜ ଆଲର୍ଟJul 13, 2017

    ୭ଟି ଜିଲ୍ଲାରେ କମ୍‌ ଓଜନର ଶିଶୁ

    ଭୁବନେଶ୍ୱର : ରାଜ୍ୟର ୭ଟି ଜିଲ୍ଲାରେ ବହୁତ କମ୍‌ ଓଜନର ଶିଶୁ  ରହିଥିବା ଜଣାପଡ଼ିଛି  । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୭ଟି ଜିଲ୍ଲାରେ ୫ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ଓଜନ  କମ୍‌ ଥିବା ଜଣା ପଟିଛି  ।...

  • ନିଉଜ ଆଲର୍ଟJul 13, 2017

    ବିଗ ବି'ଙ୍କଠାରୁ ପ୍ରାଣଙ୍କର ଥିଲା ଅଧିକ ଚାହିଦା

    ଅମିତାଭଙ୍କ ଠାରୁ ଅଧିକ ପାଉଣା ନେଉଥିଲେ ବଲିଉଡ ଅଭିନେତା ପ୍ରାଣ। ୬୦ ରୁ ୮୦ ଦଶକ ଶେଷ ପର୍ୟ୍ୟନ୍ତ ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ପ୍ରାଣଙ୍କ ଲୋକପ୍ରିୟତା ସର୍ବାଧିକ ଥିଲା। ୨୦୧୩ ଜୁଲାଇ ୧୨ରେ ପରଲୋକ ହୋଇଥିବା ଏହି କଳାକାର...

  • ନିଉଜ ଆଲର୍ଟJul 13, 2017

    ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ପ୍ରସ୍ତୁତି ନେଇ ଆଲୋଚନା

      ନୂଆଦିଲ୍ଲୀ: ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ଏକ ବର୍ଷ ବ୍ୟାପୀ ପାଳନ ହେବାକୁଥିବା ଉତ୍ସବ ଆସନ୍ତା ୨୦ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଉଦଘାଟନ ହେବ । କେନ୍ଦ୍ର ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ଏହି ଉତ୍ସବ ନେଇ...

  • ନିଉଜ ଆଲର୍ଟJul 13, 2017

    ମାଲକାନାଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

    ମାଲକାନାଗିରି: ମାଲକାନାଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ କରିଛନ୍ତି । ଏଥିରେ ଶହ ଶହ ଜମି ପଟ୍ଟା ଓ କାଗଜପତ୍ର ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି ।...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |