• ନିଉଜ ଆଲର୍ଟJul 13, 2017

    ୮ ହିମକୁଣ୍ଡ ତୀର୍ଥଯାତ୍ରୀ ନିଖୋଜ

    ଗୋପେଶ୍ୱର : ଉତ୍ତରାଖଣ୍ଡର ଚମେଲି ଜିଲାସ୍ଥିତ ଶିଖ ତୀର୍ଥସ୍ଥଳୀ ହିମକୁଣ୍ଡ ସାହିବ ଯାତ୍ରାରେ ଆସିଥିବା ୨ ବିଦେଶୀଙ୍କ ସହ ୮ ଶିଖ ତୀର୍ଥଯାତ୍ରୀ ଗତ ସପ୍ତାହରୁ ନିଖୋଜ ଅଛନ୍ତି  । ସେମାନେ ରହସ୍ୟମୟ ପରିସ୍ଥିତିରେ ନିଖୋଜ ହୋଇଯାଇଥିବା କୁହାଯାଉଛି  । ପଞ୍ଜାବ...

  • ନିଉଜ ଆଲର୍ଟJul 13, 2017

    ସିଙ୍ଗଡା ତିଆରି କରିବାକୁ ଛାଡିଲେ ଗୁଗୁଲର ସମ୍ମାନଜନକ ଚାକିରି

    ଗୁଗୁଲ ବିଷୟରେ ସମସ୍ତେ ଜାଣିଛନ୍ତି।। ଏଠାରେ ଚାକିରି ମିଳିବା ଏକ ଭାଗ୍ୟର କଥା ।  ଭାରତୀୟ ଯୁବକ ମୁନାଫ କପାଡ଼ିଆ ଏହି କମ୍ପାନୀର ଚାକିରି ଛାଡି ଦେଇ ମୁମ୍ବାଇ ଆସିଥିଲେ ନିଜ ମନପସନ୍ଦର କାମ କରିବାକୁ। ତାଙ୍କ ଯୋଜନା ଥିଲା ମୁମ୍ବାଇରେ...

  • ନିଉଜ ଆଲର୍ଟJul 13, 2017

    ସାଉଦି ଆରବରେ ଶ୍ୱାସରୁଦ୍ଧ ହୋଇ ୧୧ଜଣ ଭାରତୀୟଙ୍କ ମୃତ

      ଜେଦା/ନୂଆଦିଲ୍ଲୀ:ସାଉଦି ଆରବର ନାଜ୍‌ରାନ ସହରର ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ଶ୍ୱାସରୁଦ୍ଧ ଅବସ୍ଥାରେ ୧୧ ଜଣ ଭାରତୀୟ ପ୍ରାଣ ହରାଇଥିବାବେଳେ ଆଉ ପାଞ୍ଚଜଣ ଗୁରୁତର ହୋଇପଡିଛନ୍ତି । ଏହି ଭାରତୀୟମାନେ ସାଉଦି ଆରବର ଏକ କମ୍ପାନୀରେ ଚାକିରି କରୁଥିବାବେଳେ ଏହି ଘରେ...

  • ନିଉଜ ଆଲର୍ଟJul 13, 2017

    ଯୋଗୀଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ ଦର୍ଶାଇଲା ନ୍ୟୁୟର୍କ ଟାଇମ୍ସ

    ନୂଆଦିଲ୍ଲୀ : ଆମେରିକାର ପ୍ରମୁଖ ଖବରକାଗଜ ‘ନ୍ୟୁୟର୍କ ଟାଇମ୍ସ’ର ଏକ ସ୍ତମ୍ଭରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ ବୋଲି ଦର୍ଶାଯାଇଛି  । ‘ରାଜନୈତିକ ପାହାଞ୍ଚ ଚଢୁଥିବା ଜଣେ ତେଜସ୍ୱୀ ହିନ୍ଦୁ ପୁଜାରୀ’ ଶୀର୍ଷକ ନାମରେ ପ୍ରକାଶିତ ସ୍ତମ୍ଭରେ ଯୋଗୀଙ୍କୁ...

  • ନିଉଜ ଆଲର୍ଟJul 13, 2017

    ଜେଲରେ ଶଶିକଳାଙ୍କୁ ଭିଆଇପି ଅଭ୍ୟର୍ଥନା

    ନୂଆଦିଲ୍ଲୀ : କର୍ଣ୍ଣାଟକ ବେଙ୍ଗାଲୁରର ଏକ କେନ୍ଦ୍ରୀୟ ଜେଲ୍‌ରେ କଏଦୀ ଭାବେ ଥିବା ଏଆଇଏଡିଏମ୍‌କେ ନେତା ଭି.କେ ଶଶିକାଳାଙ୍କୁ ଜେଲରେ ଭିଆଇପି ଅଭ୍ୟର୍ଥନା ମିଳୁଥିବା ଅଭିଯୋଗ ହୋଇଛି  । କର୍ଣ୍ଣାଟକର ଡିଆଇଜି(ଜେଲ) ଡି ରୁପା ଏଭଳି ଅଭିଯୋଗ କରିଛନ୍ତି । ରୁପା...

  • ନିଉଜ ଆଲର୍ଟJul 13, 2017

    କୁଳଭୂଷଣ ମା’ଙ୍କୁ ଭିସା ପ୍ରସଙ୍ଗ : ବିଚାର କରୁଛି ପାକିସ୍ତାନ

    ଇସଲାମାବାଦ : ପାକିସ୍ତାନରେ ବନ୍ଦୀ ଥିବା  ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣଙ୍କ ମା’ଙ୍କୁ ଭିସା ଦେବା ପାଇଁ ଭାରତର ଅନୁରୋଧ ଉପରେ ବିଚାର କରାଯାଉଛି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ପାକିସ୍ତାନୀ ସମ୍ବାଦପତ୍ର ‘ନେସନ ଡେଲି’ ଅନୁସାରେ ପାକିସ୍ତାନ...

  • ନିଉଜ ଆଲର୍ଟJul 13, 2017

    ସମ୍ବଲପୁର ରେଳ ଷ୍ଟେସନରେ ମାଗଣା ଓ୍ଵାଇ-ଫାଇ

      ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ଗୁରୁବାରଠାରୁ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ ହୋଇଛି।  କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ନୂଆଦିଳ୍ଲୀ ସ୍ଥିତ ରେଳ ଭବନରୁ ଏହାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ଉତ୍ସସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର...

  • ନିଉଜ ଆଲର୍ଟJul 13, 2017

    ୭ଟି ଜିଲ୍ଲାରେ କମ୍‌ ଓଜନର ଶିଶୁ

    ଭୁବନେଶ୍ୱର : ରାଜ୍ୟର ୭ଟି ଜିଲ୍ଲାରେ ବହୁତ କମ୍‌ ଓଜନର ଶିଶୁ  ରହିଥିବା ଜଣାପଡ଼ିଛି  । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୭ଟି ଜିଲ୍ଲାରେ ୫ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ଓଜନ  କମ୍‌ ଥିବା ଜଣା ପଟିଛି  ।...

  • ନିଉଜ ଆଲର୍ଟJul 13, 2017

    ବିଗ ବି'ଙ୍କଠାରୁ ପ୍ରାଣଙ୍କର ଥିଲା ଅଧିକ ଚାହିଦା

    ଅମିତାଭଙ୍କ ଠାରୁ ଅଧିକ ପାଉଣା ନେଉଥିଲେ ବଲିଉଡ ଅଭିନେତା ପ୍ରାଣ। ୬୦ ରୁ ୮୦ ଦଶକ ଶେଷ ପର୍ୟ୍ୟନ୍ତ ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ପ୍ରାଣଙ୍କ ଲୋକପ୍ରିୟତା ସର୍ବାଧିକ ଥିଲା। ୨୦୧୩ ଜୁଲାଇ ୧୨ରେ ପରଲୋକ ହୋଇଥିବା ଏହି କଳାକାର...

  • ନିଉଜ ଆଲର୍ଟJul 13, 2017

    ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ପ୍ରସ୍ତୁତି ନେଇ ଆଲୋଚନା

      ନୂଆଦିଲ୍ଲୀ: ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ଏକ ବର୍ଷ ବ୍ୟାପୀ ପାଳନ ହେବାକୁଥିବା ଉତ୍ସବ ଆସନ୍ତା ୨୦ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଉଦଘାଟନ ହେବ । କେନ୍ଦ୍ର ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ଏହି ଉତ୍ସବ ନେଇ...

  • ନିଉଜ ଆଲର୍ଟJul 13, 2017

    ମାଲକାନାଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

    ମାଲକାନାଗିରି: ମାଲକାନାଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ କରିଛନ୍ତି । ଏଥିରେ ଶହ ଶହ ଜମି ପଟ୍ଟା ଓ କାଗଜପତ୍ର ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି ।...

  • ନିଉଜ ଆଲର୍ଟJul 13, 2017

    ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ନିର୍ଯାତନା ସହୁଛନ୍ତି ୨୨ ଓଡିଶା ଶ୍ରମିକ

    ରାଉରକେଲା: ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ନେଇ ଶ୍ରମିକଙ୍କ ପରିବାର ପକ୍ଷରୁ ଆଜି ରାଉରକେଲା ଏସପି ଉମାଶଙ୍କର ଦାସଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ସୁନ୍ଦରଗଡ ଜିଲା ଟେନ୍‌ସା ଅଞ୍ଚରୁ ଗତ ଫେବୃଆରୀ ମାସରୁ...

  • ନିଉଜ ଆଲର୍ଟJul 13, 2017

    ଲମ୍ବା ଜୀବନ ପାଇଁ ଖାଦ୍ୟ

    ଆଜିକାଲିର ଜୀବନଶୈଳୀରେ ସବୁକିଛି ପ୍ରଭାବିତ ହେଉଛି। ଧାଁଦୌଡ଼ ତଥା କାର୍ୟ୍ୟବ୍ୟସ୍ତତାଭରା ଦୈନନ୍ଦିନ ଜୀବନରେ ଖାଦ୍ୟପେୟ ପ୍ରତି ଅଧିକାଂଶ ଅବହେଳା ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ସେମାନଙ୍କ ଆୟୁଷ ପ୍ରଭାବିତ ହେଉଛି। ଏ ବାବଦରେ ବିଶେଷଜ୍ଞ ଦଳ ଗବେଷଣା କରି କେତୋଟି ତଥ୍ୟ...

  • ନିଉଜ ଆଲର୍ଟJul 13, 2017

    ପୁଲିସ ପରିଚୟ ଦେଇ ବେଆଇନ ଟଙ୍କା ଆଦାୟ, ଜଣେ ଗିରଫ

     ସମ୍ବଲପୁର: ନିଜକୁ ପୁଲିସ ପରିଚୟ ଦେଇ ଟାଟା ୭୦୯ ଚାଳକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ମହୁଲପଲି ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଉକ୍ତ ଅଞ୍ଚଳର ମନୋଜ ପୂଜାରି । ଗତକାଲି ରାତିରେ...

  • ନିଉଜ ଆଲର୍ଟJul 13, 2017

    ହୃଦରୋଗ ଓ ଷ୍ଟେଣ୍ଟିଂ ଏ ବିଷୟରେ କିଛି ନିହାତି ଜାଣିବା ବିଷୟ

    ରୋନାରୀ ଆର୍ଟେରୀ ରୋଗର ଚିକିତ୍ସା ନିମନ୍ତେ ବିଶ୍ୱବ୍ୟାପୀ ଏହା ହେଉଛି ଏକ ଅନୁସୃତ ପ୍ରଣାଳୀ । ଜଣେ ଏ କଥା ମନେ ରଖିବା ଉଚିତ୍‌ ଯେ ସବୁ ବ୍ଳକଗୁଡ଼ିକ ପାଇଁ ଷ୍ଟେଣ୍ଟିଂ କରିବା କିମ୍ବା ଓପନ ହାର୍ଟ ସର୍ଜରୀ କରିବାର ଆବଶ୍ୟକ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |