• ନିଉଜ ଆଲର୍ଟJul 14, 2017

    ଜାତିସଂଘ ଭାଗିଦାରୀ ପାଣ୍ଠିକୁ ଭାରତର ସହାୟତା

    ନ୍ୟୁୟର୍କ : ବିକାଶମୁଖୀ ଦେଶଗୁଡ଼ିକରେ ସ୍ଥାୟୀ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକପାଇଁ ଭାରତ ଜାତିସଂଘ ଭାଗିଦାରୀ ପାଣ୍ଠିକୁ ଅତିରିକ୍ତ ଏକ ନିୟୁତ ଡଲାର ଅର୍ଥ ପ୍ରଦାନ କରିଛି  । ଭାରତ ପକ୍ଷରୁ ଗତକାଲି ଏହି ଅର୍ଥ ପ୍ରଦାନ କରିଛି  । ଭାରତ-ଜାତିସଂଘ ବିକାଶ...

  • ନିଉଜ ଆଲର୍ଟJul 14, 2017

    ନୀତିଶ-ଲାଲୁଙ୍କ ସହ କଥା ହେଲେ ସୋନିଆ

    ନୂଆଦିଲ୍ଲୀ: ବିହାରରେ ମହାମେଣ୍ଟ ବଞ୍ଚାଇବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରୟାସ କରିଛନ୍ତି । ସେ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ଏବଂ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ସହ ଆଲୋଚନା କରିଛନ୍ତି । ସୋନିଆ ଦୁଇ ନେତାଙ୍କ ସହ ଆଲୋଚନା...

  • ନିଉଜ ଆଲର୍ଟJul 14, 2017

    କୃଷିଜାତ ପଦାର୍ଥର ବିକ୍ରିବଟା ପାଇଁ ଉନ୍ନତ ବଜାର ବ୍ୟବସ୍ଥା ଉପରେ ସରକାରଙ୍କ ଗୁରୁତ୍ୱ

    ନୂଆଦିଲ୍ଲୀ : ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାକୁ ସରକାର ଅଗ୍ରାଧିକାର ଭିତିରେ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି । ୨୦୧୬-୧୭ରେ ଦେଶରେ ରେକର୍ଡ ପରିମାଣର ୨୭୩ ନିୟୁତ ମେଟି୍ରକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ...

  • ନିଉଜ ଆଲର୍ଟJul 14, 2017

    ମୋଦି ସରକାର ସବୁଠୁ ବିଶ୍ୱାସଯୋଗ୍ୟ: ଓଇସିଡି ରିପୋର୍ଟ

    ନୂଆଦିଲ୍ଲୀ: ଭାରତର ନରେନ୍ଦ୍ର ମୋଦିଙ୍କ ସରକାର ବିଶ୍ୱର ସବୁଠାରୁ ବିଶ୍ୱାସଯୋଗ୍ୟ ସରକାର ବୋଲି ମାନ୍ୟତା ପାଇଛି । ଅର୍ଗାନାଇଜେସନ ଫର୍‌ ଇକୋନୋମିକ କୋ-ଅପରେସନ୍‌ ଆଣ୍ଡ ଡେଭଲପ୍‌ମେଣ୍ଟ(ଓଇସିଡି) ଦ୍ୱାରା  ଜାରି ହୋଇଥିବା ସଦ୍ୟତମ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ରିପୋର୍ଟ ମୁତାବକ...

  • ନିଉଜ ଆଲର୍ଟJul 14, 2017

    ଶାନ୍ତିପୂର୍ଣ୍ଣ ଉପାୟରେ କାଶ୍ମୀର ସମସ୍ୟାର ସମାଧାନ : ଜାତିସଂଘ ମହାସଚିବ

      ନ୍ୟୁୟର୍କ : ଭାରତ ଓ ପାକିସ୍ଥାନ ଆପୋଷ କଥାବାର୍ତା ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ କାଶ୍ମୀର ସମସ୍ୟାର ସମାଧାନ ଖୋଜି ବାହାର କରିବା ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ପୁନର୍ବାର ଗୁରୁତ୍ୱ ଆରୋପ କରିଛନ୍ତି । ନ୍ୟୁୟର୍କଠାରେ ଦୈନିକ ସାମ୍ବାଦିକ ସମ୍ମିଳନୀ...

  • ନିଉଜ ଆଲର୍ଟJul 14, 2017

    ୟୁପି ବିଧାନସଭାରୁ ମିଳିଲା ପିଇଟିଏନ ବିସ୍ଫୋରକ

    ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରୁ ପେଣ୍ଟାଏରିଥ୍ରିଟୋଲ୍‌ ଟେଟ୍ରାନାଇଟ୍ରେଟ୍‌(ପିଇଟିଏନ) ବିସ୍ଫୋରକ ସାମଗ୍ରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ କଡ଼ାକଡ଼ି  କରିବାକୁ ନିର୍ଦେଶ ଦେଇଛନ୍ତି।    ବିଧାନସଭା ପରିସରରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ଘଟଣାର ତଦନ୍ତଭାର ଜାତୀୟ...

  • ନିଉଜ ଆଲର୍ଟJul 14, 2017

    ଅଭିମନ୍ୟୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

    ଯାଜପୁର: ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ସିଂହପୁର ଗ୍ରାମର ବିଜେପି ଯୁବନେତା ଅଭିମନ୍ୟୁ ଦାସ(ମଣ୍ଟୁ) ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ଓରଫ ପୁନିଆକୁ ପୁଲିସ ଗିରଫ କରିଛି । ଏହି ହତ୍ୟାକାଣ୍ଡ ଜିଲା ତଥା ସାରା ରାଜ୍ୟର ରାଜନୀତିକୁ ବେଶ ସରଗରମ କରିଥିଲା...

  • ନିଉଜ ଆଲର୍ଟJul 14, 2017

    ସଚିବାଳୟରେ ଏନ୍‌ଏସ୍‌ଜିର ମକ୍‌ଡ୍ରିଲ

       ଭୁବନେଶ୍ୱର: ଦେଶର ୪ଟି ରାଜ୍ୟର ପ୍ରମୁଖ ସ୍ଥାନ ସମେତ ବିଭିନ୍ନ ଶୈବପୀଠରେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରୀ କରିଛି । ଏଥିପାଇଁ ଜାତୀୟ ନିରାପତ୍ତା ବାହିନୀ(ଏନ୍‌ଏସ୍‌ଜି) ପକ୍ଷରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା...

  • ନିଉଜ ଆଲର୍ଟJul 14, 2017

    ଭୁବନେଶ୍ୱରରେ ରାମନାଥ କୋବିନ୍ଦ : ଆସନ୍ତାକାଲି ଆସିବେ ମୀରା କୁମାର

    ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନ ପାଇଁ ମଝିରେ ଆଉ ଦୁଇଦିନ ଥିବାବେଳେ ପ୍ରଚାର ଅଭିଯାନ ଜେରି ଧରିଛି। ଏନଡିଏ ସମର୍ଥିତ ପ୍ରାର୍ଥୀ ରାମନାଥ କୋବିନ୍ଦ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ବିଜେଡ଼ି ଓ ବିଜେପି  ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି। ରାମନାଥ...

  • ନିଉଜ ଆଲର୍ଟJul 14, 2017

    ସଟ୍ଟା ଓ ଜୁଆ ଆଡ୍ଡାରେ ପୁଲିସ ଚଢଉ, ୧୩ ଗିରଫ

    ସମ୍ବଲପୁର: ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ସଟ୍ଟା ଓ ଜୁଆ ଆଡ୍ଡା ଉପରେ ପୁଲିସ ଚଢଉ କରିଛି । ସଟ୍ଟା ଆଡ୍ଡାରୁ ୧୦ ଜଣ ଗିରଫ ହୋଇଥିବା ବେଳେ ୧୭ ହଜାର ଟଙ୍କା ଜବତ କରାଯାଇଛି । ସେହି ପରି ଜୁଆ ଆଡ୍ଡାରୁ...

  • ନିଉଜ ଆଲର୍ଟJul 14, 2017

    ସାମ୍‌ ମେଟାଲିକ୍ସ କାରଖାନାରେ ଦୁର୍ଘଟଣା, ଜଣେ ମୃତ

    ସମ୍ବଲପୁର: ସମ୍ବଲପୁର ଜିଲାର ରେଙ୍ଗାଲି ସ୍ଥିତ ସାମ୍‌ ମେଟାଲିକ୍ସ କାରଖାନାରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରୁ ୨୦ ଫୁଟ ଉପରୁ ଖସି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଗୁଡୁ...

  • ନିଉଜ ଆଲର୍ଟJul 14, 2017

    ଫିଟ ରହିବା ପାଇଁ ବିବାହ କରନ୍ତୁ !

    ୟୋକୋହାମା ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣା ପଡିଛି ଯେ ଅବିବାହିତ ଲୋକଙ୍କ ଅପେକ୍ଷା ବିବାହିତ ଲୋକେ ଅଧିକ ଫିଟ ତଥା ସୁସ୍ଥ ରହିଥାଆନ୍ତି । ସର୍ଭେରୁ ଏହା ମଧ୍ୟ ଜଣା ପଡିଛି ଯେ ଅବିବାହିତ ଲୋକଙ୍କର ଓଜନ...

  • ନିଉଜ ଆଲର୍ଟJul 14, 2017

    ଇଣ୍ଟର୍ଣ୍ଣସିପରେ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ; ମିଳିବ ଭଲ ଚାକିରୀ !

    ଗୋଟିଏ ସଫଳ ଇଣ୍ଟର୍ଣ୍ଣସିପରେ ଲୁଚି ରହିଛି ଗୋଟିଏ ଭଲ ଜବ ବା ଚାକିରୀ ପାଇବାର ରହସ୍ୟ ।  ଇଣ୍ଟର୍ଣ୍ଣରେ ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିଥାଏ । ଏହି ସମୟରେ ପ୍ରଥମଥର ପାଇଁ ଆପଣଙ୍କୁ ପେଶାଦାର ବ୍ୟକ୍ତିଙ୍କ ସହ କାମ କରିବାର...

  • ନିଉଜ ଆଲର୍ଟJul 14, 2017

    ହ୍ୟାଣ୍ଡସମ ପୁଅକୁ ଦେଖି ଝିଅମାନେ କଣ ଚିନ୍ତା କରନ୍ତି !

    ସାଧାରଣତଃ ଝିଅ ମାନେ ଆକର୍ଷକ ବ୍ୟକ୍ତିତ୍ୱ ତଥା ମଧୁର କଥା କହୁଥିବା ପୁଅଙ୍କ ପ୍ରତି ବେଶି ଆକର୍ଷିତ ହୋଇଥାଆନ୍ତି । ସବୁବେଳେ ଖୁସ ମିଞ୍ଜାସ ରହୁଥିବା ପୁଅଙ୍କ ପ୍ରତି ଝିଅ ମାନେ ଫଟସେ ଫିଦା ହୋଇଯାଆନ୍ତି । ତେବେ ଆସନ୍ତୁ ଜାଣିବା...

  • ନିଉଜ ଆଲର୍ଟJul 14, 2017

    ଏନଇଏଫଟି ଏବଂ ଆରଟିଜିଏସ ଚାର୍ଜରେ ୭୫ପ୍ରତିଶତ ହ୍ରାସ କଲା ଏସବିଆଇ

    ନୂଆଦିଲ୍ଲୀ:ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅର୍ନ୍ତଗତ ଏସବିଆଇ ପକ୍ଷରୁ   ନେସନାଲ ଇଲୋକ୍ଟ୍ରୋନିକ୍ସ ଫଣ୍ଡ  ଟ୍ରାନ୍ସଫର (ଏନଇଏଫଟି)ଏବଂ ରିଅଲ ଟାଇମ ଗ୍ରାସ ସେଟଲମେଣ୍ଟ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |