• ନିଉଜ ଆଲର୍ଟJul 15, 2017

    ସାବଧାନ: ଅନିଦ୍ରା ଯୋଗୁଁ ଯାଇପାରେ ଜୀବନ

    ବର୍ତ୍ତମାନର ଜୀବନଶୈଳୀ ବିଭିନ୍ନ ଭାବରେ ମନୁଷ୍ୟଜାତିକୁ ପ୍ରଭାବିତ କରୁଛି। ଯଦିଓ ବିଜ୍ଞାନ ଅଗ୍ରଗତି କରୁଛି, ଏହା ସହ ତାଳ ଦେଇ ଅନ୍ୟାନ୍ୟ ଅସୁବିଧା ମଧ୍ୟ ବଢ଼ୁଛି। ନିକଟରେ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ଯେ ଅନିଦ୍ରା କାରଣରୁ ନାନାଦି ସ୍ବାସ୍ଥ୍ୟ ହାନିକାରକ ପରିସ୍ଥିତି...

  • ନିଉଜ ଆଲର୍ଟJul 15, 2017

    ବିଏସଏଫ ପକ୍ଷରୁ ୨୧.୭୩ଲକ୍ଷ ଟଙ୍କାର ସୁନା ଛଡ ଜବତ

    ନୂଆଦିଲ୍ଲୀ: ବିଏସଏଫ ପକ୍ଷରୁ ଉତ୍ତର ୨୪ପ୍ରଗଣା ଜିଲ୍ଲାର ବୋଗାଓଁ ରେଳ ଷ୍ଟେସନ ପରିସରରୁ ଏକ ବ୍ୟକ୍ତିଙ୍କ ଠାରୁ ୩ଟି ସୁନା ଛଡ ଜବତ କରାଯାଇଛି । ଏହି ସୁନା ଛଡର ଓଜନ ୭୬୪.୫୯ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ୨୧.୭୩ ଲକ୍ଷ...

  • ନିଉଜ ଆଲର୍ଟJul 14, 2017

    ଅପରେସନ୍‌ କ୍ଲିନ୍‌ ମନିର ଦ୍ୱିତୀୟ ପର୍ଯ୍ୟାୟ

    ନୂଆଦିଲ୍ଲୀ : ଆୟକର ବିଭାଗ ଏହାର ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ କ୍ଲିନ୍‌ ମନି ଅଭିଯାନରେ ବିମୁଦ୍ରାୟନ ପରେ ବହୁ ପରିମାଣରେ ଟଙ୍କା ଜମା କରିଥିôବା ୫.୫୬ ଲକ୍ଷ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି । ପ୍ରଥମ ଥର ପାଇଁ ଚଳିତବର୍ଷ ଏପ୍ରିଲରେ ସରକାର...

  • ନିଉଜ ଆଲର୍ଟJul 14, 2017

    ରେଳଯାତ୍ରୀଙ୍କ ପାଇଁ ନୂଆ ଆପ୍ଲିକେସନ ‘ରେଳ ସାରଥୀ’

    ନୂଆଦିଲ୍ଲୀ: ରେଳ ଉପଭୋକ୍ତାଙ୍କ ପାଇଁ ରେଳ ବିଭାଗ ଶୁକ୍ରବାର ଏକ ନୂଆ ମୋବାଇଲ ଆପ୍ଲିକେସନ ଆରମ୍ଭ କରିଛି । ‘ରେଳ ସାରଥୀ’ ନାମରେ ଥିବା ଏକ ଆପ୍ଲିକେସନ ସାହାଯ୍ୟରେ ରେଳଯାତ୍ରୀଙ୍କୁ ଅନେକ ପ୍ରକାର ସୁବିଧା ମିଳି ପାରିବ । ରେଳ ଟିକଟ...

  • ନିଉଜ ଆଲର୍ଟJul 14, 2017

    ଅମରନାଥ ଯାତ୍ରୀଙ୍କୁ ଆକ୍ରମଣର ତଦନ୍ତ କରିବ ଏସ୍‌ଆଇଟି

    ନୂଆଦିଲ୍ଲୀ : ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଜାମ୍ମୁ-କାଶ୍ମୀର ପୁଲିସ୍‌ ଏକ ୬ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଛି  । ଏହି ଦଳ ଆତଙ୍କବାଦୀ ଆକ୍ରମଣ ଘଟଣାର ସବୁ ଦିଗକୁ ଛାନଭିନ୍‌...

  • ନିଉଜ ଆଲର୍ଟJul 14, 2017

    ୨୬ରେ ବେଜିଂ ଯିବେ ଡୋଭାଲ

    ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସନ୍ତା ୨୬ ତାରିଖରେ ଚୀନ ଗସ୍ତରେ ଯିବେ । ଭାରତ-ଚୀନ ମଧ୍ୟରେ ବର୍ତ୍ତମାନ ଚାଲିଥିବା ସୀମା ବିବାଦକୁ ନେଇ ବିଶେଷ ଆଲୋଚନା କରିବାକୁ ଡୋଭାଲ ବେଜଂ ଯିବେ ବୋଲି ଜଣାପଡିଛି । ଡୋଭାଲ...

  • ନିଉଜ ଆଲର୍ଟJul 14, 2017

    ୨୦୧୮ ମାର୍ଚ୍ଚରେ କାର୍ଯ୍ୟକ୍ଷମ ହେବ ହରିଦାସପୁର-କେନ୍ଦ୍ରାପଡ଼ା ରେଳପଥ

    ଭୁବନେଶ୍ୱର  : ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ହରିଦାସପୁର-କେନ୍ଦ୍ରାପଡ଼ା ରେଳପଥକୁ କାର୍ଯ୍ୟକ୍ଷମ କରାଯିବ। ତେଣୁ ଆଗାମୀ ୮ ମାସ ମଧ୍ୟରେ ପ୍ରକଳ୍ପର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ଶୁକ୍ରବାର ସଚିବାଳୟରେ ପ୍ରକଳ୍ପ ପରିଚାଳନା କମିଟି ବୈଠକରେ ନିର୍ଦେଶ  ଦେଇଛନ୍ତି ମୁଖ୍ୟ...

  • ନିଉଜ ଆଲର୍ଟJul 14, 2017

    ସମ୍ବଲପୁରୀ ବସ୍ତ୍ର ପିନ୍ଧି ରାମ୍ପରେ ଚାଲିବେ ଅନ୍ତର୍ଜାତୀୟ ମଡେଲ

    ସମ୍ବଲପୁରୀ ଲୁଗାରେ ପ୍ରସ୍ତୁତ ଡିଜାଇନର ଡ୍ରେସ୍‌ ପିନ୍ଧି ରାମ୍ପରେ ଚାଲିବେ ଅନ୍ତର୍ଜାତୀୟ ସ୍ତରର ମଡେଲ । ଭୁବନେଶ୍ୱର ସ୍ୱସ୍ତି ପ୍ରିମିଅମରେ ଆୟୋଜିତ ହେବାକୁ ଥିବା ଫ୍ୟାସନ ୱିକରେ ଦେଖିବାକୁ ମିଳିବ ଏହାର ଝଲକ । ରାମ୍ପରେ ସମ୍ବଲପୁରୀ ସଂସ୍କୃତି ଓ ପରମ୍ପରା...

  • ନିଉଜ ଆଲର୍ଟJul 14, 2017

    ଶ୍ରୀନିବାସନ ଏବଂ ନିରଞ୍ଜନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

    ନୂଆଦିଲ୍ଳୀ : କ୍ରିକେଟ ବୋର୍ଡରେ ସଂସ୍କାର ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରାଶାସନିକ କମିଟି (ସିଓଏ)ର ଅଭିଯୋଗ ଆଧାରରେ ବିସିସିଆଇର ପୂର୍ବ ମୁଖ୍ୟ ଏନ୍‌ ଶ୍ରୀନିବାସନ ଏବଂ ନିରଞ୍ଜନ ସାହାଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି  । ସିଓଏ ପକ୍ଷରୁ ଅଭିଯୋଗ...

  • ନିଉଜ ଆଲର୍ଟJul 14, 2017

    ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀ ନିବାସ

      ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରାବାସ ଓ ଛାତ୍ରୀ ନିବାସ ତିଆରି କରାଯିବ । ଛାତ୍ରୀମାନଙ୍କ ପାଇଁ ୧୩୦ଟି ଛାତ୍ରୀ ନିବାସ ଓ ଛାତ୍ରଙ୍କ ପାଇଁ ୧୭୩ଟି ଛାତ୍ରାବାସ ବିଦ୍ୟାଳୟ ପରିସର ମଧ୍ୟରେ ତିଆରି...

  • ନିଉଜ ଆଲର୍ଟJul 14, 2017

    ବିଜେପି ନେତାଙ୍କ ବେନାମୀ ସମ୍ପତ୍ତି ଜବତ

    ଭୋପାଳ : ଆୟକର ବିଭାଗ ଭୋପାଳର ବିଜେପି ନେତା ସୁଶିଲ ବାସୱାନିଙ୍କ ୨ଟି ବେନାମୀ ସମ୍ପତ୍ତିକୁ ଜବତ କରିଥିବା ସୂଚନା ମିଳିଛି  । ସୁଶିଲଙ୍କ ନାମରେ ଅଭିଯୋଗ ରହିଛି ଯେ, ବିମୁଦ୍ରାୟନ ସମୟରେସେ ମହାନଗର ସହକାରୀ ବ୍ୟାଙ୍କ ଜରିଆରେ ପ୍ରାୟ ୧୫୦...

  • ନିଉଜ ଆଲର୍ଟJul 14, 2017

    ମେଡିକାଲ୍‌ କଲେଜ ନାମଲେଖା ପାଇଁ କାଉନ୍‌ସେଲିଂ ଆରମ୍ଭ

    ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ସରକାରୀ ତଥା ଘରୋଇ ମେଡିକାଲ୍‌ କଲେଜ୍‌ଗୁଡ଼ିକରେ ନାମଲେଖା ପାଇଁ ଶୁକ୍ରବାରଠାରୁ କାଉନ୍‌ସେଲିଂ ପ୍ରକି୍ରୟା ଆରମ୍ଭ ହୋଇଛି । ରାଜ୍ୟର ମୋଟ୍‌ ୮୫ପ୍ରତିଶତ ମେଡିକାଲ୍‌ ସିଟ୍‌ ପାଇଁ କାଉନ୍‌ସେଲିଂ ଚାଲିଛି । ଆଜି ପୂର୍ବାହ୍ନ ୧୦ଟାରୁ...

  • ନିଉଜ ଆଲର୍ଟJul 14, 2017

    ଦିଲ୍ଳୀ ଫେରିଲେ ରାମନାଥ ; ମୀରାଙ୍କ ଗସ୍ତ ବାତିଲ

    ଭୁବନେଶ୍ୱର : ଓଡ଼ିଶା ଆସିଥିବା ବିଜେପି ସମର୍ଥୀତ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଉଭୟ ବିଜେଡି ଏବଂ ବିଜେପି ବିଧାୟକ ଏବଂ ସାଂଦସ ମାନଙ୍କ ସାକ୍ଷାତ କରି ନୂଆଦିଲ୍ଳୀ ପ୍ରତ୍ୟାବର୍ତ୍ତନ କରିଛନ୍ତି  । ଅନ୍ୟ ପକ୍ଷରେ ୟୁପିଏ ପ୍ରାର୍ଥୀ ମୀରା...

  • ନିଉଜ ଆଲର୍ଟJul 14, 2017

    ମାଲ୍ୟାଙ୍କ ବିରୋଧରେ ଶୁଣାଣି ସ୍ଥଗିତ

    ନୂଆଦିଲ୍ଲୀ : ପଳାତକ ବିଶିଷ୍ଟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଚାଲିଥିବା ଅଦାଲତ ଅବମାନନା ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି  । ମାଲ୍ୟା କୋର୍ଟରେ ହାଜର ହେବା ପରେ ମାମଲାର ଶୁଣାଣି ପକ୍ରିୟା ପୁଣି ଆରମ୍ଭ ହେବ ବୋଲି ସୁପ୍ରିମକୋର୍ଟ...

  • ନିଉଜ ଆଲର୍ଟJul 14, 2017

    ସ୍ୱପ୍ନରେ ହେଉ ବା ସକାଳୁ ଉଠି ହେଉ, ଏହି ସବୁ ଦେଖିଲେ ହୋଇଥାଏ ଶୁଭ

    ଶୁଭ ଅଶୁଭକୁ ନେଇ ଲୋକଙ୍କ ମନରେ ବହୁତ ଅନ୍ଧବିଶ୍ବସ ରହିଥାଏ । ପହାନ୍ତିଆ ସ୍ବପ୍ନ ସତ ହୋଇଥାଏ ବୋଲି ବିଶ୍ବସ ରହିଛି । ଆସନ୍ତୁ ଜଣିବା ସ୍ବପ୍ନରେ କଣ ଦେଖିଲେ ଏବଂ ସକାଳୁ ଉଠିଲା ପରେ କଣ ଦେଖିଲେ ଶୁଭ ହୋଇଥାଏ।    ୧....

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |