• ନିଉଜ ଆଲର୍ଟJul 18, 2017

    'ଭାରତକୁ ଏକ ବୃହତ ଶକ୍ତି ଭାବେ ଚୀନ ବିବେଚନା କରୁ'

    ୱାଶିଂଟନ : ସିକିମ୍‌ର ଡୋକଲାମ ସେକ୍ଟରରେ ଭାରତ-ଚୀନ ମୁହାଁମୁହିଁ ପରିସ୍ଥିତିରେ ରହିଥିବାବେଳେ ଆମେରିକାର ପୂର୍ବତନ କୂଟନୀତିଜ୍ଞ ବେଜିଂକୁ ମୁହଁ ତୋଡ ଜବାବ ଦେଇଛନ୍ତି । ପିଟିଆଇ ସହ ଏକ ସାକ୍ଷାତକାର ବେଳେ ଆମେରିକାର ପୂର୍ବତନ କୂଟନୀତିଜ୍ଞ ନିଶା ଦେଶାଇ ବିଶ୍ୱାଳ କହିଛନ୍ତି...

  • ନିଉଜ ଆଲର୍ଟJul 18, 2017

    ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେବେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ!

    ଗୁଆହାଟୀ :  ବିଧାନ ସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପୂର୍ବରୁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ସୃହୋଜିଲେ ଲାଇଜେସୁ ଇସ୍ତଫା ଦେବେ ବୋଲି ସଙ୍କେତ ଦେଇଛନ୍ତି । ଫଳରେ ଶାସକ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ)ରେ ବିଭାଜନ ସୁନିଶ୍ଚିତ ହୋଇଯାଇଛି  । ନାଗାଲାଣ୍ଡ...

  • ନିଉଜ ଆଲର୍ଟJul 18, 2017

    ୧୧.୨୩ କୋଟି ମୂଲ୍ୟର ଅଚଳ ନୋଟ ଜବତ ହୋଇସାରିଛି

    ନୂଆଦିଲ୍ଲୀ : ଗତବର୍ଷ ନଭେମ୍ବର ୮ ମଧ୍ୟରାତ୍ରରୁ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ । ଏହି ବିମୁଦ୍ରାୟନ ପରଠାରୁ ଏପର୍ଯ୍ୟନ୍ତ ୨୯ଟି ରାଜ୍ୟରେ ୧୧.୨୩ କୋଟି ଟଙ୍କା ମୂଲ୍ୟର ଅଚଳ ନୋଟ ଜବତ...

  • ନିଉଜ ଆଲର୍ଟJul 18, 2017

    ଆଧାର କାର୍ଡ ସଂକ୍ରାନ୍ତ ମାମଲା : ୨୦ରେ ୯ ଜଣିଆ ସାମ୍ବିଧାନିକ ପୀଠରେ ଶୁଣାଣି

    ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୯ ଜଣିଆ ପୀଠ ଆସନ୍ତା ୨୦ରେ ଆଧାର କାର୍ଡ ପ୍ରସ୍ତୁତି ସଂକ୍ରାନ୍ତ ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି । ପ୍ରଧାନ ବିଚାରପତି ଜଷ୍ଟିସ ଜେ.ଏସ.ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ପୀଠ ମଙ୍ଗଳବାର ଏ ସଂକ୍ରାନ୍ତ ମାମଲାର...

  • ନିଉଜ ଆଲର୍ଟJul 17, 2017

    ନଦୀରେ ଆସିଲା ବନ୍ୟା ପାଣି,ଫସିଲେ କାଉଡିଆ

    ଭବାନୀପାଟଣା: ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାର ଅନେକ ଅଞ୍ଚଳ ବର୍ତ୍ତମାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛନ୍ତି । ରବିବାର ଠାରୁ କଳାହାଣ୍ଡିରେ ବର୍ଷା ଆରମ୍ଭ...

  • ନିଉଜ ଆଲର୍ଟJul 18, 2017

    ଭାରତୀୟ ଟିଭି ସିରିଏଲ ଉପରୁ ପାକ୍‌ କଟକଣା ହଟିଲା

    ଇସଲାମାବାଦ : ଭାରତୀୟ ଟେଲିଭିଜନ ସିରିଏଲ ଉପରେ ଲାଗୁ କରାଯାଇଥିବା କଟକଣାକୁ ପାକିସ୍ତାନ ପ୍ରତ୍ୟାହାର କରିନେଇଛି । ଲାହୋର ହାଇକୋର୍ଟରେ ଆଗତ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଏଭଳି କଟକଣାକୁ ବେଆଇନ ଦର୍ଶାଇଛନ୍ତି । ସମଗ୍ର ବିଶ୍ୱ ଏକ ପରିବାର...

  • ନିଉଜ ଆଲର୍ଟJul 18, 2017

    ପ୍ରଶାନ୍ତ ଭୂଷଣଙ୍କ ନାମରେ ମାନହାନୀ ମକଦ୍ଦମା

    ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ତଥା ଏସେଲ ଗ୍ରୁପ୍‌ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ବିଶିଷ୍ଟ ଆଇନଜୀବୀ ଆଡଭୋକେଟ ପ୍ରଶାନ୍ତ ଭୂଷଣଙ୍କ ନାମରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି  । ପ୍ରଶାନ୍ତ ଭୂଷଣ ଟ୍ୱିଟର ଯୋଗେ ଡ. ସୁବାସ ଚନ୍ଦ୍ରଙ୍କ ବିରୋଧରେ...

  • ନିଉଜ ଆଲର୍ଟJul 18, 2017

    ଜାକିର ନାଏକଙ୍କ ପାସପୋର୍ଟ ରଦ୍ଦ

    ମୁମ୍ବାଇ :  ଇସାଲମର ଧର୍ମ ପ୍ରଚାରକ ଜାକିର ନାଏକଙ୍କ ପାସପୋର୍ଟକୁ ଭାରତୀୟ ବର୍ହି ବ୍ୟାପାର ମନ୍ତ୍ରଣାଳୟ ରଦ୍ଦ କରିଦେଇଛି  । ଏକ ଆତଙ୍କବାଦ ମାମଲାରେ ଭୂମିକାକୁ ନେଇ ଜାତୀୟ ତଦନ୍ତକାରୀ ଦଳ (ଏନଆଇଏ) ପକ୍ଷରୁ ଜାକିର ନାଏକଙ୍କ ଖୋଜା ଯାଉଥିଲା  ।...

  • ନିଉଜ ଆଲର୍ଟJul 18, 2017

    କଟକ: ନୟାସଡକ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦିନ ଦ୍ୱିପହରରେ ୯ଲକ୍ଷରୁ ଅଧିକ ଟଙ୍କା ଲୁଟ

      କଟକ:ସହରର ବ୍ୟସ୍ତ ବହୁଳ  ନୟାସଡ଼କରେ ଥିବା  ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ମଙ୍ଗଳବାର ଦିନବେଳେ  ଦୁର୍ବୃତ୍ତମାନେ   ୯ ଲକ୍ଷରୁ ଅଧିକ ଟଙ୍କା ଲୁଟ କରି ନେଇଛନ୍ତି । ଦିନ ୧୨ ସମୟରେ ୪ ଜଣ ଡକାୟତ ଗ୍ରାହକ ବେଶରେ ଆସି...

  • ନିଉଜ ଆଲର୍ଟJul 18, 2017

    ତେଜସ୍ୱୀ ଜିଦରେ ଅଟଳ, କଂଗ୍ରେସକୁ ଭରସା କଲେ ନୀତୀଶ

    ପାଟନା : ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଇସ୍ତଫା ପ୍ରସଙ୍ଗକୁ କେନ୍ଦ୍ରକରି ବିହାରରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଜଟିଳ ଆକାର ଧାରଣ କରୁଥିବାବେଳେ ମହାମେଣ୍ଟ ସରକାରର ଦୁଇ ପ୍ରମୁଖ ଦଳ ଜେଡିୟୁ ଓ ଆରଜେଡି ମୁହାଁମୁହିଁ ସ୍ଥିତିରେ ଉପନୀତ ହୋଇଛନ୍ତି ।...

  • ନିଉଜ ଆଲର୍ଟJul 18, 2017

    ମୋବାଇଲ ଫୋନ ମନା କରିବାରୁ ମେଜରଙ୍କୁ ହତ୍ୟା

    ଶ୍ରୀନଗର : କର୍ତ୍ତବ୍ୟ ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବାକୁ ନିର୍ଦେଶ ଦେଇଥିବାରୁ ସେନାର ଜଣେ ଯବାନ ଉପରିସ୍ଥ ମେଜରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଘଟଣାଟି ମଙ୍ଗଳବାର ଜାମ୍ମୁ କାଶ୍ମୀରର ବାରମୂଳ ଜିଲା ଅନ୍ତର୍ଗତ ଉରି ସେକ୍ଟରରେ ଘଟିଛି...

  • ନିଉଜ ଆଲର୍ଟJul 18, 2017

    ଦାର୍ଜିଲିଂରେ ସାନି ହିଂସା

    ଦାର୍ଜିଲିଂ: କିଛି ଦିନର ନିରବତା ପରେ ଦାର୍ଜିଲିଂ ଉପତ୍ୟକାରେ ଗୋର୍ଖାଲାଣ୍ଡ ବିକ୍ଷୋଭକାରୀମାନେ ପୁଣି ଉତ୍ପାତ ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର ଗୋର୍ଖାଲାଣ୍ଡ ରାଜ୍ୟ ଦାବିରେ ଆନେ୍ଦାଳନର ନେତୃତ୍ୱ ନେଉଥିବା ଜିଜେଏମ (ଗୋର୍ଖା ଜନମୁକ୍ତି ମୋର୍ଚ୍ଚା)ର ସମର୍ଥକମାନେ ମଙ୍ଗଳବାର ଦାର୍ଜିଂଲିଂରୁ ୨୫ କିମି...

  • ନିଉଜ ଆଲର୍ଟJul 18, 2017

    ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କଲା ରାଜ୍ୟ

     ଭୁବନେଶ୍ୱର: ୧୮୧୭ରେ ଓଡ଼ିଶାର ଖୋର୍ଦ୍ଧା ଗଡ଼ରେ ଇଂରେଜଙ୍କ ବିରୋଧରେ ସଂଗଠିତ ହୋଇଥିବା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି। ମଙ୍ଗଳବାରରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ...

  • ନିଉଜ ଆଲର୍ଟJul 18, 2017

    ଅଲଗା ପତାକା ବ୍ୟବହାର ଲାଗି କର୍ଣ୍ଣାଟକର ଦାବି

    ବେଙ୍ଗାଲୁରୁ : ଜାମ୍ମୁ-କାଶ୍ମୀର ଭଳି ନିଜର ଅଲଗା ରାଜ୍ୟ ପତାକା ବ୍ୟବହାର କରିବା  ଲାଗି କର୍ଣ୍ଣାଟକ ଦାବି ଉଠାଇଛି । ଏପରିକି ଅଲଗା ପତାକା ବ୍ୟବହାର ସମ୍ପର୍କରେ ଆଇନଗତ ପ୍ରକ୍ରିୟା ଉପରେ ବିଚାର କରିବା ଲାଗି ରାଜ୍ୟ ସରକାର କମିଟି ଗଠନ...

  • ନିଉଜ ଆଲର୍ଟJul 18, 2017

    ଜାହିରଙ୍କ ଉପରେ ଭାରିପଡ଼ିଲେ ମାତ୍ର ୫ ୱିକେଟ ନେଇଥିବା ଭରତ ଅରୁଣ

    ନୂଆଦିଲ୍ଲୀ :  ଭାରତୀୟ କ୍ରିକେଟ ଦଳର ବୋଲିଂ ପ୍ରଶିକ୍ଷକ ନିଯୁକ୍ତି ନେଇ ଲାଗିରହିଥିବା ନାଟକବାଜିର ଅନ୍ତ ଘଟିଛି  । ମଙ୍ଗଳବାର ବିସିସିଆଇ ଭାରତୀୟ କ୍ରିକେଟ ଦଳ ବୋଲିଂ ପ୍ରଶିକ୍ଷକ ଭାବେ ଭରତ ଅରୁଣଙ୍କୁ ନିଯୁକ୍ତି ଦେଇଛି  । ଭରତ ଅରୁଣ ଏବେ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |