• ନିଉଜ ଆଲର୍ଟJul 20, 2017

    ବର୍ଷା ପ୍ରଭାବ ଆହୁରି ୨୪ଘଣ୍ଟା

    ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର, ଉପକୂଳ ଓଡ଼ିଶା ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଥିବା ଲଘୁଚାପ ଗତକାଲି ରାତିରେ ପୁରୀର ଦକ୍ଷିଣକୁ ୫୦କିମି ଏବଂ ଭୁବନେଶ୍ୱରଠାରୁ ଦକ୍ଷିଣ ପଶ୍ଚିମରେ ୭୦କିମି ଦୂରରେ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ...

  • ନିଉଜ ଆଲର୍ଟJul 20, 2017

    ନବନିର୍ମାଣ କୃଷକ ସଂଗଠନର ଚାଷୀ ସମାବେଶ

    ଚଣ୍ଡିଖୋଲ/ବଡ଼ଚଣା  : ପରିବାର ଅଭାବୀ ବିକି୍ର ପ୍ରତିବାଦରେ ଶତାଧିକ ଚାଷୀ ବୁଧବାର ଜାତୀୟ ରାଜପଥ ଅବରୋଧ କରିବା ସହ ରାସ୍ତା ଉପରେ ପରିବା, ଚିନାବାଦାମ, ମୁଗ, ବିରି, କ୍ଷୀର ଆଦି ଢଳିଥିବା ଜଣାପଡ଼ିଛି । ନବନିର୍ମାଣ କୃଷକ ସଂଗଠନ, ଯାଜପୁର ଜିଲା...

  • ନିଉଜ ଆଲର୍ଟJul 20, 2017

    ଭିମସାର୍‌ରେ ଲାଞ୍ଚନେଇ ଜଣେ ନିଲମ୍ବିତ , ୩ ବହିଷ୍କୃତ

       ବୁର୍ଲା : ବୁର୍ଲା ଭିମସାରରେ ଆଜି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ୨୦୦ ଟଙ୍କା ଲେଖାଏଁ ଲାଞ୍ଚ ନେବା ଅଭିଯୋଗରେ ଜଣେ ସ୍ଥାୟୀ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ନିଲମ୍ବନ ଓ ୩ ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି । ସ୍ତ୍ରୀ ରୋଗ...

  • ନିଉଜ ଆଲର୍ଟJul 20, 2017

    ଓଡ଼ିଶାରେ ୫ଟି ସମେତ ୫୮ଟି ନୂତନ ମେଡିକାଲ କଲେଜ

      ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ୫ଟି ଜିଲା ସମେତ ଦେଶର ୨୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ମୋଟ ୫୮ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି  । ସେଥିମଧ୍ୟରୁ ୫୫...

  • ନିଉଜ ଆଲର୍ଟJul 20, 2017

    ଦଶଟି ନୂତନ ଭାରିଜଳ ରିଆକ୍ଟର ସ୍ଥାପନ ପାଇଁ ମଞ୍ଜୁରି

      ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ଦଶଟି ନୂତନ ପ୍ରେସରାଇଜଡ଼ ହେଭି ୱାଟର ରିଆକ୍ଟର(ପିଏଚଡ଼ବ୍ଲୁଆର) ସ୍ଥାପନ ପାଇଁ ସରକାର ପ୍ରଶାସନିକ ତଥା ଅର୍ଥ ମଞ୍ଜୁର କରିଛନ୍ତି । ଏହିସବୁ ରିଆକ୍ଟର କାଇଗା ( କର୍ଣ୍ଣାଟକ), ଗୋରଖପୁର (ହରିଆଣା), ଚୁଟକା(ମ୍ମପ୍ରଦେଶ) ଏବଂ ମାହୀ...

  • ନିଉଜ ଆଲର୍ଟJul 20, 2017

    ଭାରତ- ଅଷ୍ଟ୍ରେଲିଆ ମୁକାବିଲା ଆଜି

    ଡର୍ବି : ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌  ୨ୟ ସେମିଫାଇନାଲରେ ମ୍ୟାଚରେ ଆଜି ଭାରତ- ଅଷ୍ଟ୍ରେଲିଆକୁ ଭେଟୁଛି  । ୧୮୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସେମିଫାଇନାଲରେ ପହଞ୍ଚିଛି । ଚଳିତ ଥର ଭାରତ ଲଗାତର ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ...

  • ନିଉଜ ଆଲର୍ଟJul 20, 2017

    ନୂଆଦିଲ୍ଲୀରେ ଆଜି ପାଳିତ ହେଉଛି ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ

    ନୂଆଦିଲ୍ଲୀ: ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଳନ କରାଯାଉଛି।  ଏକ ବର୍ଷ ବ୍ୟାପୀ ପାଳନ ହେବାକୁଥିବା ଏହି ଉତ୍ସବକୁ ଆଜି ସଂଧ୍ୟା ୬ଟା ୪୫ମିନିଟରେ  ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  ଉଦଘାଟନ କରିବେ । କେନ୍ଦ୍ର...

  • ନିଉଜ ଆଲର୍ଟJul 20, 2017

    ଚତୁର୍ଦଶ ରାଷ୍ଟ୍ରପତି ନିର୍ବାଚନ : ଆଜି ଭୋଟ ଗଣନା

    ନୂଆଦିଲ୍ଲୀ :  ଭାରତର ଚତୁର୍ଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ ଗଣନା ହେଉଛି  ।  ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଏବଂ ଉପାର  ମୀରା କୁମାରଙ୍କ  ମଧ୍ୟରୁ କିଏ ଦେଶର ଆଗାମୀ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ ତାହା ସ୍ପଷ୍ଟ...

  • ନିଉଜ ଆଲର୍ଟJul 20, 2017

    ଗୋପନୀୟତା ବ୍ୟକ୍ତିର ନିରଙ୍କୁଶ ଅଧିକାର ନୁହେଁ: ସୁପ୍ରିମକୋର୍ଟ

      ନୂଆଦିଲ୍ଲୀ : ଗୋପନୀୟତା ଅଧିକାର ବ୍ୟକ୍ତିର ଏକ ନିରଙ୍କୁଶ ଅଧିକାର ନୁହେଁ; ରାଷ୍ଟ୍ର ଏହା ଉପରେ କଟକଣା ଲଗାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଗୋପନୀୟତା ଅଧିକାରକୁ ମୌଳିକ ଅଧିକାର ପରିସରଭୁକ୍ତ କରାଯିବ କି ନାହିଁ ତା’ ଉପରେ ସୁପ୍ରିମକୋର୍ଟ...

  • ନିଉଜ ଆଲର୍ଟJul 20, 2017

    ପରଲୋକରେ ପ୍ରଫେସର ଖଗେଶ୍ୱର ମହାପାତ୍ର

    ଭୁବନେଶ୍ୱର : ବିଶିଷ୍ଟ ସମାଲୋଚକ, ଭାଷାତତ୍ତ୍ୱବିତ୍, ଆଦିବାସୀ ସଂସ୍କୃତିର ଗବେଷକ ପ୍ରଫେସର ଖଗେଶ୍ୱର ମହାପାତ୍ର ଆଉ ନାହାନ୍ତି । ବୁଧବାର ସକାଳେ ଏଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ୮୭ ବର୍ଷ ହୋଇଥିଲା...

  • ନିଉଜ ଆଲର୍ଟJul 20, 2017

    ପୁଣିଥରେ ବ୍ରହ୍ମବିଭ୍ରାଟ ତଦନ୍ତ ଆରମ୍ଭ

    ପୁରୀ: ବ୍ରହ୍ମ ସଂସ୍ଥାପନ ବିଭ୍ରାଟର ୨ବର୍ଷ ପରେ ପୁଣି ଖୋଲିଲା ତଦନ୍ତ ଫାଇଲ୍‌ । ଶ୍ରୀମନ୍ଦିର ପରିଚାଳନା କମିଟି ଅନୁରୋଧକୁ ସମ୍ମାନ ଜଣାଇ ତଦନ୍ତ ରିପୋର୍ଟ ଦେବାକୁ ରାଜି ହୋଇଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ । ତେଣୁ ବୁଧବାର ଜଣେ ଅଧିକାରୀଙ୍କ...

  • ନିଉଜ ଆଲର୍ଟJul 19, 2017

    ସୂର୍ଯ୍ୟମନ୍ଦିର ପରିସରରେ ଲାଇଟ ଏଣ୍ଡ ସାଉଣ୍ଡ ସୋ'ର ପରୀକ୍ଷାମୂଳକ ପ୍ରଦର୍ଶନ

      କୋଣାର୍କ : ସୂର୍ଯ୍ୟମନ୍ଦିର ପରିସରରେ ଲାଇଟ ଏଣ୍ଡ ସାଉଣ୍ଡ ସୋ'ର ପରୀକ୍ଷାମୂଳକ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି  । ବୁଧବାର ସନ୍ଧ୍ୟା ୭ଟା୩୦ରେ ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ସୂର୍ଯ୍ୟମନ୍ଦିର ପରିସରରେ ଉପସ୍ଥିତ ରହି ଏହି ପ୍ରଦର୍ଶନକୁ...

  • ନିଉଜ ଆଲର୍ଟJul 19, 2017

    ଏଣିକି ହରିଶ୍ଚନ୍ଦ୍ର ସହାୟତା ଅନ୍‌ଲାଇନରେ

    ଭୁବନେଶ୍ୱର  :  ହରିଶ୍ଚନ୍ଦ୍ର ସହାୟତା ରାଶି ଅନଲାଇନରେ ପ୍ରଦାନ କରାଯିବା ନିମନ୍ତେ ପାଇଲଟ ଭିତ୍ତିରେ ଆରମ୍ଭ ହୋଇଥିବା ପ୍ରକଳ୍ପ ସଫଳ ହେବା ପରେ ଏହା ଅଧିକ ୫ଟି ଜିଲାକୁ ସମ୍ପ୍ରସାରଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ...

  • ନିଉଜ ଆଲର୍ଟJul 19, 2017

    ପାକିସ୍ତାନ ଆତଙ୍କବାଦ ପ୍ରାୟୋଜକ ଦେଶ: ଆମେରିକା

      ୱାଶିଂଟନ : ବିଶ୍ୱ ଆତଙ୍କବାଦ ଦମନ କ୍ଷେତ୍ରରେ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବକ ପାକିସ୍ତାନକୁ ଏକ ଆତଙ୍କବାଦ ପ୍ରାୟୋଜକ ରାଷ୍ଟ୍ର ଭାବେ ଘୋଷଣା କରିଛି । ବୁଧବାର ଆମେରିକା ଆତଙ୍କବାଦୀ ସଂଗଠନକୁ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଦେଶ...

  • ନିଉଜ ଆଲର୍ଟJul 19, 2017

    ୫ଟି ସଡ଼କ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ : ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

      ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଆସନ୍ତା ଶୁକ୍ରବାର ୨୧ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗସ୍ତକାଳରେ ଶ୍ରୀ ଗଡକରୀ ସେହିଦିନ ପୂର୍ବାହ୍ନ ୧୧ଟାରେ ରାଉରକେଲା ନିକଟରେ ବହୁ ପ୍ରତିକ୍ଷୀତ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |