• ନିଉଜ ଆଲର୍ଟJul 20, 2017

    ୪ର୍ଥ ଦିନ ପାଇଁ ସଂସଦ ମୁଲତବୀ

    ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ, ଏଚ-୧ବି ଭିସା ପ୍ରସଙ୍ଗ ଓ  ଗୋସୁରକ୍ଷା ସମ୍ପର୍କିତ ହିଂସାକାଣ୍ଡକୁ ନେଇ ଚତୁର୍ଥ ଦିନ ପାଇଁ ସଂସଦ ମୁଲତବୀ ରହିଛି । କଂଗ୍ରେସ ନେତୃତ୍ୱ  ମିଳିତ ବିରୋଧୀ ଦଳ ଗୋସୁରକ୍ଷା ନାମରେ ଘଟୁଥିବା ହିଂସାକାଣ୍ଡ ପାଇଁ...

  • ନିଉଜ ଆଲର୍ଟJul 20, 2017

    ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି ଭାରତ

    ନୂଆଦିଲ୍ଳୀ : ଚୀନ ଆକ୍ରମଣର ମୁକାବିଲା ପାଇଁ ଭାରତ ସକ୍ଷମ ବୋଲି ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ ଲୋକସଭାରେ କହିବାର ମାତ୍ର କିଛି ଘଣ୍ଟା ପରେ ଚୀନ ସହ ସମସ୍ତ ସୀମା ବିବାଦର ସମଧାନ ଭାରତ ଶାନ୍ତିପୂର୍ଣ୍ଣ ଉପାୟରେ ଚାହୁଁଛି...

  • ନିଉଜ ଆଲର୍ଟJul 20, 2017

    ନବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ପର୍କରେ କିଛି..

    ରାମନାଥ କୋବିନ୍ଦ  ପୁରା ନାମ- ରାମନାଥ କୋବିନ୍ଦ ପିତା- ସ୍ୱର୍ଗତ ଶ୍ରୀ ମାଇକୁ ଲାଲ ମାତା- ସ୍ୱର୍ଗତ ଶ୍ରୀମତୀ କଳବାତୀ  ଜନ୍ମ ତାରିଖ- ୧୯୪୫,ଅକ୍ଟୋବର ୧ ତାରିଖ  ଜନ୍ମସ୍ଥାନ- ପାାରାଙ୍ଖୁ,ଜିଲ୍ଲା କାନପୁର,ଉତ୍ତରପ୍ରଦେଶ ପତ୍ନୀ- ଶ୍ରୀମତୀ ସବିତା ଶିକ୍ଷାଗତ ଯୋଗ୍ୟତା-ବି କମ୍‌,ଏଲଏଲବି(ଡିଏଭି କଲେଜ,କାନପୁର) ଗୁରୁତ୍ୱପୂର୍ଣ୍ଣ ପଦପଦବୀ ୧୯୭୧-୧୯୭୫ ଅଖିଳ ଭାରତୀୟକୋଲି ସମାଜ ସାଧାରଣ ସମ୍ପାଦକ  ୧୯୭୭-୧୯୭୯ ଓକିଲ,...

  • ନିଉଜ ଆଲର୍ଟJul 20, 2017

    ସେନା ଗାଡି ଧକ୍କାରେ ବାଳିକା ମୃତ, ବିକ୍ଷୋଭ

    ଶ୍ରୀନଗର : ଜାମ୍ମୁ-କାଶ୍ମୀର ସୋପିଆନ ଜିଲା ଆଗ୍‌ଲାର ଜୈନାପୋରା ଅଞ୍ଚଳରେ ଗୁରୁବାର ଭାରତୀୟ ସେନା ଗାଡ଼ି ଧକ୍କାରେ ଜଣେ ୯ ବର୍ଷିୟା ବାଳିକାର ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରୁଫା ନାମ୍ନୀ...

  • ନିଉଜ ଆଲର୍ଟJul 20, 2017

    ରୂପା ଗାଙ୍ଗୁଲିଙ୍କୁ ସିଆଇଡି ନୋଟିସ

    କଲକାତା : ଶିଶୁ ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ପୁଲିସର କ୍ରାଇମବ୍ରାଞ୍ଚ (ସିଅରଇଡି) ପକ୍ଷରୁ ବିଜେପି ସାଂସଦ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କୁ ନୋଟିସ ଜାରି କରାଯାଇଛି । ଶିଶୁ ଚାଲାଣ ଅଭିଯୋଗରେ ପୁଲିସ ଚଳିତବର୍ଷ ଫେବୃଆରୀରେ ଚନ୍ଦନା ଚକ୍ରବର୍ତ୍ତୀ ନାମ୍ନୀ...

  • ନିଉଜ ଆଲର୍ଟJul 20, 2017

    ଭାରତୀୟ ଉପ ଉଚ୍ଚାୟୁକ୍ତଙ୍କୁ ସମନ

    ଇସଲାମାବାଦ : ନିୟନ୍ତ୍ରଣ ରେଖାରେ ଭାରତୀୟ ସୈନ୍ୟଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଥିବା ଅଭିଯୋଗରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏଠାରେ ଅବସ୍ଥାପିତ ଭାରତୀୟ ଉପ ଉଚ୍ଚାୟୁକ୍ତ ଜେ.ପି.ସିଂହଙ୍କୁ ସମନ ଜାରି କରାଯାଇଛି । ଜାମ୍ମୁ କାଶ୍ମୀରର ନିକିଆଲ ଓ...

  • ନିଉଜ ଆଲର୍ଟJul 20, 2017

    ସୁନନ୍ଦା ପୁଷ୍କର ହତ୍ୟାମାମଲା : ୩ ଦିନରେ ରିପୋର୍ଟ ଦେବାକୁ ନିର୍ଦେଶ

    ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ହତ୍ୟାମାମଲାରେ ତିିନି ଦିନ ମଧ୍ୟରେ ତଦନ୍ତ ସମ୍ପର୍କିତ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ସ୍ଥାନୀୟ ପୁଲିସକୁ ନିର୍ଦେଶ ଦେଇଛନ୍ତି । ଏହି ରିପୋର୍ଟର ଏକ ନକଲ ପିଟିସନଧାରୀ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ମଧ୍ୟ ପ୍ରଦାନ...

  • ନିଉଜ ଆଲର୍ଟJul 20, 2017

    ମାୟାବତୀଙ୍କ ଇସ୍ତଫା ମଞ୍ଜୁର

    ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟି (ବିଏସ୍‌ପି)ସୁପ୍ରିମୋ ମାୟାବତୀଙ୍କ ଇସ୍ତଫାକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ହମିଦ ଆନସାରୀ ଗ୍ରହଣ କରିଛନ୍ତି  । ଏନେଇ ସେ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏକ ଧାଡିଆ ଇସ୍ତଫାପତ୍ର ପ୍ରଦାନ କରିଥିଲେ  । ଏହାପରେ ରାଜ୍ୟସଭା...

  • ନିଉଜ ଆଲର୍ଟJul 20, 2017

    ବିଧାୟକଙ୍କ ଦରମା ଦ୍ୱିଗୁଣ ବୃଦ୍ଧି ପ୍ରତିବାଦରେ ଚାଷୀଙ୍କ ବିକ୍ଷୋଭ

    ନୂଆଦିଲ୍ଲୀ : ତାମିଲନାଡୁ ବିଧାୟକଙ୍କ ଦରମାରେ ୧୦୦% ବୃଦ୍ଧିକୁ ବିରୋଧ କରି ତାମିଲନାଡୁ ଚାଷୀମାନେ ନୂଆଦିଲ୍ଲୀ ଜନ୍ତରମନ୍ତରଠାରେ ପିନ୍ଧା ଜୋତାକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି  । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ତାମିଲନାଡୁ ବିଧାୟକଙ୍କ ଦରମାରେ ୧୦୦% ବୃଦ୍ଧି ନେଇ ଘୋଷଣା...

  • ନିଉଜ ଆଲର୍ଟJul 20, 2017

    ଅଦାଲତରେ ଭୂଷଣ ଷ୍ଟିଲ-ଏସ୍‌ବିଆଇ ବିବାଦ

    ନୂଆଦିଲ୍ଲୀ : ବାକିଆ ଋଣ ଟଙ୍କାକୁ ନେଇ ଭୂଷଣ ଷ୍ଟିଲ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ମଧ୍ୟରେ ବିବାଦ ସୃଷ୍ଟି ହୋଇଛି  । ଏହାକୁ ନେଇ ଉଭୟ ଜାତୀୟ କମ୍ପାନୀ ଆଇନ୍‌ ଅଦାଲତ (ଏନ୍‌ସିଏଲଟି)ର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ...

  • ନିଉଜ ଆଲର୍ଟJul 20, 2017

    କେଶ ଝଡିବା ଓ ରୁପି ସମସ୍ୟାର ଘରୋଇ ଉପଚାର

    ଯୁବତୀ ତଥା ମହିଳାଙ୍କ ଘନ କଳା କେଶ ଝଡ଼ିବାର ଅନ୍ୟତମ ପ୍ରମୁଖ ସମସ୍ୟା ହେଉଛି ରୁପି ହେବା। ଏଥିପାଇଁ ଚିନ୍ତିତ ନ ହୋଇ ବରଂ କେତେକ ଘରୋଇ ଉପଚାରରେ ରକ୍ଷା ପାଇହେବ। - ମୁଲାତାନି ମାଟି କେଶ ପାଇଁ ଏକ ଉତ୍ତମ ପ୍ୟାକ୍।...

  • ନିଉଜ ଆଲର୍ଟJul 20, 2017

    କାନପୁର ଜଳସେଚନ ପ୍ରକଳ୍ପ କାମ ଆରମ୍ଭ

    କେନ୍ଦୁଝର: ଅଟକି ରହିଥିବା କାନପୁର ଜଳସେଚନ ପ୍ରକଳ୍ପ କାମ ପୁଣି ଥରେ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲାପାଳ  ଡ. ଏନ.ତିରୁମାଲା ନାଏକ,ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ,ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.କୁଳମଣି ବିଶ୍ୱାଳ ଏବଂ ଚମ୍ପୁଆ ଉପ-ଜିଲ୍ଲାପାଳ ଗୌରହରି ବେହେରାଙ୍କ...

  • ନିଉଜ ଆଲର୍ଟJul 20, 2017

    କୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇଲେ ମୀରା

    ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବଡ଼ ବିଜୟ ପରେ ଉପାର ପରାଜିତ ପ୍ରାର୍ଥିନୀ ମୀରା କୁମାର କୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ମୀରା କହିଥିଲେ ଯେ, କୋବିନ୍ଦଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଉଛି...

  • ନିଉଜ ଆଲର୍ଟJul 20, 2017

    ବାଂଲାଦେଶୀ ନାଗରିକଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ

    କୁଜଙ୍ଗ:ସନ୍ଦିଗ୍ଧ ଅବସ୍ଥାରେ ଧରାପଡିଥିବା ଏକ ବାଂଲାଦେଶୀ ନାଗରିକଙ୍କୁ ଗୁରୁବାର କୁଜଙ୍ଗ ଜେଏମଏଫସି କୋର୍ଟ ପକ୍ଷରୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୩ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦିଆଯାଇଛି ।ପ୍ରକାଶଯୋଗ୍ୟଯେ ଗତ ବର୍ଷ ମାର୍ଚ୍ଚ ୧୭ ତାରିଖରେ ଖୋକନ ସେକ ଓରଫ ମିଜାଉର...

  • ନିଉଜ ଆଲର୍ଟJul 20, 2017

    ଅବସର ନେବା ଦିନ ହିଁ ମିଳିବ ପିଏଫ୍‌ ଏବଂ ପେନସନ୍‌ ଟଙ୍କା

    ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରୁ ଅବସର ନେବା ଦିନରେ ହିଁ କର୍ମଚାରୀଙ୍କୁ ପିଏଫ୍‌ ଏବଂ ପେନସନ ଟଙ୍କା ପ୍ରଦାନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି । ଶ୍ରମମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ଏ ସମ୍ପର୍କରେ ରାଜ୍ୟସଭାରେ ସୂଚନା ଦେବା ସହ ସଂସଦକୁ ଜଣାଇଥିଲେ । ଏହାପରେ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |