• ନିଉଜ ଆଲର୍ଟJul 21, 2017

    ଇଞ୍ଜିନିୟରିଂ ଶିକ୍ଷା ପ୍ରତି କମୁଛି ଆଗ୍ରହ, ଖାଲି ପଡ଼ିଛି ୩୩,୫୦୦

    ଭୁବନେଶ୍ୱର  : ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବା ଲକ୍ଷ୍ୟ କରାଯାଉଛି । କିଛି ବର୍ଷ ତଳେ ଏହି ପାଠପ୍ରତି ବେଶ୍‌ ଆକର୍ଷଣ ଥିଲା । ଏପରିକି ସିଟ୍‌ ପାଇବା ପାଇଁ ପ୍ରତିଯୋଗିତା ଲକ୍ଷ୍ୟ କରାଯାଉଥିଲା । ଏବେ ସମୟ...

  • ନିଉଜ ଆଲର୍ଟJul 21, 2017

    ୧୨ଜିଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା

    ଭୁବନେଶ୍ୱର :  ରାଜ୍ୟରେ ଏ ପର୍ଯ୍ୟନ୍ତ ଆବଶ୍ୟକତାଠାରୁ ୭ପ୍ରତିଶତ ଅଧିକ ବର୍ଷା ହୋଇଛି । ଅଧିକ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ବିଶେଷ କରି ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି ନବରଙ୍ଗପୁର ସମେତ  ୧୨ଟି ଜିଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା...

  • ନିଉଜ ଆଲର୍ଟJul 21, 2017

    ୧୫୮ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ସଂକ୍ରାନ୍ତ ରିପୋର୍ଟ ମାଗିଲେ ସରକାର

      ଭୁବନେଶ୍ୱର : ସମ୍ପ୍ରତି  ବନ୍ୟା ପରିସ୍ଥିତି ଜଟିଳ ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି  । ଅପରପକ୍ଷରେ ବନ୍ୟାଞ୍ଚଳ ଜିଲାଗୁଡ଼ିକରେ ପୂର୍ବ ଯୋଜନା ମୁତାବକ  ...

  • ନିଉଜ ଆଲର୍ଟJul 21, 2017

    ଲାଞ୍ଚ ମାଗିଲେ ଫୋନ କର

     କଟକ : ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ହେଉଥିବା ଦୁର୍ନୀତି ରୋକିବାକୁ ଭିଜିଲାନ୍ସ ପଦକ୍ଷେପ ଗ୍ରହଣ କରିଛି । ଗୃହ ନିର୍ମାଣ ପାଇଁ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଉକ୍ରୋଚ ମାଗିଲେ ସଙ୍ଗେସଙ୍ଗେ ଭିଜିଲାନ୍ସକୁ ଖବର ଦେବାକୁ ଭିଜିଲାନ୍ସ ଡିଜି ପରାମର୍ଶ...

  • ନିଉଜ ଆଲର୍ଟJul 21, 2017

    ଫାଇନାଲରେ ଭାରତ : ଅଷ୍ଟ୍ରେଲିଆ ୩୬ ରନରେ ପରାସ୍ତ

    ଡର୍ବି : ଭାରତ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରି ଭାରତ ୨ୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଅନୁଷ୍ଠିତ ୨ୟ ସେମିଫାଇନାଲରେ ମ୍ୟାଚରେ ଭାରତ-...

  • ନିଉଜ ଆଲର୍ଟJul 21, 2017

    ସ୍ୱାଭାବିକ ହେଉଛି ବନ୍ୟା ପରିସ୍ଥିତି

    ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁରରେ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଭୁବନେଶ୍ୱର, : ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁର ଜିଲାରେ ବନ୍ୟା ପରିସ୍ଥିତି କ୍ରମଶଃ ସ୍ୱାଭାବିକ ହେବାରେ ଲାଗିଛି । ମାତ୍ର ବନ୍ୟା ପ୍ରଭାବରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ପ୍ରାୟ ୪ଲକ୍ଷ ହେକ୍ଟର ଚାଷ...

  • ନିଉଜ ଆଲର୍ଟJul 21, 2017

    କୋବିନ୍ଦଙ୍କ ଗାଁ ଉତ୍ସବମୁଖର

    ପରୌଁଖ,: ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ତାଙ୍କ ପୈତୃକ ଗ୍ରାମ ଉତ୍ତରପ୍ରଦେଶ କାନପୁରସ୍ଥିତ ପରୌଁଖଦେରା ଏବେ ଉତ୍ସବ ମୁଖର ହୋଇଉଠିଛି । ଗାଁରେ ଏବେ ହୋଲି ଓ ଦୀପାବଳିର ପରିବେଶ ସୃଷ୍ଟି ହୋଇଛି । ଲୋକମାନେ ବାଣ...

  • ନିଉଜ ଆଲର୍ଟJul 21, 2017

    ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ତିନି ବର୍ଷ ପରେ ବ୍ରାହ୍ମଣୀ ନଦୀ ସେତୁ ନିର୍ମାଣର ଭୂମି ପୂଜନ

    ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ବ୍ରାହ୍ମଣୀ ନଦୀ ଉପରେ ୬ ଲେନ ବିଶିଷ୍ଟ ଆଧୁନିକ ସେତୁ ନିର୍ମାଣର ଭୂମିପୂଜନ ଶୁକ୍ରବାର ଅନୁଷ୍ଠିତ ହେଉଛି  । କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀ ଏଥିପାଇଁ ଦିନିକିଆ...

  • ନିଉଜ ଆଲର୍ଟJul 20, 2017

    ପୁରୀର ଆଉ ୨୦ ହୋଟେଲକୁ ୧ଲକ୍ଷ ଲେଖାଏଁ ଜୋରିମାନା

    ପୁରୀ: ପୁରୀ ସମୁଦ୍ରକୂଳରେ ଥିବା ଆଉ ୨୦ଟି ହୋଟେଲକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୁରୁବାର ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛି  । ଜଳ ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ ଆଇନ - ୧୯୭୪ ଅନୁଯାୟୀ ହୋଟେଲ ଶିଳ୍ପ...

  • ନିଉଜ ଆଲର୍ଟJul 20, 2017

    ରାଜଧାନୀରେ ଗୁଳିକାଣ୍ଡ ଜଣେ ଆହତ

    ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ଗୁଳିକାଣ୍ଡ ଘଟିଛି । ବମିଖାଲ ଦୁର୍ଗାମଣ୍ଡପ ପାଖରେ ଏହି ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି ।...

  • ନିଉଜ ଆଲର୍ଟJul 20, 2017

    ପାଇକ ବିଦ୍ରୋହର ସ୍ଥାୟୀ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଲେ ଧର୍ମେନ୍ଦ୍ର

    ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆ ଦିଲ୍ଲୀର ବିଜ୍ଞାନ ଭବନଠାରେ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତିର ଉଦଘାଟନୀ ଉତ୍ସବରେ ପାଇକ ବିଦ୍ରୋହର ଏକ ସ୍ଥାୟୀ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର...

  • ନିଉଜ ଆଲର୍ଟJul 20, 2017

    ୫ଶହ ଟଙ୍କିଆ ନୋଟ ପକେଇ ୪୩ ଲକ୍ଷ ଲୁଟ୍‌

    ଭୋପାଳ : ମାତ୍ର ୫୦୦ ଟଙ୍କିଆ ନୋଟ ପକେଇ ଦୁର୍ବୃତ୍ତମାନେ ଏଗ ଗାଡ଼ିରୁ ୪୩ ଲକ୍ଷ ଟଙ୍କା ଭର୍ତ୍ତି ପେଟି ଲୁଟି ନେଇଛନ୍ତି  । ଏଭଳି ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏମ୍‌ପି ନଗରରେ ଘଟିଛି  । ଏସ୍‌ପି (ଦକ୍ଷିଣ ଭୋପାଳ)...

  • ନିଉଜ ଆଲର୍ଟJul 20, 2017

    ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡିର ବାଜିମାତ୍‌

     ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ୍‌-୨ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାମନରେଶ ଅହିର ବିଜୟୀ ହୋଇଛନ୍ତି । ଫଳରେ ରାଜ୍ୟରେ ବିଜେପି ପତିଆରା ବୃଦ୍ଧି କରୁଛି ବୋଲି ଆଲୋଚନା ହେଉଥିଲେ ମଧ୍ୟ ଖୋଦ୍‌ ବିଜେପି ରାଜ୍ୟ...

  • ନିଉଜ ଆଲର୍ଟJul 20, 2017

    ଦିଲ୍ଲୀ ମନ୍ତ୍ରିମଣ୍ଡଳରେ ଅଦଳବଦଳ

    ନୂଆଦିଲ୍ଲୀ : ଦିଲ୍ଲୀ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇଛି । ଗୁରୁବାର ହୋଇଥିବା ଅଦଳବଦଳ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ରାଜସ୍ୱ ବିଭାଗ ସହିତ ସିସୋଦିଆଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସମାଜ...

  • ନିଉଜ ଆଲର୍ଟJul 20, 2017

    କାଶ୍ମୀରରେ ୧୪୯ ବିଦେଶ ଆତଙ୍କବାଦୀ ସକ୍ରିୟ

    ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ଏବେ ୧୪୯ ବିଦେଶୀ ଆତଙ୍କବାଦୀ ସକ୍ରିୟ ରହିଥିବା ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ଦେଇଛି । ଏହି ବିଦେଶୀ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ ହେବା ସହ ସେମାନଙ୍କୁ ନିପାତ ପାଇଁ ସୁରକ୍ଷାକର୍ମୀମାନେ ରଣନୀତି ଆପଣାଛନ୍ତି ।...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |